Browsing Category

ସାହିତ୍ୟ

କବିତା : ଅଭିସାର

ଅଂଜଳି ପଟ୍ଟନାୟକକାଳେ ତୁମେ ଫେରିଥିଲକାଲି ରାତିରେ !ଗେଟ ଉପରେ ଢୁଳେଇ ପଡିଥିବାମଧୁ ମାଳତୀର ଚିବୁକରେହାତ ମାରିଥିଲ ବୋଧେସକାଳେ ମଉଳିବା ବଦଳରେସେ ପୁଣି ଥରେ ଫୁଟିବାଚେଷ୍ଟାରେ ଥିଲା । କବାଟ ସନ୍ଧିର କ୍ଲାନ୍ତବୁଢିଆଣୀ ସତେଜ ଜାଲିବୁଣି ସାରିଥିଲା ବଡି ଭୋରରୁ,ଲାଜକୁଳୀ ଲତା ସହଏଇ ଏଇ ମିତ
Read More...

କବିତା : ଧର୍‌ସା -୪

ଚତୁର୍ଭୁଜ ସାଆନ୍ତବହୁଗୁଡ଼ୁ ଖେଲି ଖେଲି ଅଲାଜିଆଁ ଧର୍‌ସାନଡ଼ା ଖପର୍‌ ଛୁଆଁ ଘର ମାନ୍‌କର୍‌ ମଝିଶୁଇପଡ଼ିଛେ ହର୍‌ଦଙ୍ଗା ହେଇଝି’ର୍‌ ପତର୍‌ ନିଥିଲା ଗଛର୍‌ ଫଟୁ ଏନ୍‌ତାଡାହି ପଖ୍‌ରା ପରା କେ ପରା । ଗାଁ ମୁଡ଼୍‌ସା ଢଡେ଼ା ବର୍‌ଗଛ୍‌ ପୁର୍‌ନା ଯୁଗୀଯେ ଯାହା କର କେହେନ୍‌ସି ଥି ନୁହେଁ
Read More...

କବିତା : ସ୍ୱପ୍ନର ଅରଣ୍ୟ ଭିତରେ

ଭାଗୀରଥି ମିଶ୍ରସ୍ୱପ୍ନର ଅରଣ୍ୟ ଭିତରେନିଖୋଜ ଜୀବନ ଆମର! ନିବୁଜ୍‌ କୋରଡ଼ର ଦ୍ୱାର ଖୋଲିପଶିଆସେ ଆଲୁଅର ଝଲକ,ଅଂଧାର ଭିତରୁ ମୁକୁଳିଆଖି ଖୋଲି ପାଟି ମେଲିବା ବେଳକୁଝାପ୍‌ସା ଝାପ୍‌ସା ଦିଶେଆମର ପହିଲି ସ୍ୱପ୍ନ । ହଁ, ସେଇ ଶୈଶବର କଥା କହୁଛିଯେତେବେଳେ ନକ୍ଷତ୍ରମଂଡ଼ଳରେଅଗଣିତ ତାରକାଆମ
Read More...

କବିତା : ଚାଲ, ଫେରିଯିବା

ସସ୍ମିତା ମହାପାତ୍ରଚାଲ, ଫେରିଯିବା !ସମୟକୁ ସ୍ତବ୍ଧ କରିଦେଇକିଛି ବର୍ଷ ପଛକୁ ଲେଉଟି ଚାହିଁବା,ବୋଝ ବୋଝ ମନେ ହେଉଥିବାଜୀବନକୁ କାନ୍ଧରୁ ଓହ୍ଲେଇ ଦେଇଚାଲ, ଫେରିଯିବା ! ଆମେ ଭୋଗୁଥିବା ଆକାଶଟାଏବେ ଅଦିନିଆ ମେଘରେ ଥମ୍ ଥମ୍ହାତଧରି ଖଣ୍ଡିଉଡା ଦେଉଥିବାପକ୍ଷୀମାନେ ଉଡିଗଲେଣିଅନେକ
Read More...

କବିତା : ତଥାପି

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁତଥାପିବାକି ରହିଛି ଅସ୍ତ ହେବାକୁ ।କଳା ଚାଦର ତଳେ ଲୁଚିସବୁ ଭୁଲି ଯିବାକୁ । ସୁନାର ମୁକୁଟ ପିନ୍ଧି ସାରିଛି ସତହେଲେ,କିଛି ପଥ ଏବେବିରହିଛି ବାକି । ବିଶ୍ୱାସ କରଏ ପରିଧାନକରିଥିବା ଅସ୍ତଗାମୀ ବସ୍ତ୍ରକୂଳରେ କଚାଡିଛିନ୍ନଭିନ୍ନ କଲା ଭଳି ଅସ୍ତିତ୍ୱ ।
Read More...

