Browsing Category
ସ୍ୱତନ୍ତ୍ର
ହଜି ଯାଉଛି ହସ
✍ ମୀନକେତନ ବାରଲେବଡ଼ିଆ
ଆଜିକାଲି ମନଖୋଲା ହସଟିକେ ବି ହସି ହଉନି । କଥାଟା କେବଳ ମୋ ପାଇଁ ପ୍ରଯୁଜ୍ୟ ବୋଲି ଭାବନ୍ତୁ ନାହିଁ, ଆପଣ ମଧ୍ୟ ଏକଥାକୁ ଅନୁଭବ କରିପାରୁଥିବେ ।
ହସ ମଣିଷର ମନ ଓ ଶରୀରକୁ ସତେଜ କରି ରଖେ । ମାନସିକ ସ୍ବାସ୍ଥ୍ୟ ପାଇଁ ମହୌଷଧି ଭଳି କାମ କରେ । ମଣିଷ ବେଳେବେଳେ!-->!-->!-->!-->!-->…
Read More...
Read More...
କାଏଁଯେ ବକ୍ ବକ୍ ତୁଇ
ଦିଲିପ କୁମାର ମିଶ୍ର
କାଏଁଯେ ବକ୍ ବକ୍ ହଉଛୁ ତୁଇତୁଇ କେନ୍ ଖେତର୍ ଢେଲ୍ପବନ୍ ଟିକ୍କ' ଅଟ୍କି ଗଲେସବୁ ଗଣିତ୍ ଫେଲ୍ ।
କାଏଁଯେ ବକ୍ ବକ୍ ହଉଛୁ ତୁଇକେତେ ରଖିଛୁ ଯେ ଧନ୍ଯାହା ବି ରଖିଛୁ ସର୍ବା ଦିନେତେହେଁରୁ ଜାନ୍ବା ମନ୍ ।
କାଏଁଯେ ବକ୍ ବକ୍ ହଉଛୁ ତୁଇପଢ଼ିଛେଁ ବଲି ଗା'!-->!-->!-->!-->!-->!-->!-->…
Read More...
Read More...
ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ
ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ!-->…
Read More...
Read More...
ଗଣମାଧ୍ୟମର ଆରମ୍ଭ ଓ ଭୂମିକା
ଆମ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା । ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ଦିନଟି ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।
ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ ।!-->!-->!-->…
Read More...
Read More...
ଓଡ଼ିଶାରେ ସମ୍ବାଦପତ୍ରର ପ୍ରକାଶନ ଧାରା
ରବି ରଥ
ଜାତୀୟ ପ୍ରେସ ଦିବସ ଉପଲକ୍ଷେ
ଓଡ଼ିଶାରେ ପ୍ରଥମେ ୧୮୬୬ ମସିହାରେ ଆନୁଷ୍ଠାନିକ ଭାବେ ‘ଉକ୍ରଳ ଦୀପିକା’ ନାମରେ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେଇ ବର୍ଷଟି ଥିଲା ଓଡ଼ିଶା ପାଇଁ ଏକ ଦୁଃଖଦ ବର୍ଷ । ସେତେବେଳେ ଓଡ଼ିଶା ବୋଲି କୌଣସି ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ!-->!-->!-->!-->!-->…
Read More...
Read More...
ବ୍ୟଙ୍ଗ ଦୃଷ୍ଟି : ସଫଳତାର ସଟ୍କଟ୍ ରାସ୍ତା
ଦେବାଶିଷ ମିଶ୍ର
ବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଥାଏ । ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅତିଥିଙ୍କ ଉପସ୍ଥିତିରେ ସଭା ସ୍ଥଳ ଭରି ରହିଥାଏ । ହେଲେ ମୁଖ୍ୟ ଅତିଥି ଆସି ନଥିବା ଯୋଗୁଁ ଏଯାଏଁ ମଞ୍ଚ ଖାଲି ପଡିଥାଏ । ଆୟୋଜକମାନେ ଅନ୍ତିମ ପ୍ରସ୍ତୁତିକୁ ଯାଞ୍ଚ!-->!-->!-->…
Read More...
Read More...
