Browsing Category
ଓଡିଶା
ସତୀତ୍ଵର ସାର୍ବକାଳିକ ପରିଭାଷା : ମହାସତୀ ସାବିତ୍ରୀ ଆଲୋଚନା ଚକ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସା ମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ "ସତୀତ୍ଵର ସାର୍ବକାଳିକ ପରିଭାଷା : ମହାସତୀ ସାବିତ୍ରୀ ସମ୍ପର୍କରେ ଆଲୋଚନା ଚକ୍ର ପାଠାଗାର!-->…
Read More...
Read More...
ତୁମକୁ ପାରୁନି ତ ଭୁଲି : ସଙ୍ଗୀତର ଅନନ୍ୟ କାର୍ଯ୍ୟକ୍ରମ ଆସନ୍ତା ମଇ ୨୪ରେ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମଇ ୨୪ ତାରିଖ ସନ୍ଧ୍ୟା ୬ଟା ୩୦ସମୟରେ ଛେଣ୍ଡ କଲୋନୀ ସ୍ଥିତ ରିମ୍ସ୍ ପ୍ରେକ୍ଷାଳୟରେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର ଏକ ଅନନ୍ୟ କାର୍ଯ୍ୟକ୍ରମ "ତୁମକୁ ପାରୁନି ତ ଭୁଲି" ଅନୁଷ୍ଠିତ ହେବ ବୋଲି ଆଜି ସହର!-->…
Read More...
Read More...
ଜଳସେଚନର ପଚିଶ ବର୍ଷ ପରେ ପ୍ରଥମ ରବିଚାଷ
ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବିଗତ ୨୫ବର୍ଷ ଧରି ଜଳସେଚନ ଆରମ୍ଭ ହୋଇ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ବେଳେ ଚଳିତ ରବିରେ ଆଉ ପାଦେ ଆଗକୁ ଯାଇ ଜାରିଂ ଡିଷ୍ଟ୍ରିବୁଟରୀ ପରିସରରେ ଆସୁଥିବା ସାତଟି ଗ୍ରାମର ୨୦୭୦ହେକ୍ଟର ଜମିରେ!-->…
Read More...
Read More...
ଆନ୍ତର୍ଜାତିକ ଜୈବ ବିବିଧତା ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୨୨ ମଇରେ "ଆନ୍ତର୍ଜାତିକ ଜୈବ ବିବିଧତା ଦିବସ (ଆଇଡିବି)" ପାଳନ କରାଯାଏ । 'ଜୈବ ବିବିଧତା' ଶବ୍ଦର ବ୍ୟବହାର ପ୍ରଥମେ ୧୯୮୫ରେ ଆରମ୍ଭ କରାଯାଇଥିଲା । ଜୈବ ବିବିଧତା କହିଲେ ବିବିଧ ପ୍ରକାରର ଉଦ୍ଭିଦ, ପ୍ରାଣୀ, ଅଣୁଜୀବ ଇତ୍ୟାଦିକୁ ବୁଝାଏ!-->…
Read More...
Read More...
କଣ୍ଟାବାଞ୍ଜି ମାଟିରୁ ଶୁଭିଲା ରଣହୁଙ୍କାର
ମହିଳାଙ୍କୁ ୩୩% ସଂରକ୍ଷଣ ଲୋକସଭା ଓ ବିଧାନସଭାରେ ଦିଅ, ସାମାଜିକ ସୁରକ୍ଷା ଦିଅ, ଯୌନ ନିର୍ଯ୍ୟାତନା ବନ୍ଦ କର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କର, ନଚେତ ଗାଦି ଛାଡହଜାର ହଜାର ସଂଖ୍ୟାରେ ମହିଳାମାନେ ଶୋଭାଯାତ୍ରା କରି ବିଜେପି ସରକାର ବିରୁଦ୍ଧରେ କଲେ ସ୍ୱର ଶାଣିତ
!-->!-->!-->…
Read More...
Read More...
