Browsing Category
ସ୍ୱତନ୍ତ୍ର
ସାବିତ୍ରୀ ବ୍ରତରେ ସ୍ୱକୀୟ ଅନୁଭୂତି
ଶ୍ରୀମତୀ ମୃଗାକ୍ଷୀ ପଣ୍ଡା
ଗତ ୨୪ ବର୍ଷ ହେଲା ଏଇ ସାବିତ୍ରୀ ବ୍ରତ ମୁଁ କରି ଆସୁଛି । ପୂଜା ଆସିଯିବା ସମୟରେ ମନରେ ନୂତନ ଉତ୍ସାହ, ଉନ୍ମାଦନା, ପୁଲକ ସ୍ୱତଃ ଆସି ଯାଇଥାଏ । ସବୁ ଜିନିଷ ଯୋଗାଡ କରିବା, ପୂଜା ଜାଗା ସଜାଡିବା ଆଦି କାମ ଖୁବ୍ ଖୁସିରେ କରିଥାଏ । କୌଣସି ଗୋଟେ ବି ଜିନିଷ ନ!-->!-->!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ : ବଞ୍ଚିବା ଓ ବଞ୍ଚେଇବା
ରଶ୍ମି ରଞ୍ଜିତା ସିଂହସୃଷ୍ଟିର ଦାନ ସ୍ୱରୂପ ଆମେ ସମସ୍ତେ ପ୍ରାଣୀ ଜଗତ, ସମସ୍ତେ ଆପଣା ଆପଣା କର୍ମରେ ବନ୍ଧା ଏଇ ପୃଥିବୀ ରଙ୍ଗମଞ୍ଚରେ । ଅଭିନୟ ସାରିବା ପରେ ନିଜ ନିଜ ରାସ୍ତାରେ ବାହୁଡ଼ିବା ବିଧେୟ । କିନ୍ତୁ କିଏ ବି ଜାଣନ୍ତିନି ସେ ବାହୁଡ଼ିବାର ବେଳା ଯେ କେତେବେଳେ କାହା ପାଖରେ କେମିତି!-->…
Read More...
Read More...
ବଲାଙ୍ଗିର ବିଷୟରେ ଏକ ରଚନାର କିଛି ଅଂଶ
ଶରଦିନ୍ଦୁ ଭୂଷଣ ହୋତା
ବଲାଙ୍ଗିର ଲୋକେ ପ୍ରକୃତିଗତ ଭାବେ ଆମେ ବଡ଼ ସଭାବିଳାସୀ । ଯାହା ଯେମିତି ହେଉ ସବୁ କଥା ଆଗରେ ସଭାଟିଏ କରିବା ଆମର ମଜ୍ଜାଗତ ଅଭ୍ୟାସ । ଚିରୁଣି ଧରି ମୁଣ୍ଡକୁ ବହେ ରାଂପି ପକାଇବା ପରେ ଉକୁଣି ମୁଣ୍ଡିଆ ଲୋକଟିକୁ ଯେମିତି ହାଏ ଲାଗେ, କୌଣସି କିଛି ପାଇଁ ଆମର ମଧ୍ୟ!-->!-->!-->…
Read More...
Read More...
ଦୁଃସମୟର ଅନୁଭୂତି
ପ୍ରଣତି ବେହେରା
ଆଜିକୁ ମାସେ ତଳେ, ଏପ୍ରିଲ୍ ୧୩ରେ ଆକସ୍ମିକ ଭାବେ ହୃଦଘାତରେ ମା'(ଶାଶୁ)ଙ୍କ ଦେହାନ୍ତ ହୁଏ । ଇଏ (କବି ତ୍ରିନାଥ ସିଂ)ନିଜେ ସେତେବେଳକୁ ସାଂଘାତିକ ଅସୁସ୍ଥ । ମା'ଙ୍କ ଅଂତିମ ସଂସ୍କାରର ବିଧି ବିଧାନ ଆଦି ସଂପନ୍ନ କରିବା, ଖାଇବା ପିଇବାରେ ଅନିୟମିତତା, ପୁଣି ମା'ଙ୍କୁ!-->!-->!-->…
Read More...
Read More...
ପବିତ୍ର ଅକ୍ଷୟ ତୃତୀୟା
କେ.ସତ୍ୟନାରାୟଣ ରେଡ୍ଡୀ
ପୁଣ୍ୟମାସ ବୈଶାଖ ଶୁକ୍ଳ ତୃତୀୟା 'ଅକ୍ଷୟ ତୃତୀୟା' ଭାବରେ ପ୍ରସିଦ୍ଧ । ଏହି ପବିତ୍ର ତିଥିରେ ଯେଉଁ ଧର୍ମ କାର୍ଯ୍ୟ କରାଯାଏ ତାହାର ଫଳ (ଅସରନ୍ତି) ହୁଏ ବୋଲି ବିଶ୍ୱାସ । ଏହିଦିନ ଅଳ୍ପେ ବହୁତେ ଦାନକଲେ ଫଳ ଅକ୍ଷୟ ହୁଏ । ପୁରାଣ ଅନୁସାରେ ଏହିଦିନରେ ସତ୍ୟଯୁଗର!-->!-->!-->…
Read More...
