Browsing Category

ଦେଶ ବିଦେଶ

ଅସମ୍ଭାଳ କରୋନା : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧.୩୧ ଲକ୍ଷ ରୋଗୀ ଚି‌ହ୍ନଟ, ୮୦୦ରୁ ଅଧିକ ମୃତ୍ୟୁ

ନୂଆଦି‌ଲ୍ଲୀ : ଦେଶରେ କରୋନା ସଂକ୍ରମିତ‌ଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ୁଛି ଏବଂ ପ୍ରତିଦିନ ବାହାରୁଥିବା ସଂଖ୍ୟା ଭୟଭୀତ କରୁଛି । ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ କରୋନା ସଂକ୍ରମିତ‌ଙ୍କ ଏକ ଲକ୍ଷରୁ ଅଧିକ ହୋଇଛି । ଗତ ୨୪ ଘଂଟାରେ ୧,୩୧,୭୮୭ଟି ନୂଆ କରୋନା ମାମଲା ଚି‌ହ୍ନଟ ହୋଇଛି ।
Read More...

ଅପହରଣ ହୋଇଥିବା ସିଆର୍‌ପିଏଫ୍‌ କୋବ୍ରା କମାଣ୍ଡୋଙ୍କୁ ମୁକ୍ତ କଲେ ମାଓବାଦୀମାନେ : କୋବ୍ରା କମାଣ୍ଡୋଙ୍କ ପତ୍ନୀ କହିଲେ,…

ବିଜାପୁର : ଛତିଶଗଡରେ ନକ୍ସଲ ଆକ୍ରମଣ ସମୟରେ ନକ୍ସଲମାନେ କାବୁ କରିଥିବା ସିଆର୍‌ପିଏଫ୍ କମାଣ୍ଡୋଙ୍କୁ ମୁକ୍ତ କରାଯାଇଛି । ଏଥି ସହିତ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହସଙ୍କ ମୁକ୍ତିଲାଭ ପରେ ତାଙ୍କ ପତ୍ନୀ ଏହାକୁ ଜୀବନର ସବୁଠାରୁ ବଡ ଖୁସିର ଦିନ ବୋଲି ବର୍ଣ୍ଣନା କରିଥିଲେ ।
Read More...

ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ : ଦେଶରେ ପ୍ରଥମ ଥର ପାଇଁ ଦିନରେ ୧.୨୬ ଲକ୍ଷରୁ ଅଧିକ ନୂଆ ମାମଲା

ନୂଆଦି‌ଲ୍ଲୀ : ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ ଆସିଛି । ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅତ୍ୟନ୍ତ କ୍ଷତିକାରକ ମନେହେଉଛି । ଗତ ୨୪ ଘଂଟାରେ ସମସ୍ତ ରେକର୍ଡକୁ ଭାଂଗି ଦେଇଛି କରୋନା ସଂକ୍ରମଣ ଏବଂ ସଂଖ୍ୟା ପହଂଚିଛି ୧୨୬୩୧୫ରେ । ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ
Read More...

କରୋନା ବିପର୍ଯ୍ୟୟ : ରେକର୍ଡ ଭାଙ୍ଗିଲା, ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ମାମଲା ୧ ଲକ୍ଷ ୧୫ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ : କରୋନା ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସମସ୍ତ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଥର ପାଇଁ ଗୋଟିଏ ଦିନରେ ଦେଶରେ ଏକ ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୧,୧୫,୭୩୬ ନୂତନ କରୋନା ମାମଲା ଆସିଛି ଏବଂ ଗତ ୨୪ ଘଣ୍ଟା
Read More...

ଜଷ୍ଟିସ ଏନ୍. ଭି. ରମନା ହେବେ ସୁପ୍ରିମ କୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖରେ ଅବସର ନେବେ ସୁପ୍ରିମ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ ଏବଂ ୨୪ ତାରିଖରେ ଜଷ୍ଟିସ ଏନ୍. ଭି. ରମନା ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ତେବେ ତାଙ୍କ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ
Read More...

