Browsing Category

ଦେଶ ବିଦେଶ

୩୦ ଲକ୍ଷ ପରିବାରକୁ ମାସକୁ ୩୦୦୦ ଟଙ୍କା ଆର୍ଥିକ ସହାୟତା : ଆସାମ ପାଇଁ ବିଜେପିର ପ୍ରତିଶୃତି

ଗୌହାଟି : ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ନିଜର ମନିଫେଷ୍ଟୋ ପ୍ରକାଶ କରିଛି ଏବଂ ମନିଫେଷ୍ଟୋରେ ଭାରତୀୟ ଜନତା ପାର୍ଟି ଆସାମବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ମାସରେ ଆର୍ଥିକ ସହାୟତା । ଭାରତୀୟ ଜନତା
Read More...

ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି :…

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଉରକେଲା ଇସ୍ପାତ କାରଖାନାରେ ଅତ୍ୟାଧୁନିକ ହସ୍‌ପିଟାଲ ଉଦ୍‌ଘାଟିତ ରାଉରକେଲା, (ପିଆଇବି) : ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୋପିଆନ ଜିଲ୍ଲାର ମନିହାଲ ଅଞ୍ଚଳରେ ଜମ୍ମୁ କଶ୍ମୀର ପୋଲିସ, ସେନା ଓ ସିଆରପିଏଫ କୌଣସି ସୂତ୍ରରୁ ଆତଙ୍କୀ ଲୁଚିଥିବା ଖବର ପାଇ ରାତି ପ୍ରାୟ
Read More...

ଜାପାନରେ ଭୂକମ୍ପ ଅନୁଭୂତ : ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨

ଜାପାନ : ଆଜି ଜାପାନରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଯାହାକି ରାଜଧାନୀ ଟୋକିଓକୁ ପୁରା ଥରାଇ ଦେଇଛି । ଏହାକୁ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି । ୟୁଏସଜିଏସ୍‌ କହିଛି ଯେ, ଏହି
Read More...

ବିମାନ ଯାତ୍ରା ମହଙ୍ଗା ହେଲା, ଘରୋଇ ବିମାନରେ ସର୍ବନିମ୍ନ ଭଡା ୫% ବୃଦ୍ଧି ପାଇଲା

ନୂଆଦିଲ୍ଲୀ : ମହଙ୍ଗା ମାଡ଼ ଦେଶର କୌଣସି କ୍ଷେତ୍ରରେ ବି ଅସମ୍ପୂର୍ଣ୍ଣ ହୋଇ ରହିନାହିଁ । ମହଙ୍ଗାର ସର୍ବଶେଷ ହିଟ୍‌ ବିମାନ ଯାତ୍ରା ଉପରେ ପଡ଼ିଥିବା ଅନୁମାନ କରାଯାଉଛି । ଘରୋଇ ବିମାନ ଯାତ୍ରା ପାଇଁ ସର୍ବନିମ୍ନ ବିମାନ ଭଡା ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପିତ୍ତି
Read More...

ଦର୍ଶକଙ୍କ ଅପେକ୍ଷାର ଅନ୍ତ : ରିଲିଜ୍‌ ହେଲା ଫିଲ୍ମ’ସନ୍ଦୀପ୍ ଔର ପିଙ୍କି ଫରାର’

ନୂଆଦିଲ୍ଲୀ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବା ପରେ ରିଲିଜ୍ ହୋଇଯାଇଛି ଫିଲ୍ମ'ସନ୍ଦୀପ୍ ଔର ପିଙ୍କି ଫରାର' । ଏଥିରେ ମୁଖ୍ୟ ଅଭିନୟ କରିଛ‌ନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନତା ଅର୍ଜୁନ୍ କପୁର । ଦିବାକର୍ ବାନାର୍ଜୀ ଏହି ଫିଲ୍ମକୁ ଡିରେକ୍ଟ କରିଥିବା ବେଳେ,
Read More...

ନେପାଳର ରାଜନୈତିକ ସଙ୍କଟ : କାହା ପାଖରେ ଅଛି ଏବେ କ୍ଷମତାର ଚାବି ?

ନୂଆଦିଲ୍ଲୀ : ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଦ୍ୱାରା ଲୋକସଭାର ନିଲମ୍ବନ ହେବା ପରେ ନେପାଳରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଓହରି ଯାଇନାହିଁ । ଶାସକ ପାର୍ଟି ସିପିଏନ୍‌-ଉମାଲ୍‌ (କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ ୟୁନିଫାଏଡ୍‌ ମାର୍କ୍ସବାଦୀ
Read More...

ଦିଲ୍ଲୀ ଶାସନ ଆକ୍ଟକୁ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ବୋଲି କହିଲେ ମମତା : କେଜ୍ରିୱାଲଙ୍କୁ ସମର୍ଥନ ପତ୍ର ପଠାଇଲେ

ନୂଆଦିଲ୍ଲୀ : ଦିଲ୍ଲୀ ଶାସନ ଅଧିନିୟମରେ ସଂଶୋଧନ ବିଲ୍‌ ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ଚିଠି ଲେଖି ନିଜର ସମର୍ଥନ ଜଣାଇଛନ୍ତି । ଏହି ଚିଠିରେ ତୃଣମୂଳ କଂଗ୍ରେସ
Read More...

ଭାରତ-ଫିନଲ୍ୟାଣ୍ଡ ଭର୍ଚୁଆଲ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ସାନ୍ନା ମାରିନଙ୍କ ମଧ୍ୟରେ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗର ବ୍ୟାପକ ଦିଗ ସମେତ ଆପୋସ ହିତ ସମ୍ବଳିତ
Read More...

ଭାରତୀୟ ହସ୍ତକଳା ଓ ହସ୍ତତନ୍ତ ରପ୍ତାନୀ ନିଗମ ଲିମିଟେଡକୁ ବନ୍ଦ୍‍ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟଙ୍କ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ହସ୍ତକଳା ଓ ହସ୍ତତନ୍ତ ରପ୍ତାନୀ ନିଗମ ଲିମିଟେଡ (ଏଚଏଚଇଏସ୍‍) କୁ ବନ୍ଦ୍‍ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ନିଗମରେ ମୋଟ ୫୯ ଜଣ
Read More...