Browsing Category
ଓଡିଶା
ଛୁଆ ଚୋରି ଉଦ୍ୟମ ଅଭିଯୋଗରେ ଜଣେ ଅଟକ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଛୁଆ ଚୋରି ଉଦ୍ୟମ ଅଭିଯୋଗରେ ଜଣେ ଅଟକ । କଣ୍ଟାବାଞ୍ଜି ସହର ୱାର୍ଡ ନମ୍ବର–୧୫ରେ ଛୁଆ ଚୋରି ଉଦ୍ୟମ ଅଭିଯୋଗରେ ଜଣେ ଅଜଣା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ, କାଉନସିଲର ସୁନିତା!-->…
Read More...
Read More...
ଓଡ଼ିଶାର ଆଦିବାସୀ ଭାଷା କୋଶଲି, ସଉରା, କୁଇ, ହୋ, ମୁଣ୍ଡାରୀ, ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ…
ରାଜ୍ୟସଭାରେ ଉଠିଲା କୋଶଲ ରାଜ୍ୟ ଏବଂ କୋଶଲି ଭାଷା ପ୍ରସଙ୍ଗସଂସଦରେ ପ୍ରକମ୍ପିତ ହେଲା "ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ "
ନୂଆଦିଲ୍ଲୀ, (କେପିଏନ୍ଏସ୍) : ସମ୍ବିଧାନର ଅଷ୍ଟମ ଅନୁସୂଚୀରେ କୋଶଲି/ ସମ୍ବଲପୁରୀ,!-->!-->!-->…
Read More...
Read More...
ରାଉରକେଲା ପୁସ୍ତକ ମହୋତ୍ସବ ଉଦଘାଟିତ : ଉତ୍କଳ ମେଲ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଭଞ୍ଜ କଲ୍ଚରାଲ୍ ଟ୍ରଷ୍ଟ ଓ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଆୟୋଜିତ ରାଉରକେଲା ପୁସ୍ତକ ମହୋତ୍ସବ ଭଞ୍ଜଭବନ ପ୍ରାଙ୍ଗଣରେ ଉଦଘାଟିତ ହୋଇଛି । ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବକୁ!-->…
Read More...
Read More...
ସୁନାପୁର ବେଳାଭୂମି ମହୋତ୍ସବ ଉଦଘାଟିତ
ସୁପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡାଙ୍କ ଗୀତରେ ବିମୋହିତ ହେଲେ ଦର୍ଶକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ, ସୁନ୍ଦର ସବୁଜିମା ପରିବେଶରେ ଭରପୂର ସୁନାପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ସଂଧ୍ୟାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ!-->!-->!-->…
Read More...
Read More...
ଜିଲ୍ଲାପାଳଙ୍କ ରାଜନୈତିକ ବିବୃତିର ପ୍ରତିବାଦ : ବିଜେଡିର ସାମ୍ୱାଦିକ ସମ୍ମିଳନୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତର ସୁଭଦ୍ରା ମେଳା ସଭାମଞ୍ଚରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ପୂର୍ବତନ!-->…
Read More...
Read More...
ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ : ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ମହକୁମା ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ନ ହେଉଣୁ ଗତକାଲି ସକାଳୁ ସକାଳୁ ଏକ ନୂଆ ବିବାଦ ଦେଖାଯାଇଥିଲା । ବସଷ୍ଟାଣ୍ଡ ନିର୍ମାଣ ପାଇଁ ସେହି ପୁରୁଣା ଜାଗାରେ ବ୍ୟାରିଗେଟ୍ କରିଥିଲା ନିର୍ମାଣକାରୀ ଠିକା ସଂସ୍ଥା । ସକାଳୁ!-->…
Read More...
Read More...
ନୂଆପଡ଼ାର ନିଖୋଜ ଦାଦନ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର
ଘଟଣାର ୩ ମାସ ପରେ ଜେଲଗଲା ଦାଦନ ସର୍ଦ୍ଦାର ପ୍ରଶାନ୍ତ ଚନ୍ଦନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପେଟପାଟଣା ପାଇଁ ଗତ ସେପ୍ଟେମ୍ବର ମାସରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଭଳି ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା!-->!-->!-->…
Read More...
Read More...
ବଲାଙ୍ଗିର ପୋଲିସ ହାତରେ ୟୁଏସ୍ ନିର୍ମିତ ମାଉଜର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୋଲିସ ହାତରେ ୟୁଏସ୍ ନିର୍ମିତ ମାଉଜର । ବଲାଙ୍ଗିର ଟାଉନ ଥାନା ପୋଲିସ ଗତକାଲି ଏକ ଡକାୟତି ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଛି । ସହରର ରାଜୀବ ନଗର ଠାରେ ଏହି ଡକାୟତି ଗ୍ୟାଙ୍ଗ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ମାଡ଼ି ବସି!-->…
Read More...
Read More...
ଫଟାମୁଣ୍ଡା ୟୁପି ସ୍କୁଲ ପ୍ରଧାନଶିକ୍ଷକଙ୍କ ଦାଦାଗିରି ଓ ବ୍ୟାପକ ଅନିୟମିତତା ଅଭିଯୋଗ : ସ୍କୁଲରେ ତାଲା ପକାଇ ତୀବ୍ର…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର ବାଗ ବହୁ ବର୍ଷ ଧରି ଏହି ସ୍କୁଲରେ ହିଁ ରହି ଦାଦାଗିରି କରୁଥିବା ତଥା ତାଙ୍କ ଇଙ୍ଗିତରେ ସ୍କୁଲରେ ବ୍ୟାପକ ଅନିୟମିତତା!-->…
Read More...
Read More...
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ନିକଟବର୍ତ୍ତୀ ପତ୍ରାପାଲି (ଗ) ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।!-->…
Read More...
Read More...