୨୪ ଘଣ୍ଟାରେ ୯୬ ହଜାର କରୋନା ସଂକ୍ରମଣର ନୂଆ ମାମଲା : ଗତକାଲି ରେକର୍ଡ ସଂଖ୍ୟାରେ ୪୩ ଲକ୍ଷ ଲୋକଙ୍କୁ ଦିଆଯାଇଥିବା ଟୀକା…

ନୂଆଦିଲ୍ଲୀ : ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ଆଠ କୋଟିରୁ ଅଧିକ କରୋନା ଟୀକା ଦିଆଯାଇଛି। ଏହା ପରେ ବି ସଂକ୍ରମଣ ମାମଲା ଗୁଡ଼ିକର ଗତି ବନ୍ଦ ହେଉନାହିଁ । ବର୍ତ୍ତମାନ ଭାରତରେ ପ୍ରତିଦିନ ସର୍ବାଧିକ ସଂଖ୍ୟକ ମାମଲା ରେକଡର଼୍ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ
Read More...

ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ମତଦାନ ଜାରି : କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ମତଦାନ ଜାରି ରହିଛି । ଆଜି ଯେଉଁ ରାଜ୍ୟରେ ଭୋଟ୍ ଦିଆଯାଉଛି, ସେହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, କେରଳ, ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ । ତାମିଲନାଡୁର ସମସ୍ତ ୨୩୪ ଟି ବିଧାନସଭା ଆସନ ପାଇଁ ଆଜି ଭୋଟ୍
Read More...

ସାହସିକତାକୁ ଶତ ଶତ ସଲାମ୍‌ : ସୈନିକମାନେ ଗୁଳି ସମାପ୍ତ ହେବା ପର୍ଯ୍ୟନ୍ତ ଉପଯୁକ୍ତ ଜବାବ୍‌ ଦେଇଥିଲେ

ରାୟପୁର : ଯେଉଁଠାରେ ଶନିବାର ଦିନ ବିଜାପୁରରେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ, ତାହା ଅତ୍ୟନ୍ତ ଅଗମ୍ୟ ଅଞ୍ଚଳ । ତଥାପି, ସୈନିକମାନେ ନକ୍ସଲମାନଙ୍କ ସହ ଶେଷ ବୁଲେଟ୍ ପର୍ୟ୍ୟନ୍ତ ଯୁଦ୍ଧ କରିଥିଲେ । ତିନି ପାର୍ଶ୍ୱରେ ଘନ ଜଙ୍ଗଲ ଦ୍ୱାରା ଘେରି ରହିଥିବା ସତ୍ୱେ
Read More...

କରୋନା ସଂକ୍ରମଣର ବିସ୍ଫୋରକ ସ୍ଥିତି : ଭାରତରେ କରୋନାର ନୂଆ ମାମଲା ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ଏକ ଲକ୍ଷ…

ନୂଆଦି‌ଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ ଚବିଶ ଘଣ୍ଟା ମଧ୍ୟରେ ଦେଶରେ ୧,୦୩,୫୫୮ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ଗତ କିଛି ମାସ ମଧ୍ୟରେ କରୋନା ମହାମାରୀ ତଥ୍ୟ ହ୍ରାସ ପାଇବା ପରେ ଏହା ଏପର୍ୟ୍ୟନ୍ତ କରୋନାର ସବୁଠାରୁ ବଡ ଲମ୍ଫ ଅଟେ । ମନ୍ତ୍ରଣାଳୟ ଅନୁଯାୟୀ, ଗତ
Read More...

ପ୍ରେମିକାର ଆତ୍ମହତ୍ୟା ପରେ ଜେଲ ଭିତରେ ଅସନ୍ତୁଷ୍ଟ ପ୍ରେମିକର ଆ‌ତ୍ମହତ୍ୟା

କାନପୁର : ଉତ୍ତରପ୍ରଦେଶ କାନପୁରର ଏକ ଜେଲ ଭିତରେ ଫାଶୀ ଲଗାଇ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଣେ ବନ୍ଦୀ ସମରଜିତ ଓରଫ୍‌ ଶ୍ୟାମଙ୍କ ମୃତଦେହ କାନପୁର ସଦର ଜିଲ୍ଲା ଜେଲ ମାତିରେ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ଜେଲ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନରେ
Read More...