Browsing Category

ଓଡିଶା

ସଇଁତଲାରେ ସବରେଜିଷ୍ଟ୍ରି କାର୍ଯ୍ୟାଳୟ ଉଦଘାଟନ

ସଇଁତଲା, (ଖୁସିରାଣୀ ସାହୁ) : ଦୀର୍ଘଦିନ ଧରି ସଇଁତଳା ଅଞ୍ଚଳବାସୀଙ୍କର ଏକ ମୁଖ୍ୟ ଦାବି ଥିଲା ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ସ୍ଥାପନ । ଏହି ଦାବିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ଦାବିପତ୍ର ଓ ସାଧାରଣ ଜନମତ ପ୍ରକାଶ ହୋଇଆସୁଥିଲା । ଦୀର୍ଘ ପ୍ରତୀକ୍ଷାର ଅବସାନ ହୋଇ ଆଜି ସେହି ସ୍ୱପ୍ନ
Read More...

ଗାଈଧାର ନଦୀ ଶଯ୍ୟାରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ବାନେର ନିକଟ ଗାଈଧାର ନଦୀ ଶଯ୍ୟାଋ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ଜୟପାଟଣା ପୋଲିସ ଦ୍ୱାରା ତଦନ୍ତ ଜାରି ରହିଥିବା ସୂଚନା ମିଳୁଛି । ସୂଚନାରୁ ପ୍ରକାଶ ଯେ, ଆଜି ଦିନ ଦଶଟା ବେଳେ କିଛି ବ୍ୟକ୍ତି ବାନେର ନିକଟ ଗାଈଧାର ନଦୀ
Read More...

ଅଙ୍ଗ ନଦୀରୁ ମନଇଚ୍ଛା ବାଲି ଚାଲାଣ : ଧରୁଛି କିଏ, ଛାଡୁଛି କିଏ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଦେଇ ବହି ଯାଇଥିବା ଅଙ୍ଗ ନଦୀ ବାଲି ମାଫିଆଙ୍କ ଗଡ଼ ପାଲଟି ଯାଇଛି । ଏହି ନଦୀରେ ଥିବା ବାଲିଘାଟ ଗୁଡ଼ିକର ବୈଧତା ଗତବର୍ଷ ନଭେମ୍ବର ମାସରୁ ସରି ଯାଇଛି । କୌଣସି ବି ବାଲିଘାଟର ସିଟିଓ ଅଥବା ପ୍ରଦୂଷଣ ପ୍ରମାଣପତ୍ର ନାହିଁ ।
Read More...

ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର, (ଦେବସ୍ମିତ ଚୌଧୁରୀ) : ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ହାଲିକ୍ୟାପଟର ଯୋଗେ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ଦାଣ୍ଡବୋଷ୍ ଏୟାର୍ ଷ୍ଟ୍ରିପ୍ ସ୍ଥିତ ହେଲିପ୍ୟାଡରେ ଅବତରଣ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ସମ୍ମେଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ହାଇସ୍କୁଲ ୧୯୭୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବାର୍ଷିକ ସମ୍ମେଳନ ସ୍ଥାନୀୟ ରୁଗୁଡ଼ିଖାଲ ମାନସ ବିହାର ସ୍ଥିତ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପୂର୍ବକ ଛାତ୍ର ଜୀବନର
Read More...

ପି ସି ପୁର ସ୍କୁଲରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ : କ୍ୟାନ୍ସରକୁ ହରାଇବା କିନ୍ତୁ ହାରିବା ନାହିଁ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଶ୍ୱ କ୍ୟାନ୍ସର ଦିବସ ଅବସରରେ ସାରା ବିଶ୍ୱରେ ଏହି ରୋଗର ପ୍ରଭାବ, ପ୍ରତିରୋଧ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ସଚେତନତା ବୃଦ୍ଧି କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଠାରେ ବିଶ୍ଵ ତମାଖୁ କର୍କଟ ଦିବସ ପାଳନ କରାଯାଇଛି । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରି ମୁଖ, ସ୍ତନ ଓ ଜରାୟୁ କର୍କଟ ରୋଗ ସମ୍ବନ୍ଧରେ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା
Read More...

କୋଶଳ କଳା ମଣ୍ଡଳ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳା ମଣ୍ଡଳ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟନ ହୋଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ଵରେ ଅନୁଷ୍ଠିତ, ଏହି ମେଳାରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ
Read More...

ଚଉଦ ବର୍ଷଧରି ଅଭିଶପ୍ତ ଜୀବନ ଯାତ୍ରାରେ ଟିକରାପଡ଼ା ଗାଁ

ଜୟପାଟଣା, (ଶେଷଦେବ ବେହେରା) : ଚାଷକୁ ସର୍ବସ୍ୱ ଭାବି ସାତଟି ପରିବାର ନିଜର ଚାଷ ଜମିର ପରିଧି ମଧ୍ୟରେ ଗାଁ ବସାଇ ଚାଷ କାମରେ ସମର୍ପିତ ହୋଇଗଲେ । ଭାବିଥିଲେ ଗାଁ ମଝିରେ ଯାଇଥିବା କଚା ସଡକର ବିକାଶ ହେବ । କିନ୍ତୁ ଏମାନଙ୍କ ପାଇଁ କଚା ରାସ୍ତାର ବିକାଶ ଘଟିଲା ନାହିଁକି ଗାଁ ର ପ୍ରବେଶ
Read More...

ପୃଥିବୀର ଯେଉଁ କୋଣକୁ ଯାଆନ୍ତୁ ଗଞ୍ଜାମ ଜିଲ୍ଲାର ଲୋକ ନିଶ୍ଚୟ ପାଇବେ : ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ

ସୁନାପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ ଦିବସଜନତାଙ୍କୁ ବିଭୋର କଲେ ସୁଜ୍ଞାନୀ, ଶୈଳେନ୍ଦ୍ର-ସୋହାନୀ, ମହମ୍ମଦ ଅଲ୍ଲି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠସ୍ଥ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ
Read More...