Browsing Category

ସ୍ୱତନ୍ତ୍ର

ମହିମାଧର୍ମର ଭକ୍ତ ମହିମାଶ୍ରୀ ସଦାନନ୍ଦ ଅଗ୍ରୱାଲ

ପୂର୍ଣ୍ଣଚନ୍ଦ୍ର ପଣ୍ଡା ମହିମାଧର୍ମ ହେଉଛି ଓଡିଶାର ସର୍ବକନିଷ୍ଠ ଧର୍ମ । ପୁରୀର ଧୂଳିଆବାବା ବା ମହିମା ଗୋସାଇଁ ଏହାର ପ୍ରତିଷ୍ଠାତା ହୋଇଥିବା ବେଳେ ସନ୍ଥଭୀମ ଭୋଇ ଥିଲେ ମୁଖ୍ୟ ପ୍ରଚାରକ । ଏହି ଧର୍ମ ହେଉଛି ସମାଜର ତଳସ୍ତରର ମଣିଷଙ୍କ ମନକୁ ଛୁଇଁପାରୁଥିବା ଭଳି ଏକ ଆଦର୍ଶବାଦର ଧର୍ମ ।
Read More...

ମା’

ଶ୍ରାବଣୀ ବିଶ୍ୱାଲ ମା’ ଯୁଗେ ଯୁଗେ ପୂଜନୀୟା । ଭଗବାନ ସବୁଠାରେ ରହି ପାରିବେ ନାହିଁ ତେଣୁ ମା’ ସୃଷ୍ଟି କଲେ । ମା’ଠାରୁ ଛୋଟ ଶବ୍ଦ ଦୁନିଆରେ ନାହିଁ ଏବଂ ମା’ର ଅର୍ଥ ଠାରୁ ବଡ ଅର୍ଥ ଦୁନିଆରେ ନାହିଁ । ମା’ଠାରୁ ମଧୁର ଶବ୍ଦ ଦୁନିଆରେ ନାହିଁ । ତା’ ପଣତ ଘୋଡେଇ ଦେଲେ ସଂସାରର ସବୁ ଦୁଃଖ,
Read More...

ହୋଲି ପର୍ବ

ହୋଲି ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ । ଏହାକୁ ଦୋଳ ପୁନେଇଁ ବା ଦୋଳଯାତ ମଧ୍ୟ କୁହାଯାଏ । ଦୋଳ‌ଯାତ ବା ଦୋଳ‌ଯାତ୍ରା ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ
Read More...

ଫଗୁଣରେ ଗୁଣିଖାଇ

ଡ. ଲକ୍ଷ୍ମଣ ମେହେର ଆମ ରାଜ୍ୟ ପଲ୍ଲୀ ପ୍ରବଣ, ପୁଣି କୃଷି ପ୍ରଧାନ । ଜୀବନର ସବୁକ୍ଷେତ୍ରରେ ପର୍ବପର୍ବାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା କର୍ମପାଇଁ ପ୍ରେରଣା ଦିଏ । ଜୀବନକୁ ପବିତ୍ର କରେ । ସାମାଜିକ ଚଳଣି ତଥା ସୌନ୍ଦର୍ଯ୍ୟ ଦୃଷ୍ଟିର ପ୍ରତିଫଳନ ହେଉଛି ଆମ ଉତ୍ସବଗୁଡିକ । ଏହା ମନର
Read More...

କବିତା : ଅତୃପ୍ତ କବନ୍ଧ

ଉମେଶ ବିଶ୍ୱାଳ ମୁଁ ଜାଣିଥିଲିଏଠି ଶୁଭେଚ୍ଛୁଙ୍କ ଭିଡରେଅଜସ୍ର ଶତୃ ବୋଲି..କିନ୍ତୁ, ଶେଷରେତୁମେ ହିଁମୋର ଶୁଖିଲା ଓଠରମୁଠାଏ ହସରଘାତକ ସାଜିବ,ଏଇ କଥାଟା ମୋରକଳ୍ପନା ବାହାରେ ! ଧୈର୍ଯ୍ୟର ବାଡ ଭାଙ୍ଗିଯାତନା ଧସେଇ ଆସିଲାଣି ଦେଖଚାରିଆଡେ ଖାଲି ମରିଚିକା…. ସାଉଁଟାପଣର ପାଣି
Read More...

ପଦ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଜୟ ପ୍ରଭୁ ନୃସିଂହନାଥପ୍ରିୟ ଭାଇ ଓ ଭଉଣୀମାନେଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର । ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଲ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି । ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି
Read More...

ପବିତ୍ର ମହାଶିବରାତ୍ରିର ତତ୍ତ୍ୱ କଥା

ଆଜି ପବିତ୍ର ମହାଶିବରାତ୍ରି ଦେବ ଦେବ ମହାଦେବଙ୍କ ବିଶେଷ ପୂଜନ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ମହାଦେବଙ୍କ ଆରାଧନା କରାଯାଏ । ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି
Read More...

ମହିମା ଧର୍ମରେ ମାନବୀୟ ଚେତନାବୋଧ

ପୂର୍ଣ୍ଣଚନ୍ଦ୍ର ପଣ୍ଡା ମହିମା ଧର୍ମ ହେଉଛି ବିଶ୍ୱର ସର୍ବ କନିଷ୍ଠ ଧର୍ମ । ଓଡିଶା ମାଟିର ଏହା ହେଉଛି ନିଜସ୍ୱ ଧର୍ମ । ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ମହିମା ଗୋସାଇଁ ରୂପରେ ଆବିର୍ଭାବ ହୋଇଥିବା ସିଦ୍ଧସାଧୁ ଏହି ଧର୍ମକୁ ଅଷ୍ଟାଦଶ ଶତାବ୍ଦୀରେ ସ୍ଥାପନା କରିଥିଲେ । ପୁରୀରୁ ସମଗ୍ର ଓଡିଶା
Read More...

ପୌରାଣିକ ତଥ୍ୟ ଅନୁସାରେ ମା’ ସରସ୍ୱତୀ ଦେବୀଙ୍କ ବିଷୟରେ କିଛି….

ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶ ରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା
Read More...

ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ । ପ୍ରତିବର୍ଷ ଜାନୁୟାରୀ ମାସ ୧୨ ତାରିଖକୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଭାବରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରାଯାଇଥାଏ । ତେବେ ଆସନ୍ତୁ ତାଙ୍କ
Read More...