Browsing Category

ଓଡିଶା

ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

"କ୍ରୀଡା ମାନସିକ ଓ ଶାରୀରିକ ବିକାଶର ମୂଳ ଆଧାର" ବଲାଙ୍ଗିର (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ନିଜସ୍ୱ ମିନି ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ
Read More...

ମହୁଡା ଭୈରବୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ଣପୁର ସନ୍ନିକଟ ମହୁଡାର ଭୈରବୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଧନୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ତଥା
Read More...

ବିଶାଳ କଳସ ଯାତ୍ରା ସହ ଆରମ୍ଭ ହେଲା ଛପନ ପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ଅନ୍ତର୍ଗତ ମହାବୀର ପଡ଼ା ସ୍ଥିତ ତୁଳସୀ ଚଉରା ଛକ ନିକଟରେ ଭବ୍ୟ ଆୟୋଜନ ମଧ୍ୟରେ ବିଶାଳ କଳସ ଯାତ୍ରା ସହ ଛପନ ପ୍ରହର ନାମଯଜ୍ଞ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଶତାଧିକ ମହିଳା ସୁସଜ୍ଜିତ ପଟୁଆରରେ ଗୈରିକ
Read More...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ପାନିଶିଆଲି ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ବିଦ୍ୟାଳୟ ସମେତ ପିଏମଶ୍ରୀ କୋଶୋଳେଶ୍ୱର ହାଇସ୍କୁଲ ଓ ରେଆରର ୧୨୦
Read More...

ବିଜୁ ପଟ୍ଟନାୟକ ମହିଳା କଲେଜର ବାର୍ଷିକ ଉତ୍ସବ “ଧରୋହର” ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସହର ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ "ଧରୋହର"ମହାସମାରୋହରେ ପାଳନ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରୀତିମୟୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର
Read More...

ବହୁଚର୍ଚ୍ଚିତ ନିର୍ମାଣାଧୀନ କେସିଙ୍ଗା ଆର୍‌ଓବିରୁ ପଡି ଶ୍ରମିକ ଗୁରୁତର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ନିର୍ମାଣଧୀନ ରହିଥିବା ରେଳ ଓଭର ବ୍ରିଜରୁ ପଡ଼ି ଶ୍ରମିକ ଗୁରୁତର । ଏକ ସିଡି ଯୋଗେ ବ୍ରିଜର ଉପରକୁ ଚଢ଼ୁଥିବା ବେଳେ ସିଡିରୁ ଖସି ପଡ଼ି ଗୁରୁତର ହେଲେ ଶ୍ରମିକ । ଗୁରୁତର ଶ୍ରମିକ ଜଣକ ହେଲେ ପବନ କୁମାର । ତାଙ୍କ ବୟସ ୨୨
Read More...

ଦେଓଗାଁ ବ୍ଲକରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମିଶନ ଶକ୍ତି ଗୃହରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଆର୍ଥିକ ସାକ୍ଷରତା, ଅର୍ଥନୈତିକ ଅଧିକାର ଏବଂ ସାମାଜିକ ରାଜନୈତିକ ଅଧିକାର ସମ୍ପର୍କିତ କର୍ମଶାଳା
Read More...

ମା’ ଦ୍ୱାରସେନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ସନ୍ଧିସର ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅନ୍ତର୍ଗତ ବରତୁଣ୍ଡା ଗାଁରେ ଚାଲିଥିବା ମା' ଦ୍ୱାରସେନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ
Read More...

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ଚେନ୍ନାଇରୁ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛି । ଏହି ଅବସରରେ ଆଜି ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ପ୍ରତିନିଧି ଦଳର ସଦସ୍ୟମାନେ ପିଆଇବି ଓ ସିବିସିର ଅତିରିକ୍ତ
Read More...

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି : ଅଶ୍ୱିନୀ ବୈଷ୍ଣବ

ବାର୍ଷିକ କ୍ୟାଲେଣ୍ଡର ୨୦୨୪ ଏବଂ ୨୦୨୫ ଅନୁଯାୟୀ ୧,୪୩,୦୮୬ ଅଣ-ଗ୍ୟାଜେଟେଡ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି୩୪,୯୨୯ ନିଯୁକ୍ତି ୨୦୨୫-୨୬ରେ ସମାପ୍ତ ହୋଇଛି ନୂଆଦିଲ୍ଲୀ, (ପିଆଇବି) : ବର୍ତ୍ତମାନ, ବାର୍ଷିକ କ୍ୟାଲେଣ୍ଡର ୨୦୨୪ ଏବଂ ୨୦୨୫ ଅନୁଯାୟୀ ଭାରତୀୟ ରେଳବାଇରେ
Read More...