Browsing Category

ଦେଶ ବିଦେଶ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂହ(୮୨)ଙ୍କ ପରଲୋକ ହୋଇଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ୨୫ ଜୁନ୍‌ରେ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମଲ୍‌ଟି ଅର୍ଗାନ୍‌ ଡିସ୍‌ଫକ୍ସନ ସିଣ୍ଡ୍ରୋମ ସହ ସେପ୍‌ସିସ୍‌ର ଚିକିତ୍ସା ଚାଲିଥିଲା
Read More...

ଭିଟାମିନ୍‌-ଡି କରୋନା ସଂକ୍ରମଣ ମୃତ୍ୟୁହାର କମାଇବାରେ ସକ୍ଷମତା ରଖୁଛି

ୱାସିଂଟନ୍‌ : କରୋନା ଭାଇରସ୍‌ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଘାତକ ମହାମାରୀ ଯୋଗୁଁ ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ଯାଇସାରିଛି । ଏଭଳି ସମୟରେ ଆମେରିକାରେ ଏକ ତାଜା ପ୍ରତିରୋଧକ ବିଷୟରେ ଦାବୀ କରାଯାଇଛି, ଯେଉଁମାନଙ୍କ ଶରୀରରେ
Read More...

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଇମ୍ରାନ୍‌ ଖାନ୍‌ଙ୍କ ଭାରତ ଉପରେ ଆରୋପ : ଭାରତର ପ୍ରତିନିଧି ବି ଦେଲେ ଜବାବ୍‌

ନୂଆଦିଲ୍ଲୀ : ଗତକାଲି ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନ୍‌ଜିଏ)ରେ ୭୫ତମ ବୈଠକ ଅବସରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀର ଏବଂ ଆତଙ୍କବାଦ ମାମଲା ଉପରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୈଠକରେ ସମ୍ବୋଧିତ କରିବା ସମୟରେ
Read More...

ବ୍ୟାଙ୍କ ଲୋନ୍‌ ମାମଲା : ଅନୀଲ ଅମ୍ବାନୀ ବ୍ରିଟେନ୍‌ ଅଦାଲତରେ କହିଲେ, ପରିବାର ଲୋକେ ସମ୍ଭାଳୁଛନ୍ତି ତାଙ୍କ ଖର୍ଚ୍ଚ

ନୂଆଦିଲ୍ଲୀ : ବ୍ୟାଙ୍କ ଲୋନ୍‌ରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତିନୋଟି ଚାଇନା ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିବା ମାମଲାରେ ନିଜ ସଂପତ୍ତିକୁ ନେଇ ବଡ଼ ଧରଣର ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ଗତକାଲି ବ୍ରିଟେନ୍‌ର ଏକ ଅଦାଲତରେ ସେ କହିଛନ୍ତି ଯେ, ତାଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ
Read More...

ଆୟକର ବିଭାଗ ପକ୍ଷରୁ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥା ଆରମ୍ଭ

• ସଚ୍ଚୋଟ କରଦାତାଙ୍କୁ କରାଯିବ ସମ୍ମାନିତନୂଆଦିଲ୍ଲୀ, (ପିଆଇବି) : ଆୟକର ବିଭାଗ ପକ୍ଷରୁ ଗତକାଲିଠାରୁ ଫେସ୍‌ଲେସ୍‌ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି । ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ । କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର
Read More...

ବିହାର ବିଧାନସଭା ସାଧାରଣ ନିର୍ବାଚନ-୨୦୨୦ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, (ପିଆଇବି) : ଭାରତର ନିର୍ବାଚନ ଆୟୋଗ ଆଜି ବିହାର ବିଧାନସଭା ୨୦୨୦ ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।କାର୍ଯ୍ୟସୂଚୀ ଦେଖିବାକୁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ
Read More...

ଭାରତର ସୁସ୍ଥତା ହାରରେ ଦ୍ରୁତ ଅଭିବୃଦ୍ଧି : ୪୭.୫ ଲକ୍ଷ ଅତିକ୍ରମ କଲା

● ନୂତନ ଆରୋଗ୍ୟ ହାରର ୭୩ ପ୍ରତିଶତ ୧୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ନମୁନା ପରୀକ୍ଷଣ ସହିତ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷା ପଞ୍ଜୀକୃତ କରିଥିବା ବେଳେ ରେକର୍ଡ ସଂଖ୍ୟକ ଆରୋଗ୍ୟ ରୋଗୀଙ୍କ ଧାରା ମଧ୍ୟ
Read More...

ଗ୍ଲୋବାଲ୍‌ ଟାଇମ୍‌ସ୍‌ର ଧମକ : ଆମେରିକାର ସେନା ତାଇୱାନ୍‌ ଲେଉଟିଲେ ଯୁଦ୍ଧକୁ ଲମ୍ଫ ଦେବ ଚୀନ

ନୂଆଦିଲ୍ଲୀ : ଚୀନ୍‌ର ସରକାରୀ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ପକ୍ଷରୁ ଧମକ ଦିଆଯାଇଛି ଯେ, ଆମେରିକାର ସେନା ଯଦି ତାଇୱାନ୍‌ ଲେଉଟିବେ, ତେବେ ଚୀନ୍‌ ଯୁଦ୍ଧକୁ ଲମ୍ଫଦେବ ଚୀନ । ଗ୍ଲୋବାଲ୍‌ ଟାଇମ୍‌ସ୍‌ର ଏଡ଼ିଟର୍‌ ହୁ ସିଜିନ୍‌ ପକ୍ଷରୁ ଆମେରିକା ଓ ତାଇୱାନ୍‌କୁ ଧମକ୍‌ ଦିଆଯାଇଛି ।
Read More...

ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ : ବେହାଲ୍‌ ଜନଜୀବନ

ନୂଆଦିଲ୍ଲୀ : ପୁଣି ଦେଶରେ ତେଜୁଛି କରୋନା ସଂକ୍ରମଣ । ବେହାଲ୍‌ ହେଲାଣି ଜନଜୀବନ । ଦେଶରେ କରୋନା ସଂକ୍ରମଣର ଏକ୍‌ଟିଭ୍‌ ସଂଖ୍ୟା ଲଗାତାର ୬ ଦିନ ଧରି କମ୍‌ ରହିଥିଲେ ବି ଆଜି ପୁଣି ତେଜିଥିବାର ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟାରେ କରୋନାରେ ସୁସ୍ଥ ହେବାର ଲୋକଙ୍କ ସଂଖ୍ୟା କମ୍‌ ରହିଛି ଏବଂ
Read More...

୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ : ଜାଣନ୍ତୁ, କେଉଁ ଦେଶ ଦାବୀ କରୁଛି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଖୁବ୍‌ ତୀବ୍ରବେଗରେ ବଢ଼ୁଛି । ଏଭଳି ସମୟରେ ଚୀନ୍‌ର ଏକ ଔଷଧ କଂପାନୀ ଦାବୀ କରିଛି ଯେ, ୨୦୨୧ର ପ୍ରଥମ ମାସରୁ ହିଁ ମିଳିବା ଆରମ୍ଭ ହୋଇଯିବ କରୋନା ଭ୍ୟାକ୍‌ସିନ୍‌ । ଆମେରିକା ସହିତ ବିଶ୍ୱର ସମସ୍ତ ଦେଶରେ ଏହି ଭ୍ୟାକ୍‌ସିନ୍‌ ବିତରଣ
Read More...