ପାଣିପମ୍ପ ରାସ୍ତା ଉପରେ ବାଲି ବୋଝେଇ ଗାଡି କଟକଣା : ଦାବି କଲେ ଗୌନ୍ତିଆ ପଡା ବାସିନ୍ଦା
କେସିଙ୍ଗା, (ପ୍ରୀତେଶ ପଟେଲ) : "ପ୍ରଶାସନ ଯଥାଶୀଘ୍ର ପାଣିପମ୍ପ (ତେଲନଦୀ କୂଳ) ରାସ୍ତା ଉପରେ ବାଲି ବୋଝେଇ ହାଇୱା ଗାଡି ଉପରେ କଟକଣା ଜାରି ନ କରେ ଏବଂ ରାସ୍ତାର ମରାମତି ନ କରେ ତେବେ ରାସ୍ତା ରୋକ ଆନ୍ଦୋଳନ ହେବ ।" ଆଜି ୱାର୍ଡ ନଂ ୦୬, ଗୌନ୍ତିଆପଡାର ଯୁବକ, ଜମି ମାଲିକ ଏବଂ ଅନ୍ୟମାନଙ୍କ!-->…
Read More...
Read More...
ଆନ୍ଦୋଳନ ହେବା ପୂର୍ବରୁ ଦାବି ପୂରଣ
ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ଦୋଳନ ହେବା ପୂର୍ବରୁ ଦାବି ପୂରଣ । ବଲାଙ୍ଗିରରେ ବିଶାଖାପାଟଣା ଭାୟା ପ୍ରୟାଗରାଜ୍ ଦିଲ୍ଲୀ ଟ୍ରେନ୍ର ରହଣୀ ଦାବି ନେଇ ଆଜି ସମସ୍ତ ବଲାଙ୍ଗିର ବାସୀ ଏକ ହୋଇ ରେଳୱେ ଷ୍ଟେସନରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାର ଥିଲା । କିନ୍ତୁ ଆନ୍ଦୋଳନ ହେବା ପୂର୍ବରୁ!-->…
Read More...
Read More...
କଣ୍ଟାବାଞ୍ଜିରେ “ଜଙ୍ଗଲ ଜଳୁଛେ” କୋଶଲୀ ସିନେମା ରିଲିଜ୍ ନେଇ ସାମ୍ବାଦିକ ସମ୍ମିଳନୀ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : କୋଶଲୀ ଭାଷାର ନୂଆ ସିନେମା "ଜଙ୍ଗଲ ଜଳୁଛେ" ର ରିଲିଜ୍ ସମ୍ପର୍କରେ କଣ୍ଟାବାଞ୍ଜିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏସିଟିସି ପକ୍ଷରୁ ନିର୍ମିତ ଏହି ସିନେମାର ନିର୍ମାଣ, କାହାଣୀ ଓ ରିଲିଜ୍ ତାରିଖ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି!-->…
Read More...
Read More...
ଅପରାଧିକ କାର୍ଯ୍ୟକଳାପ ବଢ଼ାଉଛି ଘୁଡୁଘୁଡୁ ପଟି
ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳରେ ବ୍ୟାପକ ଭାବେ ଘୁଡ଼ୁଘୁଡୁ ପଟି ଜୁଆଖେଳ ଚାଲିଛି । ଅଞ୍ଚଳର କୌଣସି ଯାନିଯାତ୍ରା ଅଥବା ମନ୍ଦିର ପ୍ରତିଷ୍ଠା ହେଉ, ସବୁଠି ଘୁଡୁଘୁଡୁ ପଟି ଜୁଆଖେଳ ଚାଲିଛି । ଯାନିଯାତ୍ରା ଅଥବା ପର୍ବପର୍ବାଣୀ ସମୟରେ ଜୁଆଖେଳକୁ ରାଜ୍ୟ!-->…
Read More...
Read More...
ହଠାତ୍ ହୁ ହୁ ହୋଇ ଜଳିଗଲା ଟ୍ରାନସଫର୍ମର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଦିନ ହେଉ କି ରାତି, ପାଖାପାଖି ଅଧିକାଂଶ ସମୟରେ ବିଦ୍ୟୁତ ବିଭ୍ରାଟ ହେଉଥିବା ଦେଖିବାକୁ ମିଳିଛି । କେତେବେଳେ କେଉଁ ଜାଗାରେ କେବୁଲ ଜଳୁଛି ତ ଆଉ କେତେବେଳେ କେଉଁ ଜାଗାରେ ଟ୍ରାନ୍ସଫର୍ମର ଜଳିଯାଉଛି । ଯାହା ଫଳରେ ମରାମତି ହେଉଛି କହି ଘଣ୍ଟା!-->…
Read More...
Read More...