Browsing Category
ଓଡିଶା
ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ସହ ଆଲୋଚନା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କୁ ସାକ୍ଷାତ କରି ଜିଲ୍ଲା କୃଷକ ସଙ୍ଗଠନର କର୍ମକର୍ତ୍ତା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ଖରିଫ ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ!-->…
Read More...
Read More...
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୮ତମ ଏନସିସି ଦିବସ ପାଳିତ
"ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚିତ"
ବଲାଙ୍ଗିର, (କେପିଏନ୍ଏସ୍) :ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୭୮ତମ ଏନସିସି ଦିବସ ପାଳିତ ହୋଇଯାଇଛି । ପ୍ରାତଃ ୮ଘଣ୍ଟା ସମୟରେ ଏନସିସି କ୍ୟାଡେଟ ମାନେ ସୁସଂଗଠିତ ପେରେଡ, ଡ୍ରିଲ ଓ କମାଣ୍ଡ ପ୍ରଦର୍ଶନ!-->!-->!-->…
Read More...
Read More...
ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଟାଇକୋଣ୍ଡା ଖେଳାଳୀ ମୋହନ ପୁରସ୍କୃତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ର ଜଣେ ଓଡ଼ିଶା ଟାଇକୋଣ୍ଡାରେ ଯୋଗଦେଇ ଅଣ୍ଡର୍ ସେଭେଣ୍ଟିନ୍ ଟିମ୍ରେ ସ୍ଥାନ ପାଇଛନ୍ତି । ସେ ହେଲେ ବଡମାଧପୁର ଗ୍ରାମର ଏସ୍. ସୂର୍ୟ୍ୟ ରେଡ୍ଡୀଙ୍କ!-->…
Read More...
Read More...
ଗୋପାଳ ସମାଜ ତେରସ୍ଥାନ ତାଳୁକା ସମାଜର କୁଳଘର ଉଦ୍ଘାଟନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତସ୍ଥ ବୀରସିଂହୀ ମନ୍ଦିର ପରିସରରେ ଗୋପାଳ ସମାଜ ତେରସ୍ଥାନ ତାଳୁକା ସମାଜର ନୂତନ କୁଳଘର ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ!-->…
Read More...
Read More...
ଜୋର୍ ଧରିଲା କାଞ୍ଚନଭଟାକୁ ନୂତନ ପଞ୍ଚାୟତ ଗଠନ ଦାବୀ
ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଜୋର୍ ଧରିଲା କାଞ୍ଚନଭଟାକୁ ନୂତନ ଗ୍ରାମ ପଞ୍ଚାୟତ ଦାବୀ । ମେଳି ହେଲେ ୨୩ଟି ଗ୍ରାମର ମହିଳା ଓ ପୁରୁଷ । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କାଞ୍ଚନଭଟା ଠାରେ ନୂତନ ଗ୍ରାମ ପଞ୍ଚାୟତ ଗଠନ ଦାବୀ କରି ସମୂହ ୨୩ ଗ୍ରାମର ୫ଟି ୱାର୍ଡବାସୀ!-->…
Read More...
Read More...
ଓପନ ସୁନ୍ଦରଗଡ ଡେଡଲିଫ୍ଟ ଚମ୍ପିୟାନସିପ ଆସନ୍ତା ୭ରେ
ରାଉରକେଲା, (ସସ୍ମିତା ପ୍ରଧାନ) : ଶିଳ୍ପପତି ଡି.ଆର. ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଡିସେମ୍ବର ୭ ତାରିଖରେ ସେକ୍ଟର ୭ ସ୍ଥିତ ରାଇମା କ୍ଲବରେ ଓରିଜିନାଲ୍ ପାୱାର କ୍ଲବ ଦ୍ୱାରା ଓପନ୍ ସୁନ୍ଦରଗଡ଼ ଡେଡଲିଫ୍ଟ ଚାମ୍ପିଅନସିପ୍ ଆୟୋଜନ କରାଯାଉଛି । ରାଇମା କ୍ଲବ ତତ୍ତ୍ୱାବଧାନରେ ଏହି!-->…
Read More...
Read More...
ଭାଲୁମୁଣ୍ଡାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଓଁ ସାଇ ସନାତନ ସଂଗୀତ ବିଦ୍ୟାଳୟ ପକ୍ଷରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର!-->…
Read More...
Read More...
ବିଭିନ୍ନ ଯୁବ ଅନୁଷ୍ଠାନକୁ ସ୍ପୋର୍ଟ କିଟ୍ ବଣ୍ଟନ କଲେ କଣ୍ଟାବାଞ୍ଜି ବିଧାୟକ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ମାଇ ଭାରତ ବଲାଙ୍ଗିର, ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ଵାରା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ!-->…
Read More...
Read More...
ରାଉରକେଲା ଏସ୍ସି ଏବଂ ଏସ୍ଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ୱାଭିମାନ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ଆର୍ଏସ୍ପି ଏସ୍ସି ଏବଂ ଏସ୍ଟି କର୍ମଚାରୀ ସଂଘ ତରଫରୁ ସ୍ୱଚ୍ଛତା ସ୍ଵଭିମାନ କାର୍ଯ୍ୟକ୍ରମ ସେକ୍ଟର ୭ ସ୍ଥିତ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ସଭାପତି ଭଗବାନ ସେଠୀ, ସଭାପତି (ଗଣମାଧ୍ୟମ ଓ ସମନ୍ୱୟକାରୀ) ଚନ୍ଦ୍ରଭାନୁ ମୁଣ୍ଡା,!-->…
Read More...
Read More...
କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମୃତକ ଜଣକ!-->…
Read More...
Read More...