ନୂଆ ନୂଆ ସ୍କୁଲ ଯାଉଥିବା ପିଲାଙ୍କୁ କେମିତି ଯତ୍ନ ନେବା, ଆସନ୍ତୁ ଜାଣିବା
ସୁଶ୍ରୀ ସ୍ନେହଲତା
ନୂଆ ନୂଆ ସ୍କୁଲ ଯାଉଥିବା ପିଲାମାନେ ଟିକେ ଅଝଟ ହୁଅନ୍ତି । ପରିବାରକୁ ଛାଡ଼ି ସ୍କୁଲରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଆମକୁ ଜାଣିବାକୁ ହେବ ଯେ, ମା’ ହେଉଛନ୍ତି ଶିଶୁର ପ୍ରଥମ ଗୁରୁ । ସେମାନଙ୍କ ଯତ୍ନ କିଭଳି ନେବା ଆସନ୍ତୁ ଆଜି ଜାଣିବା ।
ଶିଶୁକୁ ସ୍କୁଲ!-->!-->!-->!-->!-->…
Read More...
Read More...
ପାଞ୍ଚଟି ଟିପ୍ସ ଉପରେ ନଜର ଦିଅନ୍ତୁ, ସୁସ୍ଥ ରୁହନ୍ତୁ
ସୁସ୍ଥ ଜୀବନ ସମସ୍ତଙ୍କ କାମନା । କିନ୍ତୁ ବର୍ତମାନ ସମୟର ବିଶୃଙ୍ଖଳିତ ଜୀବନ ଶୈଳୀ ପାଇଁ ସୁସ୍ଥ ଜୀବନ ପ୍ରାପ୍ତ ହେବା ବଡ଼ ମୁସ୍କିଲ୍ ହୋଇପଡ଼ିଛି । ସାଧକମାନେ ସୁସ୍ଥ ଜୀବନ ପାଇଁ ଅନେକ ପ୍ରାମାଣିକ ଆଧାର ପ୍ରଦାନ କରିଛନ୍ତି । ଆସନ୍ତୁ ସୁସ୍ଥ ଜୀବନ ପାଇଁ ଆଜି ମାତ୍ର ପାଞ୍ଚଟି ଟିପ୍ସ ଉପରେ!-->…
Read More...
Read More...
ବ୍ୟଙ୍ଗ ଦୃଷ୍ଟି : ସିସି କ୍ୟାମେରାର ମୁହଁ କେଉଁ ଦିଗକୁ…
ଦେବାଶିଷ ମିଶ୍ର
ସକାଳୁ ଆଖି ଖୋଲୁ ଖୋଲୁ ଦାନ୍ତ ଘଷି ଦେଇ ଖଟିକୁ ଯାଇ ଚା’ କପେ ନପିଇଲା ପର୍ୟ୍ୟନ୍ତ ମନକୁ ଟିକେ ଶାନ୍ତି ମିଳେ ନାହିଁ । ରାଜୁର ଚା’ କପ୍ ସହ ଖଟିରେ ଚାଲିଥିବା ଦେଶ ବିଦେଶର ଏଣୁତେଣୁ ଚର୍ଚ୍ଚାରେ ସହମତ ଓ ଅସମହତ ତଥା ସମର୍ଥକ ଓ ବିରୋଧୀଙ୍କ ବାକ୍ ଯୁଦ୍ଧ ଘଣ୍ଟାଘଣ୍ଟା!-->!-->!-->…
Read More...
Read More...
ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା
ଦେବାଶିଷ ପଟ୍ଟନାୟକ
୧୯୬୯ ମସିହାରେ ସବଡିଭିଜନ ରୂପେ ମାନ୍ୟତା ପାଇଥିବା ପଦ୍ମପୁର ହେଉଛି ଓଡିଶା ରାଜ୍ୟର ସବୁଠୁ ବଡ ସବଡିଭିଜନ । ଏହାର ସର୍ବାଧିକ ଜନସଂଖ୍ୟା ତଫସିଲଭୁକ୍ତ ଜାତି, ଜନଜାତି ଓ ପଛୁଆବର୍ଗ ଦ୍ଵାରା ଅଧ୍ୟୁଷିତ । ଛତିଶଗଡ଼ ରାଜ୍ୟକୁ ଲାଗି ଥିବା ଏହାର ସୀମା, ଜିଲ୍ଲା ସଦରମହକୁମା!-->!-->!-->…
Read More...
Read More...