Browsing Category
ଓଡିଶା
ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆନୁକୂଲ୍ୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ତୁଷୁରା, (କେପିଏନ୍ଏସ୍) : ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ତୁଷୁରା, ରୁଷୁଡା ଓ କପସିଲା କ୍ଲଷ୍ଟରର ଚୟନିତ ଛାତ୍ରଛାତ୍ରୀଙ୍କ ପାଇଁ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅଧିନରେ ଚକ୍ଷୁ ପରୀକ୍ଷା!-->…
Read More...
Read More...
ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ବୃକ୍ଷରୋପଣ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ନିଜ ପରିବାର ତଥା ସମାଜା ପାଇଁ ଅହରହ କର୍ମ କରିଥାଏ । କର୍ମମୟ ଜୀବନ ପ୍ରକ୍ରିୟାରେ ମୃତ୍ୟୁ ଚିରନ୍ତନ ସତ୍ୟ ଅଟେ । ମୃତ୍ୟୁ ପରେ ମଣିଷର କର୍ମର ଆକଳନ ସମାଜ କରିଥାଏ । ସତ କର୍ମ କରିଥିବା ବ୍ୟକ୍ତିର ଚର୍ଚ୍ଚା ସମାଜରେ!-->…
Read More...
Read More...
ରାମକୃଷ୍ଣ ମିଶନରେ ଠାକୁରଙ୍କ ଜନ୍ମଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ରାମକୃଷ୍ଣ ମିଶନରେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବଙ୍କର ୧୩୧ତମ ଜନ୍ମ ଦିବସ ଉପଯୁକ୍ତ ମର୍ଯ୍ୟାଦା ସହ ପାଳିତ ହୋଇଯାଇଛି । ଏହି ପବିତ୍ର ଦିନରେ ମଙ୍ଗଳ ଆରତୀ, ବେଦ ଆବୃତ୍ତି, ହୋମ, ଭବନ, ପ୍ରବଚନ, କଥାମୃତ, ପାଠ, ପୁଷ୍ପାଞ୍ଜଳି, ଭୋଗ ଓ ପ୍ରସାଦ!-->…
Read More...
Read More...
ଆମ ପୁଲିସ ସମିତି କମିଟିର ବୈଠକ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଓ ଆମ ପୁଲିସ ସମିତି କମିଟିର ବୈଠକ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମାର୍କେଟର ସଭାପତି ସୁଜିତ ସ୍ୱାଇଁ ଓ ସାଧାରଣ ସମ୍ପାଦକ ସନ୍ତୋଷ ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ବିଶ୍ୱ ମାତୃଭାଷା ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାସଦନର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କାଙ୍କ ସଭାପତିତ୍ୱ ଓ!-->…
Read More...
Read More...
ବଲାଙ୍ଗିର ନାଗରିକ କମିଟି ନୂତନ କର୍ମକର୍ତ୍ତା ନିର୍ବାଚନ
ଶ୍ରୀକର ମିଶ୍ର ସଭାପତି ଓ ମଧୁସୂଦନ ସଂପାଦକ
ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ସରକାରୀ ଟାଉନ ବାଳିକା ହାଇସ୍କୁଲ ସମ୍ମିଳନୀ କକ୍ଷରେ ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟିର ୨୧୭ ଜଣ ସଭ୍ୟସଭ୍ୟା ଭୋଟ ଦେଇଥିଲେ । ସଭାପତି!-->!-->!-->…
Read More...
Read More...
୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : କଟକ ବିଡାନାସୀ ବିଜୟୀ
ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲା ଖଣ୍ଡପଡା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୭ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଖଣ୍ଡପଡା ବିଧାୟକ ଇଂ!-->…
Read More...
Read More...
ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନ
ବାରିପଦା, (ଦେବସ୍ମିତ ଚୌଧୁରୀ) ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ମ ଦିନର ୧ମ ମ୍ୟାଚରେ ଭାମ୍ପାୟାର ମାରୁତି ସ୍ପୋର୍ଟସ ୨୬ ରନରେ!-->…
Read More...
Read More...
ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କୀ ବାତ୍”
ଉପମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୧୩୧-ତମ "ମନ୍ କୀ ବାତ୍" କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ!-->!-->!-->…
Read More...
Read More...
ସିନାପାଲିରେ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରର ରତ୍ନମୁଦ ଉତ୍ସବ ଧୁମଧାମରେ ପାଳିତ
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗାନ୍ଧୀନଗରରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧିବିନାୟକ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମଙ୍ଗଳ ଆରତୀ, ବିଶେଷ ପୂଜାର୍ଚ୍ଚନା ଓ ହୋମ-ଯଜ୍ଞ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସବର!-->…
Read More...
Read More...