ପ୍ରଶାନ୍ତ ମାଝୀଙ୍କ ପ୍ରଥମ ଔପନ୍ୟାସିକା ‘ପାହାନ୍ତିଆ ସପନ’ ଉନ୍ମୋଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଶାନ୍ତ ମାଝୀଙ୍କ ଲିଖିତ ପ୍ରଥମ ଔପନ୍ୟାସିକା 'ପାହାନ୍ତିଆ ସପନ' ଏକ ନିରାଡ଼ମ୍ବର ପରିବେଶରେ ଉନ୍ମୋଚିତ ହୋଇଯାଇଛି। ଦୁଇ ଜଣ ଭଲ ପାଉଥିବା ଯୁବକ ଯୁବତୀଙ୍କ ସଂଘର୍ଷ ଓ ପ୍ରେମ କାହାଣୀ ଉପରେ ଏହା ଆଧାରିତ ବୋଳି ଶ୍ରୀ ମାଝୀ ସୂଚନା
Read More...

କବିତା : ଲହରୀ

ଗଜାନନ ମିଶ୍ରନଦୀକୁ କହିଲିତୁ ମହାନଦୀସେଇଠି ରହି ଯାପୋତି ହୋଇ ଯା! ମହାମାରୀକୁ କହିଲିକି ନାମରେ ଡାକିବି ତତେଉଚ୍ଚାରିଲା ମାତ୍ରେଟାକିଛି ସରକାରବାନ୍ଧି ନେବ ମତେ! ରେ ଆକାଶ,ସାକ୍ଷୀ ଥା।ଜମାରୁ କହିବି ନିଓକିଲାତି କରିବୁ ଆମୋ ପାଇଁ ରାଜାଙ୍କ ଦରବାରରେ । ବହିଲା ପବନକୁକହିବି ନି
Read More...

ଅରଣ୍ୟ ରୋଦନ : ଶୁଭ୍ରାଂଶୁ ଶେଖର ପଣ୍ଡା

କିଏ ଶୁଣିବ ଏକାକୀ ରୋଦନ କଲେଘଂଚ ଅରଣ୍ୟ ଭିତରେଏକାନ୍ତରେ ନୀରବତା ଖାଁ ଖାଁଗହଳ ପତ୍ର ଲତା ଡାଳ ବୃକ୍ଷଝରଣାର କଳ କଳରେଜୀବନର ଆଶା ସଂଚରି ଯିବାରଉପକ୍ରମ ଏବେଅନେକ କଦମ୍ବଫୁଟିବାର ବେଳକୁ ରକ୍ତ ସଂଚରି ଯାଉଛିସମଗ୍ର ଶରୀର ଭିତରେମୋର ଆଖିରେ ଆଖିଏ ଲୁହକେତେ କାଳ ଝରିବ ଏମିତିଶୂନ୍ୟ ଆକାଶର ଦିଗ୍
Read More...

ନାରୀ ନ ଥିଲେ ସମର କି ଶାନ୍ତି କିଛି ନ ଥା’ନ୍ତା : ରବି କାନୁନ୍‌ଗୋ

ଦ୍ରୌପଦୀରୁ କ୍ଲିଓପେଟ୍ରା ଯାଏ ସାରା ଇତିହାସ ଏହାର ସାକ୍ଷୀ । ସାମାଜିକ ଚିତ୍ରଟିଏ ପୁରାଣ ବା ପୋଥିରେ ଥାନ ପାଇଲା ବେଳକୁ ପୃଥିବୀରେ ଆମ-ତମଙ୍କ ପରି ଶିଳା ଗଡ଼ି ଗଡ଼ି ଧୂଳି କି ବାଲି ଗରଡ଼ାରେ ପରିଣତ ହୋଇସାରିଥା’ନ୍ତି । ତେଣୁ ଇତିହାସକୁ ସର୍ବଦା ଏକ ଦୂରଛଡ଼ା ମନ ନେଇ ଦେଖିବାକୁ ପଡେ଼ । ଏ
Read More...