Browsing Category
ଓଡିଶା
ଜୁନାଗଡ଼ ପୁଲିସକୁ ବଡ ସଫଳତା : ୪୪ ବାଇକ ଉଦ୍ଧାର, ୬ ଗିରଫ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସକୁ ବଡ ସଫଳତା ମିଳିଛି । ୪୪ଟି ବାଇକ ଉଦ୍ଧାର କରିବା ସହ ବାଇକ ଚୋରି ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଏ ସମ୍ପର୍କରେ ବୁଧବାର ସକାଳେ ଜୁନାଗଡ଼ ଥାନାରେ ଆୟୋଜିତ ଏକ!-->…
Read More...
Read More...
ସାଲେଭଟାରେ ସ୍କର୍ଫିଓ ଦୁର୍ଘଟଣା : ୨ଗୁରୁତର
ସାଲେଭଟା, (କେପିଏନ୍ଏସ୍) : ସାଲେଭଟାରେ ଏକ ସ୍କର୍ଫିଓ ଦୁର୍ଘଟଣା ଘଟି ୨ ଗୁରୁତର ହେ।ଇଛନ୍ତି । ସ୍କର୍ଫିଓ ଗାଡିଟି ସଂପୂର୍ଣ୍ଣ ଚୁର୍ମାର୍ ହୋଇଯାଇଛି । ଉକ୍ତ ଗାଡିଟି ସୁବର୍ଣ୍ଣପୁର ଜିଲ୍ଳା ତରଭା ବ୍ଲକ ଅଧ୍ୟକ୍ଷଙ୍କ ବୋଲି କୁହାଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କର ଡ୍ରାଇଭର!-->…
Read More...
Read More...
ପ୍ରହରୀରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂହଦେଓ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ସବୁ ଆଡେ ଆଜିକାଲି ପ୍ରହରୀ ଚାଲିଛି ଓ ମହାପ୍ରଭୁଙ୍କର ଧୁନ୍ "ହରେ କୃଷ୍ଣ ହରେ ରାମ "ରେ ସମସ୍ତ ଭକ୍ତମାନଙ୍କୁ ବେଶ ଆନନ୍ଦିତ କରୁଛି । ଏହି ପରିପ୍ରେକ୍ଷୀରେ କାଲି ସନ୍ଧ୍ୟା ୫.୩୦ ରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ସିଂହଦେଓ,!-->…
Read More...
Read More...
ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡାର ପ୍ରତିଷ୍ଠା ଦିବସ ସମାରୋହ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଏଥଲେଟିକ ଏସୋସିଏସନର ୩୫ ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ!-->…
Read More...
Read More...
ଟିଟିଲାଗଡ ଆଦିୟୋଗୀ ପ୍ରତିମୂର୍ତ୍ତି ତଳେ ଡକାୟତି ଉଦ୍ୟମ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ
ବଲାଙ୍ଗିର ଏସପିଙ୍କ ସାମ୍ବାଦିକ ସମ୍ମିଳନୀଘଟଣାର ଘଣ୍ଟାଏ ଭିତରେ ସମସ୍ତ ଛ ଜଣ ଅଭିଯୁକ୍ତ ଗିରଫ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟା ସାଢ଼େ ଚାରିଟା ସମୟରେ ରାଜସ୍ଥାନରୁ ଆସି ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଚାରି ଜଣ ଯୁବକ ଦେବନ୍ଧ ନିକଟରେ ଥିବା ଗାଧୁଆ!-->!-->!-->…
Read More...
Read More...
ନିଶା ବିକ୍ରି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ମହିଳାମାନେ
ବରଗଡ, (ମୁନ୍ନା ସାହୁ) : ବରପାଲି ବ୍ଲକ ଧାଙ୍ଗେରପାଲି ଗ୍ରାମର ମହିଳାମାନେ ମଙ୍ଗଳବାର ମଦ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ବେଆଇନ ମଦ ବିକ୍ରି କରାଯାଉଥିବା ବେଳେ ଯୁବପିଢ଼ି ଏବଂ ଗ୍ରାମର ଲୋକମାନେ ନିଶାଗ୍ରସ୍ତ ରହି ବିଭିନ୍ନ ଅସାମାଜିକ!-->…
Read More...
Read More...
ଟୋକନ୍ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଚାଷୀ
ବରଗଡ, (ମୁନ୍ନା ସାହୁ) : ଟୋକନ୍ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍ ହୋଇଥିଲେ । ବରଗଡ଼ ଜିଲ୍ଲାରେ ଗତ ୧୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ଅସମାହିତ!-->…
Read More...
Read More...
ବଲାଙ୍ଗିରରେ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ‘ଚୁଲା ଜଲାଓ’ ଧାରଣା,…
ବଲାଙ୍ଗିର, (କେପିଏନ୍ଏସ୍) : ଘରୋଇ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ସଙ୍କଟ ଓ ଦରଦାମ ଲଗାତାର ବୃଦ୍ଧି ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭାରତ ମୁକ୍ତିମୋର୍ଚ୍ଚା ଓ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ‘ଚୁଲା ଜଲାଓ’ ଧାରଣା କରାଯାଇଛି । ଆଜି ସକାଳ ୯ଟାରେ ଜିଲ୍ଲା!-->…
Read More...
Read More...
ଇସ୍କନ ପାରମ୍ପରିକ ତାରିଖରେ ମହାନ ରଥଯାତ୍ରା ପାଳନ କରିବା ଉଚିତ : ସମାଜସେବୀ ଅମିତାଭ ସାମଲ
ରାଉରକେଲା, (କେପିଏନ୍ଏସ୍) : ରବିବାର ଦିନ ସମାଜସେବୀ ଏବଂ ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଯେ, ଇସ୍କନକୁ ସେମାନଙ୍କର ରଥଯାତ୍ରା ପ୍ରତିବର୍ଷ ପାରମ୍ପରିକ ଭାବରେ ପାଳିତ ହେଉଥିବା ପ୍ରସିଦ୍ଧ ରଥଯାତ୍ରା କିପରି ସମାନ!-->…
Read More...
Read More...
ଭାରତ ବିକାଶ ପରିଷଦ ଟିଟିଲାଗଡ ପକ୍ଷରୁ ଶାଖା ସ୍ତରୀୟ କର୍ମଶାଳା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ ଶାଖା ସ୍ତରୀୟ କର୍ମଶାଳା ଓ ଶପଥ ଗ୍ରହଣ ସମାରୋହ ସଭାପତି ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ!-->…
Read More...
Read More...