Browsing Category

ଓଡିଶା

ଅଲେଖ ମହିମା ପୀଠରେ ପୌଷ ଚତୁର୍ଦ୍ଦଶୀ ଉପଲକ୍ଷେ ମହାଯଜ୍ଞ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ଅଲେଖ ମହିମା ପୀଠରେ ପୌଷ ଚତୁର୍ଦ୍ଦଶୀ ଉପଲକ୍ଷେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଶୁକ୍ରବାର ଦିନ ଭୋର୍ ୦୪ ଟାରୁ ଘୃତ, ଅଗ୍ନି ପ୍ରଜ୍ୱଳିତ କରି ଯଜ୍ଞ ଆରମ୍ଭ କରାଯାଇଥିଲା । ଏଥରେ ମଠାଧୀଶ
Read More...

ବୁଢାଦେଓ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ)ର ବୁଢାଦେଓ ଯାତ୍ରା ଅବସରରେ ଦୁଇ ଦିନ ଧରି ବୁଢାଦେଓ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଅୟୋଜିତ
Read More...

କୋଶଲ ମା’ ମାଟିର ଲାଗି ମୁଠେ “ଛେରଛେରା” ମାଗିଲା କେ. ଏମ. ଏମ.

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ବଡ଼ ତିହାର ଭିତରେ ଅନ୍ୟତମ ତିହାର ହେଲା ପୁଷପୁନି । ଇ ତିହାର କୃଷିଭିତ୍ତିକ ଆରୁ ସଭ୍ୟତା ଭିତ୍ତିକ ତିହାର ଅଟେ । କୋଶଲାଞ୍ଚଲରେ ଦୁଇ କୋଟି ଜନସାଧାରଣ ବସବାସ କରୁଥିବାବେଳେ ଏଠାକାର ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଥାନ୍ତି ।
Read More...

ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଞ୍ଚାୟତ-ପକ୍ଷ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦିନିକିଆ ପାଣି ପଞ୍ଚାୟତ-ପକ୍ଷ ପାଳନ ଅବସରରେ ପିଲାଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତାମାନ ଶନିବାର ସଂଗଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ
Read More...

ମୁରିବାହାଲର ବରିଷ୍ଠ କଂଗ୍ରେସ ନେତା ବିଭୀଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ନେତା ବିଭିଷଣ ମହାନନ୍ଦଙ୍କ ପତ୍ନୀ ବିନୋଦିନୀ ମହାନନ୍ଦଙ୍କ ଶନିବାର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ରାୟପୁରର ଭିୟାଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ
Read More...

ପଏଁରୀ ତିହାରର ଦ୍ଵିତୀୟ ସନ୍ଧ୍ୟାରେ ଜାମୁଡାଲି ଗୀତରେ ଝୁମିଲେ ଦର୍ଶକ

ସମ୍ୱର୍ଦ୍ଧିତ ହେଲେ ଶିକ୍ଷାବିଦ ଲାଲବାବୁ ସେଠୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପଏଁରୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ ପଏଁରୀ ତିହାର୨୦୨୬ର ଆଜି ଦ୍ଵିତୀୟ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପଏଁରୀ ଅନୁଷ୍ଠାନ ଦ୍ଵାରା ପରିବେଷିତ ଜାମୁଡାଲି, ବଲାଙ୍ଗିର ଦୁଲଦୁଲି କଳାପରିଷଦର
Read More...

ଜାନୁୟାରୀ ୨୨ରୁ ୨୬ ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର ପ୍ରଦିକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ ଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବିଧାୟକ ତଥା ବାଣିଜ୍ୟ, ପରିବହନ,
Read More...

ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସନର ନୂଆବର୍ଷକୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ପୁରାତନ ବର୍ଷ ୨୦୨୫କୁ ବିଦାୟ ଜଣାଇ ନୂଆବର୍ଷ ୨୦୨୬କୁ ସ୍ୱାଗତ କରିବା ସହ ଆସନ୍ତା ମକର ସଂକ୍ରାନ୍ତିର ଅଭିନନ୍ଦନ ଜ୍ଞାପନ କରାଯାଇଛି । ଆସୋସିଏସନର ବରିଷ୍ଠ ଉପସଭାପତି ପୂର୍ଣ୍ଣଚନ୍ଦ୍ର
Read More...

ଇଂରାଜୀ ନବବର୍ଷ ଉପଲକ୍ଷେ ଶ୍ରଦ୍ଧାରେ ବନ୍ଧୁ ମିଳନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରାହିତ୍ୟରେ ଏବଂ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ଶ୍ରଦ୍ଧା ଠାରେ ନବବର୍ଷ ଉପଲକ୍ଷେ ଅନୁଷ୍ଠାନର ପରିଚାଳନା କମିଟି ପୁରାତନ ଓ ବର୍ତ୍ତମାନର ସଦସ୍ୟ, ଶିକ୍ଷକ
Read More...

ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ୧୭ତମ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଆଜି ଶନିବାର ପୌଷ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୬ଘଣ୍ଟା ସମୟରେ ଐତିହାସିକ ୧୭ଶ ଅଙ୍ଗ ଆଳତୀ କରାଯାଇଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ
Read More...