Browsing Category

ଦେଶ ବିଦେଶ

ସିଦ୍ଧୁ ପାକିସ୍ତାନ ଯାଇ ଇମ୍ରାନ ଖାନଙ୍କୁ କହିଲେ ‘ବଡ ଭାଇ’, ଚର୍ଚ୍ଚା ଜୋର୍‌ ଧରିଛି : ଭିଡିଓ ସେୟାର…

ନୂଆଦିଲ୍ଲୀ : କରତାର୍‌ପୁର ସାହିବ ଗୁରୁଦ୍ୱାର ଗସ୍ତରେ ପାକିସ୍ତାନରେ ପହଞ୍ଚିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ କଥା ଉପରେ ରାଜନୀତି ମାହୋଲ୍‌ ଏବେ ତୀବ୍ର ହୋଇଛି । ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ 'ବଡ଼ ଭାଇ' ବୋଲି ସଂବୋଧନ କରିଛନ୍ତି । ଏହା ପରେ
Read More...

ଆର୍ୟ୍ୟନ୍‌ ଖାନଙ୍କ ଜାମିନ ଆଦେଶରେ ବମ୍ବେ ହାଇକୋର୍ଟ କହିଲେ, ଷଡ଼ଯନ୍ତ୍ର କିମ୍ବା ଅଭିଯୋଗ ପ୍ରମାଣିତ କରିବାକୁ କୌଣସି…

ମୁମ୍ବାଇ : ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଆର୍ୟ୍ୟନ୍‌ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବମ୍ବେ ହାଇକୋର୍ଟ ଜାମିନ ଆଦେଶ ଦେଇଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଆର୍ୟ୍ୟନ୍ ଖାନ କୌଣସି ପ୍ରକାର ଷଡଯନ୍ତ୍ରରେ ଜଡିତ ନୁହଁନ୍ତି । ଏହା ସହିତ କୋର୍ଟ ଜାମିନ ଆଦେଶରେ କହିଛନ୍ତି ଯେ,
Read More...

ସୁରକ୍ଷା ବାହିନୀଙ୍କ ଗୁଳିରେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନଥିବା ବଳେ ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା
Read More...

ଏମ୍‌ଏସ୍‌ପି ମଧ୍ୟ ଏକ ବଡ ପ୍ରଶ୍ନ, ସେଥିପାଇଁ ମଧ୍ୟ ଏକ ନିୟମ ରହିବା ଉଚିତ : ରାକେଶ ଟିକାୟତ

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଁ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଘୋଷଣା ପରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନଗୁଡ଼ିକ ଜୋରଦାର ଉତ୍ସବ ପାଳନ କରିଥିଲେ । ବିଭିନ୍ନ ରାଜନୈତିକ ଦଳ
Read More...

ଆଜି ସତ୍ୟ, ନ୍ୟାୟ ଏବଂ ଅହିଂସା ଜିତିଛି : କୃଷି ଆଇନ ରଦ୍ଦ ଉପରେ ମତ ରଖିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତିନୋଟି କୃଷି ଆଇନ ରଦ୍ଦ ଉପରେ କହିଛନ୍ତି ଯେ, ଆଜି ସତ୍ୟ, ନ୍ୟାୟ ଏବଂ ଅହିଂସା ଜିତିଛି । ସୋନିଆ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, "ଆଜି ୭୦୦ରୁ ଅଧିକ କୃଷକ ପରିବାରର ବଳିଦାନ, ଯେଉଁ ସଦସ୍ୟମାନେ ନ୍ୟାୟ ପାଇଁ ଏହି
Read More...

ଭାରତୀୟ ସେନାକୁ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ ଲାଇଟ୍ କମ୍ବେଟ୍ ହେଲିକପ୍ଟର, ଆଡଭାନ୍ସଡ ଇଲେକ୍ଟ୍ରୋନିକ୍…

ନୂଆଦିଲ୍ଲୀ : ପୂର୍ବାଂଚଳକୁ ସବୁଠୁ ବଡ ଏକ୍ସପ୍ରେସ ୱେ ଉପହାର ଦେବା ପରେ ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ୟୁପି ଗସ୍ତରେ ଆସିଛନ୍ତି, ଯେଉଁଠାରେ ସେ ସ୍ୱଦେଶୀ ଟେକ୍ନୋଲୋଜିରେ ନିର୍ମିତ ପ୍ରତିରକ୍ଷା ଉପକରଣକୁ ସେନାକୁ ହସ୍ତାନ୍ତର କରିବା ସହିତ ଅନେକ
Read More...

ପ୍ରବଳ ବର୍ଷା ହେଲା କାଳ : ଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ

ତାମିଲନାଡ଼ୁ : ତାମିଲନାଡ଼ୁର ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ପ୍ରବଳ ବର୍ଷା ହେଲା କାଳ । ପ୍ରବଳ ବର୍ଷା ଯୋଗୁଁ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଡୁକ୍କମପାରାଇସ୍ଥିତ ଗୁଡ଼ିୟାତାମ୍ ସରକାରୀ ଡ଼ାକ୍ତରଖାନା ଏବଂ
Read More...

ଚନ୍ଦ୍ରବାବୁ ନାଇଡୁ ଶପଥ ନେଲେ – ମୁଁ କ୍ଷମତାକୁ ଫେରିବା ପରେ ହିିଁ ବିଧାନସଭାରେ ପାଦ ଦେବି

ଅମରାବତୀ : ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସଭାପତି ଏନ୍‌ ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ନଆସିବା ପର୍ୟ୍ୟନ୍ତ ଆନ୍ଧ୍ରପ୍ରଦେଶ ବିଧାନସଭା ଗୃହକୁ ଆସିବେ ନାହିିଁ ବୋଲି ଶପଥ ନେଇଛନ୍ତି । ବିରୋଧୀ ଦଳର ଜଣେ ଭାବପ୍ରବଣ ନେତା ଗୃହରେ କହିଛନ୍ତି ଯେ, ଶାସକ ୱାଇଏସ୍‌ଆର୍‌ କଂଗ୍ରେସ ସଦସ୍ୟମାନେ
Read More...

ଦୁଃଖର ବିଷୟ ଯେ, କୃଷି ଆଇନର ଲାଭ ବିଷୟରେ ଦେଶର କିଛି ଚାଷୀଙ୍କୁ ମନାଇବାରେ ସଫଳ ହୋଇପାରିଲୁ ନାହିଁ : ନରେନ୍ଦ୍ର ସିଂ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୃଷି ଆଇନ ପ୍ରତ୍ୟାହାର ଘୋଷଣା ଉପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ, ଏହି ସଂସ୍କାର ପରେ ଦେଶର କୃଷି କ୍ଷେତ୍ର ଲାଭ ପାଇବ ବୋଲି ପ୍ରଧାନମନ୍ତ୍ରୀ ନିରନ୍ତର ଚେଷ୍ଟା କରିଛନ୍ତି । ଏଥିପାଇଁ କିଛି କୃଷକ
Read More...

ମୁଣ୍ଡ ନୁଆଇଁଲେ ମୋଦୀ ସରକାର : ୩ ନୂଆ କୃଷି ଆଇନ ପ୍ରତ୍ୟାହାର

ନୂଆଦିଲ୍ଲୀ : ଶେଷରେ କୃଷକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦୀ ସରକାର । ବାଧ୍ୟ ହୋଇ ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଏସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ଓ
Read More...