Browsing Category
ଓଡିଶା
ମୁରିବାହାଲ ବ୍ଲକରେ ଜନ ଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୧୦ଟି ପଞ୍ଚାୟତ ଅଧୀନ ୧୩ଟି ଗ୍ରାମରେ ଗତ ୧୯ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ “ଜନ ଭାଗିଦାରୀ ଅଭିଯାନ” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି ଅଭିଯାନ ଅନ୍ତର୍ଗତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର,!-->…
Read More...
Read More...
ଚାଲିଥିଲା ସେକ୍ସ ରାକେଟ ମାଡ଼ି ବସିଲା ପୁଲିସ୍; ୫ ଦେହଜୀବୀଙ୍କ ସହ ୧୨ ଗିରଫ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ବିଳମ୍ବିତ ରାତ୍ରୀରେ ସୋନପୁର ସହରରେ ଥିବା ଗ୍ରୀନ ପାର୍କ ହୋଟେଲରେ ଚାଲିଥିବା ସେକ୍ସ ରାକେଟ୍ର ପର୍ଦ୍ଦାଫାଶ କରିଛି ସୋନପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ନାରାୟଣ ନାୟକ । ଗତକାଲି ବିଳମ୍ବିତ!-->…
Read More...
Read More...
ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ବେଳକୁ କେହି କାନ୍ଧ ଦେଲେନି : ଶବ ସତ୍କାର କଲେ ସମାଜସେବୀ
ପାଟଣାଗଡ଼ : ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ସେଠାରେ ବସତି ସ୍ଥାପନ ପାଇଁ ଯୋଜନା କରୁଥିବାବେଳେ ଆଧୁନିକ ଯୁଗରେ ମଧ୍ୟ କୁ-ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଜୀବିତ ଅଛି । କୁ-ସଂସ୍କାର, ଅନ୍ଧ ବିଶ୍ୱାସ, ଜାତିପ୍ରଥା ଆଗରେ ଉଚ୍ଚ ଶିକ୍ଷା, ଶିକ୍ଷିତ ସମାଜ ଆଜି ବି ମୁଣ୍ଡ ନୁଆଁଇଛି । ଅନ୍ୟ!-->…
Read More...
Read More...
ଦିବ୍ୟ ଜୀବନ ସଂଘରେ ବିଭୁକୃପା କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ, ଇସ୍ପାତ ନଗରୀ ଶାଖା ତରଫରୁ ବିଭୁକୃପା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂଘର ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ଓ ରାମକୃଷ୍ଣ ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ଼ଃ. କୃଷ୍ଣ କେଶବ!-->…
Read More...
Read More...
ଶ୍ରାଦ୍ଧ ପାଳନ ବେଳେ ଦୁଃଖଦ ଘଟଣା : ଖାଦ୍ୟ ବିଷାକ୍ତ ଯୋଗୁଁ ସନ୍ଦେହଜନକ ଭାବରେ ୪ ଜଣଙ୍କ ମୃତ୍ୟୁ ଏବଂ ୧୭ ଜଣ ଅସୁସ୍ଥ
ରାଉରକେଲା/ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଏକ ଶ୍ରାଦ୍ଧ ଭୋଜି ପରେ ସନ୍ଦେହଜନକ ଖାଦ୍ୟ ବିଷାକ୍ତ ଯୋଗୁଁ ଏକ ଦୁଃଖଦ ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହେବା ସହିତ ଅତି କମରେ ୧୭ ଜଣ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ!-->…
Read More...
Read More...
ପଣା ବଣ୍ଟନ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀ ପାଇଁ ସେକ୍ଟର ସାତ ସତର ଛକ ଠାରେ ଶୀତଳ ସୁସ୍ୱାଦୁ ପଣା ବଣ୍ଟନ କରାଯାଇଥିଲା । ଟ୍ରଷ୍ଟର ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ!-->…
Read More...
Read More...
ବିଦ୍ୟୁତ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ଅକାଳ ମୃତ୍ୟୁ ଘଟିଛି । ମୃତକ ହେଲେ ଶାନ୍ତନୁ ଓରଫ ରବିନ ପୁଝାରୀ (୨୮) । ପ୍ରାପ୍ତ ସୂଚନା ଅନୁସାରେ, ଶାନ୍ତନୁ ଜୟପାଟଣାର ଷ୍ଟେଟବ୍ୟାଙ୍କ ରାସ୍ତା ପାଖ!-->…
Read More...
Read More...
ଜାତୀୟ ରାଜପଥରେ ଦୁଇ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ଧକ୍କା
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମା ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ - ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜସଷ୍ଟିଙ୍ଗ ନିକଟରେ ଗୋଟାଏ କାର୍ ଅନ୍ୟ ଏକ କାର୍କୁ ପଛରୁ ଧକ୍କା ଦେଇ ଡିଭାଇଡର ଅତିକ୍ରମ କରି ଅନ୍ୟ ପାର୍ଶ୍ଵ ରୋଡ଼କୁ ଯାଇ ବିପରୀତ ଦିଗରୁ ଆସୁଥିବା ଏକ!-->…
Read More...
Read More...
ହୁମା ଓଭର ବ୍ରିଜ ନିକଟରେ ପୁଣି ଦୁର୍ଘଟଣା : ବସ ସହ ଆଇଜର ଟ୍ରକ ମୁଁହାମୁଁହି ଧକ୍କା
ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶନିବାର ଭୋର ଚାରିଟାରେ ହୁମା ଓଭର ବ୍ରିଜ ଠାରେ ପୁଣି ଏକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଆନ୍ଧ୍ରା ଯାଉଥିବା ଆଇଜର ଟ୍ରକ ଡବ୍ଲ୍ୟୁ ବି ୨୯ ଇ ୬୮୨୦ ସହ ବ୍ରହ୍ମପୁର ପଟୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ନଂ ଓଡ଼ି!-->!-->!-->…
Read More...
Read More...
ଉଦାହରଣ ଟ୍ରଷ୍ଟର ଚତୁର୍ଥ ସହିଦ ସମ୍ମାନ ସମାରୋହ
ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦଙ୍କ ପ୍ରତି ସମର୍ପିତ ଥିବା ଉଦାହରଣ ଟ୍ରଷ୍ଟ ପକ୍ଷରୁ ଚତୁର୍ଥ ସହିଦ ସମ୍ମାନ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍ପିଏଫ୍ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା, ସାଧାରଣ!-->…
Read More...
Read More...