Browsing Category
ଓଡିଶା
ଦିନିକିଆ ବାରିପଦା ଗସ୍ତରେ ରାଜ୍ୟପାଳ
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ କଲେ ପୂଜାର୍ଚ୍ଚନା
ବାରିପଦା, (ଦେବସ୍ମିତ ଚୌଧୁରୀ) : ଦିନିକିଆ ବାରିପଦା ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆସି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରିଜର୍ଭ ପୁଲିସ!-->!-->!-->…
Read More...
Read More...
ଖଲ୍ଲିକୋଟ ଅବଦୁଲ କାଲାମ ଜନକଲ୍ୟାଣ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ସମାହିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ ଗଡ଼ଜାତ ରାଜ୍ୟ ଖଲ୍ଲିକୋଟ ନଗରୀରେ ପ୍ରତିଷ୍ଠିତ ଡ଼ଃ. ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ରବିବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଖଲ୍ଲିକୋଟ ସହରରେ ଥିବା ଜିଲ୍ଲା ଶିକ୍ଷା ଓ!-->…
Read More...
Read More...
ଓଏସସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ କାମ କରୁଥିବା ଓକେସିଏଲ ପକ୍ଷରୁ ଦିଆଯାଉଥିବା କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଶନିବାର ଦିନ!-->…
Read More...
Read More...
ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
● ଆଜି, ଉତ୍ତର ପ୍ରଦେଶ ଏବଂ ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଏକ ନୂତନ ଯୁଗ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ● ମେରଠ ମେଟ୍ରୋ, ନମୋ ଭାରତ ଟ୍ରେନ ଏବଂ ଆଞ୍ଚଳିକ ଦ୍ରୁତ ପରିବହନ ପ୍ରଣାଳୀର ନୂତନ ସେକ୍ସନ ଉଦଘାଟନ ଏନସିଆର ଲୋକଙ୍କ ଜୀବନକୁ ଆହୁରି ସରଳ, ସୁଗମ ଏବଂ ସୁବିଧାଜନକ କରିବ:!-->…
Read More...
Read More...
ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
• ଡିଜିଟାଲ କୃଷି ମିଶନ ଅଧୀନରେ ୨୩.୫ କୋଟି ଫସଲ ଜମି ସର୍ବେକ୍ଷଣ ଏବଂ ୭.୬୩ ଚାଷୀ ଆଇଡି ପ୍ରସ୍ତୁତି ସହ କୃଷି କ୍ଷେତ୍ର ପାଇଁ ବିଶାଳ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିଛି ଭାରତ• ଜାତୀୟ ଟିକା ସର୍ବେକ୍ଷଣ ପ୍ରଣାଳୀରେ ୬୬ଟି ଫସଲର ସୁରକ୍ଷା ଓ ୪୩୨ ପ୍ରକାର କୀଟ ଚିହ୍ନଟରେ ମିଳିଛି ସହାୟତା;!-->…
Read More...
Read More...
ଛତ୍ରପୁର ଠାକୁରାଣୀ ଯାତ୍ରା କମିଟି ମ୍ୟାନେଜର ସି.ଏଚ୍. ଦୟାନନ୍ଦ ରେଡ୍ଡୀଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଦ୍ଵିି-ବାର୍ଷିକୀ ପ୍ରସିଦ୍ଧ ଛତ୍ରପୁର ଠାକୁରାଣୀ ଯାତ୍ରା ଆୟୋଜିତ ହେବ । ଏନେଇ ବିଧିବଦ୍ଧ ଭାବେ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରର ମା' ରାମାୟଣା ମା' ମନ୍ଦିର ପରିଚାଳନା କମିଟିର ସଭାପତିଙ୍କ ସଭାପତିତ୍ୱରେ ଠାକୁରାଣୀ ଯାତ୍ରା କମିଟି!-->…
Read More...
Read More...
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଉଦଯାପିତ
ବଲାଙ୍ଗୀର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଗଣିତ, ପରିସଂଖ୍ୟାନ ଏବଂ କମ୍ପ୍ୟୁଟର ବିଜ୍ଞାନରେ କମ୍ପ୍ୟୁଟେସନାଲ୍ ଏବଂ ଡାଟା ସାଇନ୍ସ ବିଷୟକ ଜାତୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ସମ୍ମିଳନୀକୁ କମ୍ପ୍ୟୁଟର ସାଇନ୍ସ, ଗଣିତ ଓ ସଂଖ୍ୟାନ ବିଭାଗ ଯୁକ୍ତ!-->…
Read More...
Read More...
ଡୁମାଲ ସମାଜ ସାଂଗଠନିକ ବୈଠକରେ ଯୋଗଦେଲେ ନରସିଂହ
ନିଜ ଜାତି ସହ ସମାଜ ପ୍ରତି ନିଜର ଦାୟିତ୍ୱବୋଧତା ପ୍ରମାଣ କର - ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତି ସ୍ତରରେ ସଂଗଠିତ ହୋଇ ନିଜର ସଂପ୍ରଦାୟ ବିକାଶ ସହ ଜାତି ଭିତରେ ଥିବା କୁସଂସ୍କାରକୁ ଦୂର କରିବା, ଶିକ୍ଷା କ୍ଷେତ୍ରରେ ସଚେତନତା ଆଣି ନିଜର ଜାତି ସମାଜର ପୁଅ ଝିଅମାନଙ୍କୁ!-->!-->!-->…
Read More...
Read More...
କବି ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ ‘ସାଁପ୍ ଡେରନାର ଖେଲ୍’ ଲୋକାର୍ପିତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ କବି ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ 'ସାଁପ୍ ଡେରନାର ଖେଲ୍' ଲୋକାର୍ପିତ ହୋଇଯାଇଛି । କବି ସୁଶାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କବି ତଥା ଅନୁବାଦକ ଭାଗିରଥି ମିଶ୍ର,!-->…
Read More...
Read More...
ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ପାରମ୍ପରିକ ମୂଲ୍ୟବୋଧ ବନାମ ଜେନ୍-ଜି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ସଂସଦର ସଂପାଦକ ବିଶିଷ୍ଟ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ "ପାରମ୍ପରିକ ମୂଲ୍ୟବୋଧ ବନାମ ଜେନ୍-ଜି" ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ତୋଷାଳୀ ମହିଳା ମହାବିଦ୍ୟାଳୟ ଠାରେ!-->…
Read More...
Read More...