Read More...
ଏ ସମୟ ଚାଲିଯିବ
ହେମନ୍ତ ସାହୁ
ଆମେ ଏଇମିତି ଏକ ସମୟର ସାକ୍ଷୀ, ଆମ ଆଖି ଆଗରେ ନିଜ ଲୋକଙ୍କ ଜୀବନ ଚାଲିଯାଉଛି, ଅଥଚ ଶେଷ ଦର୍ଶନ ଟିକେ କରି ପାରୁନୁ । କରୋନାରେ ଯୋଉ ପୁଅ ତାର ବାପାଙ୍କୁ, ଯୋଉ ସ୍ତ୍ରୀ ତାର ସ୍ୱାମୀଙ୍କୁ, ଯୋଉ ବାପା-ମା' ପୁତ୍ରସନ୍ତାନଙ୍କୁ, ଯୋଉ ବନ୍ଧୁ ନିଜ ଆତ୍ମୀୟଙ୍କୁ, ସର୍ବୋପରି!-->!-->!-->…
Read More...
Read More...
ଶସ୍ତା ଅବସ୍ଥା
ସକାଲୁ ୮ ବଜେ ନିକେ ଚାହା ପିଆ ବଏସରା ଟେ କରିଛନ୍ ଗଏଁଠୁ ବାବୁ । ସେଟା ଫେର୍ ଘରେ ନେଇଁ, ଛକର୍ ଚାହା ଦୁକାନେ । ଯାହା ବଏଲେ ବି, ଛକେ ଚାହା ପିଇବାର୍ ମଜା ଅଲଗ୍ ଆଏ । ଗଏଁଠୁ ବାବୁ କେ ବର୍କସେ ଲାଗିଛେ ଛକେ ଚାହା ପିଆ ମହନି । ଠିକ୍ କଥା ବି । ସକାଲୁ ଉଠି କରି ଟିକେ ଚାହା!-->…
Read More...
Read More...
ଧଏନ୍ ଇ’ କବି ଜୀବନ୍
ଖୋବ୍ ଖରା । ତାଲୁ ଫାଟି ଗଲା ମେତାନ୍ ଲାଗୁଥାଏ । ମଦନ ପାଟନାଗଡ଼୍ ନୁ ବାହାରିଛେ ଦିନର ୧୧ ବଜେ ମୋଟର୍ ସାଇକେଲ୍ ଥି । ଠିକ୍ ଠିଆ ଖରା ୧ ବଜା କେ ପୁହୁଁଚିଲା ବଲାଙ୍ଗିରେ । ଯାହା ଯେନ୍ତା ହାଟ୍ବାଟ୍ ସବୁ ଗୁଟେ ମୁହୁଁଡ଼ା ଥି ସାରିଦେଲା ୨ ବଜେ ଭିତ୍ରେ । ତାର୍ ହିସାବେ ଫେର୍!-->…
Read More...
Read More...
ଇ’ କଥା କେଭେ ବୁଝି ପାର୍ବେ, କେଜାନି !
କନ୍କନି ଜାଡ଼୍ । ରାତିର୍ ଦଶ୍ ବଜେ ନୁଁ ବିବେକ ବାବୁ କମଲ୍ ଭିତ୍ରେ ଖୁଡ଼ୁବୁଡ଼ୁ । ଉଷୁମ୍ ଉଷୁମ୍ ଲାଗୁଥାଏ ବଲି ଝୁମ୍ରା ବି ଲାଗି ଯାଇଥାଏନ' । ଠିକ୍ ଅଧ୍ ରାଏତ୍ ଥି ମୋବାଇଲ୍ ଗର୍ଜିଲା । ଝୁମ୍ରା ଭାଙ୍ଗିଗଲା ବିବେକ ବାବୁଙ୍କର୍ । ମୋବାଇଲ୍ ଧରୁ ଧରୁ ରିଙ୍ଗ୍ ବି!-->…
Read More...
Read More...
ଢେକ୍ ପହର୍, ଉଠ୍ ବସ୍
ସାମ୍ବାଦିକ ବାବୁ ଉଠ୍ବସ୍, ଢେକ୍ପହର୍ । ଲେଖୁନ୍ ଲେଖୁନ୍ ନ୍ୟୁଜ୍ଟେ ଲେଖିଦେଲେ ଘର୍ ସାମ୍ନାର ଧାନ୍ ଦଲାଲ୍ ବିଷୋ ଥି । ନ୍ୟୁଜ୍ ବାହାରୁନ୍ ସାଏର୍ ସର୍କାରୀ ଲୋକ ମାଡ଼ି ବସ୍ଲେ । ବେନିଅମ୍ ଥି ଗଦା ହେଇଥିବାର୍ ଧାନ୍ ବି ଜବତ୍ କଲେ । ହେଲେ ସରକାରୀ ଲୋକ ଗଲା ଉତ୍ରୁ!-->…
Read More...
Read More...