Browsing Category

ଦେଶ ବିଦେଶ

ମହାରାଷ୍ଟ୍ରରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ

ମୁମ୍ବାଇ : ପୁଣି ବଢି ବଢି ଚାଲିଛି ମହାମାରୀ କରୋନା । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେବେ ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ମହାରାଷ୍ଟ୍ରରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ହୋଲି
Read More...

ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ହେବାର ସମ୍ଭାବନା

ନୂଆଦିଲ୍ଲୀ : ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରୀ ହେବାର ସମ୍ଭାବନା ରହିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରାଷ୍ଟ୍ରପତିଙ୍କୁ ପ୍ରଥମେ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମସକୁ ରାଷ୍ଟ୍ରପତିଙ୍କୁ
Read More...

ମିଆଁମାରରେ ବ୍ୟାପକ ହିଂସା, ସୁରକ୍ଷାବଳ ଗୁଳିରେ ୫୦ ଜଣଙ୍କ ମୃତ୍ୟୁ ଆଶଙ୍କା

ମିଆଁମାର : ଶନିବାର ମିଆଁମାରରେ 'ଅର୍ଡର ଫୋର୍ସ ଡେ' ଅବସରରେ ସୁରକ୍ଷା ବାହିନୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ସାମରିକ ମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ ଶନିବାର ଜାତୀୟ ଟେଲିଭିଜନରେ
Read More...

କରେନାରେ ଆକ୍ରା‌ନ୍ତ ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ : ମହାମାରୀ କରୋନା ପୁଣି ବଢି ବଢି ଚାଲିଥିବା ବେଳେ ବ‌ର୍ତ୍ତମାନ ତାର ଦ୍ୱିତୀୟ ଲହରୀ । ତେବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରେନାରେ ଆକ୍ରା‌ନ୍ତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇ ଲେଖିଛନ୍ତି ଯେ - ଆଜି ମୁଁ କରୋନା ସଂକ୍ରମିତ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତକୁ ବିରୋଧ : ହିଂସାତ୍ମକ ପ୍ରଦର୍ଶନରେ ୪ ଜଣ ପ୍ରାଣ ହରାଇଲେ

ଢ଼ାକା : ଦୁଇ ଦିନିଆ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଢ଼ାକାରେ ପହଞ୍ଚିଛନ୍ତି । ଏଥି ସହିତ ବାଂଲାଦେଶର ଚିତ୍ରକୋଣ୍ଡାରେ ତାଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ପୋଲିସ ସହ ହିଂସାତ୍ମକ ସଂଘର୍ଷରେ ଅତିକମ୍‌ରେ ଚାରି
Read More...

କୃଷକଙ୍କ ଦେଶବ୍ୟାପୀ ବ‌ନ୍ଦ ଆରମ୍ଭ ହୋଇଛି : ବିରୋଧକାରୀମାନେ ଗାଜିପୁର ସୀମାକୁ ଅବରୋଧ କଲେ

ନୂଆଦିଲ୍ଲୀ : ଗତ ଚାରିମାସ ଧରି ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ମାର୍ଚ୍ଚ ୨୬ ଶୁକ୍ରବାର ଦିନ ଦେଶବ୍ୟାପୀ ଭାରତ ବ‌ନ୍ଦ ଡାକରା ଦେଇଛନ୍ତି । ଏହି ବ‌ନ୍ଦ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଚାଲିବ । କୃଷକ ନେତାମାନେ କହିଛନ୍ତି ଯେ, ଭରତ ବ‌ନ୍ଦରେ ଯୋଗଦେବାକୁ
Read More...

ଜଳସମ୍ପଦ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାପତ୍ର (ଏମଓସି)କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଜଳସମ୍ପଦ କ୍ଷେତ୍ରରେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ଏବଂ ଜାପାନର ଭୂମି, ଭିତ୍ତିଭୂମି, ପରିବହନ ଓ ପର୍ୟ୍ୟଟନ
Read More...

ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଓ ପ୍ରଶାସନିକ ସେବା ଆୟୋଗ ମଧ୍ୟରେ…

ନୂଆଦି‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଏବଂ ପ୍ରଶାସନିକ ସେବା ଆୟୋଗ (ଆଇଏଆରସିଏସସି) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର
Read More...

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ : ୬୬ରନରେ ଜିତିଲା ଭାରତ

ପୁଣେ : ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଏକଦିବସୀୟ ମ୍ୟାଚରେ ଭାରତ ଇଂଲଣ୍ଡକୁ ୬୬ରନରେ ପରାସ୍ତ କରିଛି । ଗତକାଲି ଇଂଲଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର
Read More...

୪୫ ବର୍ଷରୁ ଅଧିକ ବୟସ୍କ ଲୋକ ଏପ୍ରିଲ ୧ରୁ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ୪୫ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଏପ୍ରିଲ ୧ ପରେ କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି । ଏପର୍ୟ୍ୟନ୍ତ, ମେଡିକାଲ୍ ପ୍ରଫେସନାଲ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ୬୦ ବର୍ଷରୁ ଅଧିକ
Read More...