Browsing Category
ଓଡିଶା
ମକା ବୋଝେଇ ଟ୍ରକ ଦୁର୍ଘଟଣା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଏନଏଚ ୨୬ ଜାତୀୟ ରାଜପଥ ବଲାଙ୍ଗିର ଟିଟିଲାଗଡ ରାସ୍ତା ଘୁଚିପାଲି ଛକ ନିକଟରେ ରବିବାର ଏକ ମକା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଭୋର ସକାଳୁ ରାସ୍ତା ଉପରେ ଓଲଟି ପଡିଛି । ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହେଲ୍ପର ଆହତ ହୋଇଥିବା!-->…
Read More...
Read More...
୫୫ଲକ୍ଷ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ : ପୂର୍ବତନ ଫରେଷ୍ଟର ଜୟ ଜୁଆଡ଼ ଗିରଫ
ଭବାନୀପାଟଣା, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଥୁଆମୂଳ ରାମପୁର ରେଞ୍ଜ ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ ସରକାରୀ ଅର୍ଥର ଆତ୍ମସାତ ଅଭିଯାଗରେ ଗିରଫ ହୋଇଛନ୍ତି । କଳାହାଣ୍ଡି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫!-->…
Read More...
Read More...
ସିଟିଜେନ୍ ଫୋରମ୍ର ବାର୍ଷିକ ଉତ୍ସବ ଓ ମୟୂରଭଞ୍ଜ ମିଶ୍ରଣ ଦିବସ
-ରାଜ୍ୟ ଓ ଦେଶ ପାଇଁ ମୟୂରଭଞ୍ଜର ଅବଦାନ ଅତୁଳନୀୟ-୨ଜଣଙ୍କୁ ସିଟିଜେନ୍ ଆୱର୍ଡ-୨୦୨୫
ବାରିପଦା, (ଦେବସ୍ମିତ ଚୌଧୁରୀ) : ନବ ବର୍ଷରେ ମୟୂରଭଞ୍ଜ ସିଟିଜେନ୍ ଫୋରମ୍ର ୧୬ତମ ବାର୍ଷିକ ଉତ୍ସବ ଓ ୭୭ତମ ମୟୂରଭଞ୍ଜ ମିଶ୍ରଣ ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ!-->!-->!-->…
Read More...
Read More...
ସର୍ବଭାରତୀୟ କରାଟେ ଚମ୍ପିୟାନସିପ : ବ୍ରୋଞ୍ଜ ପଦକ ହାସଲ କଲେ ବାରିପଦାର ଦୀପକ
ବାରିପଦା, (ଦେବସ୍ମିତ ଚୌଧୁରୀ) : "ତୁଳସୀ ଦୁଇ ପତ୍ରରୁ ବାସେ" - ଏହା ପ୍ରମାଣିତ କରିଛନ୍ତି ବାରିପଦାର ଦୀପକ କୁଁଅର । ୨୦୧୯ ମସିହାରେ ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଅନ୍ୟମାନଙ୍କର କରାଟେ ଅଭ୍ୟାସ କରୁଥିବାର ଦେଖି ୭ ବର୍ଷର ଦୀପକ କରାଟେ ପ୍ରତି ଆକୃଷ୍ଟ ହୋଇଥିଲେ । ଦିବ୍ୟାଙ୍ଗ ପିତା!-->…
Read More...
Read More...
ସ୍ୱଦେଶୀ ମହୋତ୍ସବ “ମେଘାସନୀ” ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
-ସୁଭଦ୍ରା ଶକ୍ତି ମେଳା-୨୦୨୬ ସହ ଏକତ୍ର ଆୟୋଜନ
ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାସ୍ତରୀୟ ସ୍ୱଦେଶୀ ମହୋତ୍ସବ “ମେଘାସନୀ” ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଫେବୃଆରୀ ମାସ ୧ ତାରିଖରୁ!-->!-->!-->…
Read More...
Read More...
ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜିଏସ୍) ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ!-->…
Read More...
Read More...
କୋଶଲି ଫିଲ୍ମ ନୋ ଗିଲ୍ଟ ନୋ ସରି ପ୍ରଦର୍ଶିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାଟ୍ୟକ୍ରାନ୍ତିର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ସଂଜୟ ଶେଖର ଭୋଇଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ମଂଚ ସମର୍ପଣ କରାଯାଇଥିଲା । ଉତ୍ସବରେ ସଭାପତି!-->…
Read More...
Read More...
ଜାନୁୟାରୀ ୧୧ ରେ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ
ହଜି ଯାଇଥିବା କଳା ସଂସ୍କୃତିକୁ ପୁର୍ନଜୀବିତ କରାଯିବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି । ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏ ବର୍ଷ କିଭଳି!-->!-->!-->…
Read More...
Read More...
ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଉଦଘାଟନୀ ମ୍ୟାଚରେ ଖୁଦପେଜକୁ ହରାଇ ବରତୁଣ୍ଡା ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର୍ଗତ ରତ୍ନାକର ବାଗଙ୍କ!-->…
Read More...
Read More...
ଆମ୍ବେଦକର ନଗର ବାଞ୍ଚିପାଲିରେ ସାବିତ୍ରୀ ବାଇ ଫୁଲେଙ୍କ୧୯୬ତମ ଜୟନ୍ତି ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ଲୋଇସିଂହା ବ୍ଳକ ଅନ୍ତର୍ଗତ, ଆମ୍ବେଦକର ନଗର ବାଞ୍ଚିପାଲି ଠାରେ ଶିକ୍ଷା ଜନନୀ କ୍ରାନ୍ତି ଜ୍ୟୋତିମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୬ତମ ଜୟନ୍ତୀ ଏମ୍ ବି ଏମ୍ ଏମ୍ ବଲାଙ୍ଗିର ଉପସଭାପତି ସରୋଜ କୁମାର ମେଶ୍ଵାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ!-->…
Read More...
Read More...