Browsing Category
ଓଡିଶା
ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ଆସର
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନବବର୍ଷ ଉପଲକ୍ଷେ ଏକ ସାରସ୍ଵତ କବିତା " ମୋ ପ୍ରିୟ କବି ଓ କବିତା" ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଡ. ପ୍ରଭାତ!-->…
Read More...
Read More...
ଦ୍ୱିଦିବସୀୟ ଲେଡି ଲାୟନ ଶିଶୁ ମହୋତ୍ସବ ସମ୍ପନ୍ନ
ରାଉରକେଲା, (ସସ୍ମିତା ପ୍ରଧାନ): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ପକ୍ଷରୁ ଝିରପାଣି ବିଜୟ କ୍ଲବ୍ ପଡିଆଠାରେ ଦ୍ୱିଦିବସୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବନ୍ଦିତା ମାହତୋଙ୍କ ଅଧ୍ୟକ୍ଷତା, କବିତା ମାହାତୋ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆ, ଧନମାୟା!-->…
Read More...
Read More...
ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ ତାଲିମ ଶିବିର
ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ଓ କାର୍ଯ୍ୟକାରୀ ସଂସ୍ଥା "ଆଦର୍ଶ"ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ "ଆତ୍ମା" ଅଫିସ ସଭାଗୃହରେ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ ଏକ!-->…
Read More...
Read More...
ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି
ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ନିଜସ୍ଵ ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱ ଓ ବରିଷ୍ଠ ଉପଦେଷ୍ଟା!-->…
Read More...
Read More...
ପଦ୍ମପୁରର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲଙ୍କ କାର୍ଯ୍ୟରେ ଯୋଗଦାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବିଭିନ୍ନ ଅଦାଲତରେ ନୂତନ ସରକାରୀ ଓକିଲ (ଲ ଅଫିସର) ଭାବେ ବରିଷ୍ଠ ଆଇନଜୀବୀ ରାମରତନ ପୁରୋହିତ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର, ରାଜକିଶୋର ସାହୁ ଏସୋସିଏଟ ଲୟର, ଆନନ୍ଦ ପଣ୍ତା ଏଡିସିନା ଗମେଣ୍ଟ ପ୍ରସିକ୍ୟୁଟର ଭାବେ ଅତିରିକ୍ତ!-->…
Read More...
Read More...
ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ଜବତ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ (ଚିତା) ବାଘ ଛାଲ ଓ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଗୁରୁବାର ନୂଆପଡ଼ା ରେଞ୍ଜ ଅନ୍ତର୍ଗତ ପତାଳଘୁଟକୁରି ଗ୍ରାମର ମହେଶ ସାହୁ (୬୨)!-->…
Read More...
Read More...
ପୌଷ ପୂର୍ଣ୍ଣିମା ପଶ୍ଚିମ ଓଡିଶାର ଏକ ଗଣପର୍ବ
ବଲାଙ୍ଗିର, (କେପିଏନ୍ଏସ୍) : ପୁଷ୍ପୁନି ପଶ୍ଚିମ ଓଡିଶାର ଏକ ନିଆରା ପର୍ବ । ନୂଆଖାଇ ପରି ପୁଷ୍ପୁନି ମଧ୍ୟ ପଶ୍ଚିମ ଓଡିଶାର ଏକ କୃଷିଭିତ୍ତିକ ଗଣପର୍ବ ଅଟେ । ଏହି ଦିନ ଗାଁରୁ ସହର ସବୁଠାରେ ଘରେଘରେ ପିଠାମଣ୍ଡା ଭଳି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରି ଲୋକେ ଏହି ପର୍ବକୁ ଅତି!-->…
Read More...
Read More...
ଜିଲ୍ଲା ସାମ୍ୱାଦିକ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ
ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା ସାମ୍ୱାଦିକ ସଙ୍ଘର ବନ୍ଧୁମିଳନ ଏବଂ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ ସ୍ଥାନୀୟ ହଲୁଆତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡ. ବାଦଲ କୁମାରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଘର ସାଧାରଣ!-->…
Read More...
Read More...
ବଲାଙ୍ଗିର-ସୋନପୁର ଜାତୀୟ ରାଜପଥରେ ଅଘଟଣ
ବଲାଙ୍ଗିର, (କେପିଏନ୍ଏସ୍) : ଡ୍ୟୁଟି ସାରି ଘରକୁ ଫେରୁଥିଲେ । ବାଟରେ ମୃତ୍ୟୁର ଫାସ ଧରି ଛକି ବସିଥିଲା କାଳ । ଏଭଳି ଏକ ଘଟଣା ସାରା ବଲାଙ୍ଗିରକୁ ଆଜି ଦୋହଲାଇ ଦେଇଛି । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଗତ ବିଳମ୍ବିତ ରାତିରେ ଏକ ଦୁର୍ଘଟଣା!-->…
Read More...
Read More...
ଟିକିରି ସାପ୍ତାହିକ ହାଟରେ ଶୁଖିଲା ଗଛ ପଡି ଯୁବକ ମୃତ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କାଶୀପୁର ବ୍ଲକ ଟିକିରି ସାପ୍ତାହିକ ହାଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଥିବା ଏକ ଶୁଖିଲା ଆମ୍ବଗଛର ଡାଳ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ଫୁଲଜବା!-->…
Read More...
Read More...