Browsing Category
ଓଡିଶା
ଦେଓଗାଁ ବ୍ଲକ ସ୍ତରୀୟ ଶକ୍ତି କ୍ଲବ କ୍ୱିଜ୍ ପ୍ରତିଯୋଗିତା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶକ୍ତି କ୍ଲବ୍ କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ୧୮ଟି ବିଦ୍ୟାଳୟର ୧୪୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମ୍ବରୀଶ!-->…
Read More...
Read More...
ଇକାର୍ଡାର ଅନ୍ତର୍ଜାତିକ ବୈଜ୍ଞାନିକଙ୍କ ହରଡ଼ ବିହନ ଉତ୍ପାଦନ କ୍ଷେତ୍ରର ପରିଦର୍ଶନ
ବଲାଙ୍ଗିର, (କେପିଏନ୍ଏସ୍) : ଡାଲି ଜାତୀୟ ଫସଲ ଉତ୍ପାଦନରେ ବଲାଙ୍ଗିର ଏକ ଅଗ୍ରଣୀ ଜିଲ୍ଲା । ଓଡିଶା ସରକାର ଓ ଆନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ର ମିଳିତ ସହଯୋଗରେ ଦେଓଗାଁ ବ୍ଲକ ଅନ୍ତର୍ଗତ ପରୁଆଭାଡି ଗ୍ରାମରେ ବିଭିନ୍ନ କିସମର ହରଡର ପରୀକ୍ଷାମୂଳକ ଭାବରେ ଚାଷ!-->…
Read More...
Read More...
ଟିଟିଲାଗଡ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ସିବିଏସ୍ଇ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଚାରଭଟା ସ୍ଥିତ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ରବିବାର ଦିନ ଏକ ଦିବସୀୟ ଶିକ୍ଷକ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ (କ୍ୟାପାସିଟି ବିଲ୍ଡିଂ ପ୍ରୋଗ୍ରାମ) ସଫଳତାପୂର୍ବକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ!-->…
Read More...
Read More...
ଛତ୍ରପୁର ଠାରେ ଭଗବାନ ଶ୍ରୀ ସତ୍ୟସାଇଙ୍କ ଜନ୍ମଶତବାର୍ଷିକୀ ସମାରୋହ ପାଳିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଗବାନ ଶ୍ରୀ ସତ୍ୟସାଇଙ୍କ ଜନ୍ମଶତବାର୍ଷିକୀ ଉତ୍ସବ ଛତ୍ରପୁର ସ୍ଥିତ ସାଇ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଆୟୋଜିତ ନିତ୍ୟନାରାୟଣ ସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଏବଂ!-->…
Read More...
Read More...
ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପୂର୍ବ ପ୍ରସ୍ତୁତି ବୈଠକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟ ଦେବୀ ମା' ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି କଲାକାହ୍ନୁ ସେଠ୍ ସଭାପତିତ୍ୱ କରିଥିଲେ । ପ୍ରଥମେ ମନ୍ଦିର ପୂଜକ ଚେତରାମ ସେଠ୍ ଓ ଛବି ସେଠ୍!-->…
Read More...
Read More...
ଡିସେମ୍ବର ୨୧ ଓ ୨୨ ତାରିଖ ତାରିଖରେ ଜିଲ୍ଲା ଦୌଡ ପ୍ରତିଯୋଗିତା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଜିଲ୍ଲା ଦୌଡ କୁଦ ପ୍ରତିଯୋଗିତା (ଆଥେଲେଟିକ ମିଟ) ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ କୁହାଯାଇଛି । ଏହି!-->…
Read More...
Read More...
ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ମହାସମାରୋହରେ ପାଳିତ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ମହାସମାରୋହରେ ପାଳିତ ହୋଇଯାଇଛି । ବଡିଭୋରରୁ ନଗର ସଙ୍କୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା, ଅନ୍ନ ପ୍ରସାଦ, ନାରାୟଣ ସେବା, ଶୀତବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ!-->…
Read More...
Read More...
ତରଭା ବ୍ଲକରେ ପାଗଳ ବିଲୁଆ ଆକ୍ରମଣରେ ୮ ଆହତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ଶିବତୁଲା ଗ୍ରାମ ପଞ୍ଚାୟତର ରମ୍ଭାସିଣ୍ଢୋଲ, ଘାଟ କଇଁତରା, ଭାଲୁ ବାହାଲ ଓ ଆଡକଟା ଗ୍ରାମରେ ଗତକାଲି ଠାରୁ ଏକ ଜଙ୍ଗଲି ପାଗଳ ବିଲୁଆର ଆତଙ୍କ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।!-->…
Read More...
Read More...
ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗଦେଲେ ମନ୍ତ୍ରୀ ରବି ନାୟକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ରୟାଲ ପଡିଆ ନିକଟସ୍ଥ ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଠାରେ ସ୍ଵଚ୍ଛ ଭାରତ ସଙ୍ଗଠନ ସୋନପୁର-ମନମୁଣ୍ଡା ପକ୍ଷରୁ ସ୍ୱଚ୍ଛତା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା!-->…
Read More...
Read More...
ଜିଲ୍ଲା ନ୍ୟାୟାଳୟ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ଉଚ୍ଚ ନ୍ୟାୟାଳୟ କଟକଙ୍କ ଆଦେଶ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦେଶ କ୍ରମେ ଏବଂ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ଆଜି ଜିଲ୍ଲା ନ୍ୟାୟାଳୟ ପରିସର ସୋନପୁର ଠାରେ ଶିଶୁ ଦିବସ!-->…
Read More...
Read More...