Browsing Category
ଓଡିଶା
ଅନ୍ତର୍ଜାତୀୟ ମହିଳା ଦିବସରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ନୂଆ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନରେ ସକାଳ ୬.୩୦ ବେଳେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ,!-->…
Read More...
Read More...
ପୂର୍ବ ଶତ୍ରୁତାକୁ ନେଇ କାଜୁ ବଗିଚାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ
କେସିଙ୍ଗା, (ପ୍ରୀତେଶ ପଟେଲ) : ହୁ ହୁ ହୋଇ ଜଳିଗଲା କାଜୁ ବଗିଚା । ନିଆଁ ଲିଭାଇଲା ଦମକଳ ବାହିନୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରେଲସିଙ୍ଗା ପଞ୍ଚାୟତର ବାହାଦୁରପିଟା ଗ୍ରାମର ତେଜରାଜ୍ ନାଏକଙ୍କ କାଜୁ ବଗିଚାରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେଇଥିବା କେସିଙ୍ଗା!-->…
Read More...
Read More...
୮ମ ଜିଲ୍ଲା ପରିଷଦ ବୈଠକରେ ବିଜେପି ଓ ବିଜେଡ଼ି ମଧ୍ୟରେ ମତ-ମତାନ୍ତରକୁ ନେଇ ତୀବ୍ର ହଟ୍ଟଗୋଳ, ଗୃହରେ ହୋ-ହାଲା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦର ୮ମ ବୈଠକ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଜେପି ଓ ବିଜେଡ଼ି ମଧ୍ୟରେ ମତ ମତାନ୍ତରକୁ ନେଇ ଗୃହରେ ତୀବ୍ର ହଟ୍ଟଗୋଳ, କକ୍ଷତ୍ୟାଗ, ମଧ୍ୟରେ ବିରୋଧୀ ଗୋଷ୍ଠୀଙ୍କ ତରଫରୁ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଠିକାଦାର ସଂଘର ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟ ବିଭାଗର ତା ୦୩.୦୧.୨୦୨୬ ସର୍କୁଲାର ନଂ!-->…
Read More...
Read More...
ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସହରର ପ୍ରତିଷ୍ଠିତ ମହିଳା ଅନୁଷ୍ଠାନ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ‘ସୁବର୍ଣ୍ଣା’ ର ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି ।!-->…
Read More...
Read More...
ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଠାରେ ଛତ୍ରପୁର ନୂତନ ସାଇବର ଥାନା ଉଦଘାଟିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ନୂତନ ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଜିଲ୍ଲା ସେଲ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଆଇ.ଜି. ନିତି ଶେଖର (ବ୍ରହ୍ମପୁର) ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ!-->…
Read More...
Read More...
ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ‘ଶକ୍ତି ସ୍ୱରୂପିଣୀ’ ଥିମରେ ଆଜିର!-->…
Read More...
Read More...
ଆଗଲପୁର ନୂତନ ଥାନା ଗୃହ ଉଦଘାଟିତ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ଆଗଲପୁର ଠାରେ ନବନିର୍ମିତ ଥାନା ଗୃହ ତା-୬-୩-୨୬ ଶୁକ୍ରବାର ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭର୍ଚୁଆଲ ଜରିଆରେ ଉଦଘାଟନ କରିଥିଲେ ।!-->…
Read More...
Read More...
ଏଆଇ ଶକ୍ତିରେ ପରିବର୍ତ୍ତିତ ହେଉଛି ଭାରତ
₹୧୦,୩୦୦ କୋଟିର ନିବେଶ ଓ ୩୮,୦୦୦ ଜିପିୟୁ ମାଧ୍ୟମରେ ସମାବେଶୀ ନବସୃଜନକୁ ଗତି
ନୂଆଦିଲ୍ଲୀ, (ପିଆଇବି) : ଭାରତ ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପରିଚାଳିତ ଏକ ନୂତନ ଯୁଗର ଦ୍ୱାରଦେଶରେ ଛିଡ଼ା ହୋଇଛି, ଯେଉଁଠାରେ ଟେକ୍ନୋଲୋଜି ଜୀବନରେ ରୂପାନ୍ତରଣ ଆଣୁଛି ଏବଂ ଦେଶର ପ୍ରଗତିକୁ!-->!-->!-->…
Read More...
Read More...
ଗୋଟିଏ ସୂଚନା ଫଳକରେ ଦୁଇ କାମର ଉଲ୍ଲେଖ : ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକରେ ପୁଣିଥରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତି ଯୋଜନା (ମନରେଗା) କାମରେ ଅନିୟମିତତା ନେଇ ଅଭିଯୋଗ ଆସିଛି । ବ୍ଲକ ଅନ୍ତର୍ଗତ ବଡଡକଲା ପଞ୍ଚାୟତର ଗୁର୍ଲାଗୁଡ଼ା ଗ୍ରାମରେ ଥିବା ପଖେନ୍ ଚଚରା ପୋଖରୀର!-->…
Read More...
Read More...