Browsing Category
ଓଡିଶା
ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ସଞ୍ଚାଳନ ନିମନ୍ତେ ପଞ୍ଚ ଦିବସୀୟ ବ୍ଳକ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଦିଗଦର୍ଶନ ଉପରେ ଆଧାରିତ ପ୍ରବୋଧନ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ତାଲିମ କାର୍ଯ୍ୟକ୍ରମଟି!-->…
Read More...
Read More...
ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ : ଜଣେ ଫେରାର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନାବାଳିକାଙ୍କୁ ଅପହରଣ କରି ହାତଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ । ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ କୌଣସି ପ୍ରକାରେ ଉଦ୍ଧାର ହୋଇ ସକାଳେ ଘରକୁ ଫେରିଛନ୍ତି ଜଣେ ୧୪ ବର୍ଷୀୟ ନାବାଳିକା । ଏପରି ଏକ ଘଟଣା କନ୍ଧମାଳ!-->…
Read More...
Read More...
ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆଉ ୪ ଗିରଫ : ଦୁଇଟି ୪୦୭ ଗାଡ଼ି ସହ ବିଭିନ୍ନ ମରଣାସ୍ତ୍ର ଜବତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମେ ବେଲଘର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯିବା ପରେ ତାଙ୍କ!-->…
Read More...
Read More...
ପରିତ୍ୟକ୍ତ ଚେକ ଡ୍ୟାମର ପୁନରୁଦ୍ଧାର ଏବଂ ସମ୍ପ୍ରସାରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ଷା ସମୟରେ ପାହାଡ଼ରୁ ନିର୍ଗତ ପାଣିର ପ୍ରଖର ସ୍ରୋତର ତାଣ୍ଡବରୁ ପାହାଡ଼ର ପାଦଦେଶରେ ବସବାସ କରୁଥିବା ଆବାଳ ବୃଦ୍ଧବନିତାଙ୍କୁ ରକ୍ଷା କରିବା ସହିତ ପାହାଡରୁ ନିର୍ଗତ ଜଳ ଏବଂ ବର୍ଷା ଜଳକୁ ସଂରକ୍ଷିତ କରି ଜଳସେଚନ ଯୋଜନା ମାଧ୍ୟମରେ ଆଖପାଖର ଚାଷଜମିକୁ!-->…
Read More...
Read More...
ବିଧାୟକଙ୍କ ସହଯୋଗ ଫଳରେ ଚିକିତ୍ସା ପାଇଁ କଟକ ଗଲେ ମିଟୁ
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୬ ରେ ରହୁଥିବା ମିଟୁ ଗୌଡ଼ ଗତ ପ୍ରାୟ ୬ମାସ ତଳେ କୌଣସି ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇ କଟକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।!-->…
Read More...
Read More...
ବଡ଼ନୂଆଗାଁ ମିଶନ ବିଦ୍ୟାଳୟରେ ଶତ ବାର୍ଷିକ ଉତ୍ସବ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଢେଲୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ବଡ଼ ନୂଆଗାଁ ମିଶନ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା କିରଣ ବେକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ!-->…
Read More...
Read More...
ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ
ବଡ ସଭାପତି, ଅଶ୍ୱିନୀ ସଂପାଦକ, ସୁରଥ କୋଷାଧ୍ୟକ୍ଷ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ସାମ୍ବାଦିକ ମାନଙ୍କ ଆୟୋଜନ କ୍ରମେ ସଭାପତି ବଡ!-->!-->!-->…
Read More...
Read More...
ଯୁବକବି ସୁଜିତ କୁମାର ସତପଥିଙ୍କୁ ମୟୁରଭଞ୍ଜ ପୁସ୍ତକ ମେଳା ସାରସ୍ୱତ ପୁରସ୍କାର -୨୦୨୬
ମୟୁରଭଞ୍ଜ : ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ତମ ମୟୁରଭଞ୍ଜ ପୁସ୍ତକ ମେଳା ସାରସ୍ୱତ ପୁରସ୍କାର ୨୦୨୬ କବିତା ବିଭାଗ ପାଇଁ ଯୁବକବି ସୁଜିତ କୁମାର ସତପଥିଙ୍କୁ ସମ୍ମାନିତ କରାଯାଇଛି । ପଶ୍ଟିମା ପ୍ରକାଶନ ଭୁବନେଶ୍ୱରଙ୍କ!-->…
Read More...
Read More...
ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ । ଏଥିରେ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୬୨ ଗୋଟି ଅଭିଯୋଗ ଆସିଥିଲା ।!-->…
Read More...
Read More...
ଯତରା -୨୦୨୬ର ପ୍ରସ୍ତୁତି ଜିଲ୍ଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଚଳିତ ଫେବୃଆରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଅନୁଷ୍ଠିତ ହେବ ଜିଲ୍ଲା ମହୋତ୍ସବ ଯତରା -୨୦୨୬ । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ!-->…
Read More...
Read More...