Browsing Category

ଦେଶ ବିଦେଶ

ନକ୍ସଲଙ୍କ ସହ ମୁକାବିଲା ପରେ ୨୧ ଜଣ ଯବାନ ନିଖୋଜ, ୮ ସହିଦ, ୩୦ ଆହତ

ରାୟପୁର : ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ୨୧ ଜଣ ଯବାନଙ୍କ ନିଖୋଜ ସମ୍ପର୍କରେ ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୁନର୍ବାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତକାଲି
Read More...

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି : ଗୋଟିଏ ଦିନରେ ୯୩ ହଜାରରୁ ଅଧିକ ନୂଆ ରୋଗୀ ଚି‌ହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହର୍‌ ଏକ ଭୟଙ୍କର ରୂପ ନେଇ ଦେଖାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୯୩,୦୦୦ରୁ ଅଧିକ କରୋନା ସଂକ୍ରମଣ ହୋଇଛି ଏବଂ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ
Read More...

ଅଦ୍‌ଭୂତ ପ୍ରେମ : ୮୨ ବର୍ଷିୟ ଚୌକିଦାରଙ୍କ ପ୍ରେମ କାହାଣୀ, ତାଙ୍କ ପ୍ରଥମ ପ୍ରେମ ୫୦ ବର୍ଷ ପରେ ଫେରିବ

ନୂଆଦି‌ଲ୍ଲୀ : ଜୀବନର ପ୍ରଥମ ପ୍ରେମକୁ ଭୁଲିଯାଅ ନାହିଁ । ଏହା ପୁଣି ଦୀର୍ଘ ୫୦ ବର୍ଷ ପରେ ଫେରି ଆସିବ, ଏଭଳି ଦୃଶ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ କେବଳ ସିନେ ପରଦାରେ ଦେଖାଯାଇଥିଲା । କି‌ନ୍ତୁ ଏବେ ବା‌ସ୍ତବରେ ଏଭଳି ଏକ କାହାଣୀ ନଜର୍‌କୁ ଆସିଛି । ତେବେ, ଏହି କାହାଣୀ ଜୟସଲମରର ଏକ ନିଛାଟିଆ
Read More...

କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାରରୁ ଅଧିକ ନୂଆ ରୋଗୀ, କୋଭିଡ କାରଣରୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି

ନୂଆଦି‌ଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଜାରି ରହିଛି । କରୋନା ସଂକ୍ରମଣରେ ଦୈନିକ ରୋଗୀଙ୍କ ସଂଖ୍ୟା ଅସ୍ଥିର ହେବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ମହାମାରୀ ଏକ ବିସେ୍‌ସ୍ଫାରକ ରୂପ ନେଇଛି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ
Read More...

ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କଲା ନିରୁପାୟ ମା’

ଆମ୍ରେଲି : ଗୁଜୁରାଟର ଆମ୍ରେଲି ଜିଲ୍ଲାର ଖେଡା ଗ୍ରାମରେ ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କରିଛି ଜଣେ ନିରୁପାୟ ମା' । ସୋମବାର ପୋଲିସ ଏହି ସୂଚନା ଦେଇଛି । ସୋମବାର ବିଳମ୍ବିତ ରାତିରେ ପିପବାବ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ରବିବାର
Read More...

ଘୃଣ୍ୟ ଘଟଣା : ଯାଂଚ ବାହାନାରେ ଡାକ୍ତର ମହିଳାଙ୍କୁ ହୋଟେଲକୁ ଡକାଇ ଚେତାଶୂନ୍ୟ ଔଷଧ ଦେଇ ବଳାତ୍କାର କରିଥିବା ଅଭିଯୋଗ

ମୋହାଲି : ଚିକିତ୍ସାର ବାହାନା କରି ଡାକ୍ତର ମହିଳାଙ୍କୁ ହୋଟେଲକୁ ଡାକି ବଳାତ୍କାର କରିଥିବା ଭଳି ଏକ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଡାକ୍ତର ମହିଳାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ପୋଲିସ ଶ୍ରୀଗଙ୍ଗାନଗର ଅଭିଯୁକ୍ତ ଡ. ସୁଭାଷ ରାଜୋରିଆଙ୍କ ବିରୋଧରେ ମାମଲା ରୁଜୁ କରିଛି ।
Read More...

ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଆଜି ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ନେଇ ସୂଚନା ରହିଛି । ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୨୬
Read More...

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ୍‌ : ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବାକ୍‌…

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ବିବୃତ୍ତିର ଉତ୍ତାପ ରାଜନୈତିକ ତାପମାତ୍ରାକୁ ଆହୁରି ବଢ଼ାଉଛି । ସୋମବାର ଦିନ ନନ୍ଦିଗ୍ରାମ ଆସନରେ ତ୍ର୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଶୁଭେନ୍ଧୁ ଅଧିକାରୀଙ୍କ
Read More...

କୃଷକମାନେ ଦିଲ୍ଲୀ ସୀମାରେ ହୋଲି ଏବଂ ହୋଲା ମୋହ‌ଲ୍ଲା ପାଳନ କଲେ

ନୂଆଦିଲ୍ଲୀ : କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ସୋମବାର ଦିଲ୍ଲୀ ସୀମାରେ ହୋଲି ଏବଂ 'ହୋଲା ମୋହ‌ଲ୍ଲା' ପାଳନ କରିଛ‌ନ୍ତି । ତିନୋଟି ନୂତନ କୃଷି ଆଇନ ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ପୃଥକ ଆଇନ ରଦ୍ଦ ହେବା ପର୍ୟ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି
Read More...

ଆଲାସ୍କାରେ ହେଲିକପ୍ଟର ଦୁର୍ଘଟଣା : ଚେକ୍ ଗଣରାଜ୍ୟର ସବୁଠାରୁ ଧନୀ ବ୍ୟକ୍ତି‌ଙ୍କ ସହିତ ୫ ଜଣଙ୍କ ମୃତ୍ୟୁ

ଆଙ୍କୋରେଜ୍ : ଆମେରିକାର ଆଲାସ୍କାର ଅଳ୍ପ ଜନବହୁଳ ଗ୍ରାମାଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ଏବଂ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ଚେକ ଗଣରାଜ୍ୟର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟ ସାମିଲ୍‌ ଅଛନ୍ତି । ନିଯୁକ୍ତ ହେଲିକପ୍ଟରଟି ଏକ ଲଜରୁ ଗାଇଡ୍ ଏବଂ
Read More...