Browsing Category
ଦେଶ ବିଦେଶ
ଜବର୍ଦସ୍ତ ଗୁଳି ଓ ବୋମା ବର୍ଷଣ : ୟୁକ୍ରେନ୍ ମାଟି କୁରୁକ୍ଷେତ୍ର ପାଲଟିଲା
କ୍ୱିବ୍ : ଜବର୍ଦସ୍ତ ଗୁଳି ଓ ବୋମା ବର୍ଷଣ ଜାରି ରହିଥିବା ୟୁକ୍ରେନ୍ ମାଟି କୁରୁକ୍ଷେତ୍ର ପାଲଟିଛି । ରୁଷ୍ର ଘନଘୋର ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ୍ ବି ମୁହୁଁତୋଡ଼୍ ଜବାବ୍ ଦେଉଥିବା ୟୁକ୍ରେନ୍ ଦାବୀ କରୁଛି । ୟୁକ୍ରେନ୍ରେ ବିଧ୍ୱଂସର ତାଣ୍ଡବଲୀଳାରେ ସାରା ବିଶ୍ୱରେ!-->…
Read More...
Read More...
ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍ ରାଷ୍ଟ୍ରପତି ପୁତିନଙ୍କ ସହ
ନୂଆଦିଲ୍ଲୀ : ଯୁଦ୍ଧ ପରିସ୍ଥିତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବେ ରୁଷ୍ ରାଷ୍ଟ୍ରପତି ପୁତିନଙ୍କ ସହ ବୋଲି ସୂଚନା ମିଳିଛି । ୟୁକ୍ରେନ୍ ତରଫରୁ ରୁଷ୍ ରାଷ୍ଟ୍ରପତି ପୁତିନ୍ଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ!-->…
Read More...
Read More...
ୟୁକ୍ରେନ୍ରେ ହାହାକାର : ଯୁଦ୍ଧ ଜାରି
ନୂଆଦିଲ୍ଲୀ : ୟୁକ୍ରେନ୍ରେ ହାହାକାର, ଯୁଦ୍ଧ ଜାରି । ୟୁକ୍ରେନ୍ର ମିତ୍ର ଦେଶମାନଙ୍କର ସମସ୍ତ ପ୍ରକାର ଅନୁରୋଧ ତଥା ଚେତାବନୀକୁ ବେଖାତିର କରିଛି ରୁଷ୍ । ରୁଷ୍ର ଆକ୍ରମଣକୁ ଜବର୍ଦସ୍ତ ସାମ୍ନା କରୁଛି ୟୁକ୍ରେନ୍ । ରୁଷ୍ର ରକେଟ୍ ମାଡ଼ରେ ୟୁକ୍ରେନ୍ର ୪୦ ସୈନିକ ଓ ୧୦ ଜଣ ନାଗରିକଙ୍କ!-->…
Read More...
Read More...
ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଲା
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି । ରୁଷ ଘନଘୋର ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ୍ରେ ବିନାଶ ଲୀଳା ଆରମ୍ଭ ହୋଇଯାଇଛି । ୧୮ ହଜାରରୁ ଅଧିକ ଭାରତୀୟମାନଙ୍କୁ ୟୁକ୍ରେନ୍ ଛାଡ଼ି ଚାଲି ଆସିବାକୁ ମଧ୍ୟ ଭାରତ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇ ସାରିଛି!-->…
Read More...
Read More...
ୟୁକ୍ରେନ୍ ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ : ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନ୍ । ରୁଷ୍ର ଏହି ଆକ୍ରମଣ ବର୍ବରତା ପୂର୍ଣ୍ଣ ବୋଲି ସେ କହିଛନ୍ତି । ରୁଷ୍ର ଏହି ଅମାନସିକ ଆକ୍ରମଣ ସାରା ବିଶ୍ୱରେ ରୁଷ୍ର ପ୍ରତିଛବିକୁ ମଳିନ କରିଛି ବୋଲି ସେ!-->…
Read More...
Read More...
ୟୁକ୍ରେନ୍ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ କନ୍ଫରେନ୍ସ
ନୂଆଦିଲ୍ଲୀ : ୟୁକ୍ରେନ ସଙ୍କଟକୁ ନେଇ ନାଟୋ ପକ୍ଷରୁ ପ୍ରେସ୍ କନ୍ଫରେନ୍ସର ଆୟୋଜନ କରାଯାଇଥିବା ସୂଚନା ମିଳିଛି । ତୁରନ୍ତ ସାମରିକ କାର୍ଯ୍ୟକଳାପ ରୋକିବା ପାଇଁ ନାଟୋ ପକ୍ଷରୁ ରୁଷ୍କୁ କୁହାଯାଇଥିବା ବେଳେ ରୁଷ୍ର ଯୁଦ୍ଧଖୋର ମାନସିକତାକୁ ନିନ୍ଦା କରାଯାଇଛି । ରୁଷ୍ର ଦୁର୍ଗୁଣ ସାରା!-->…
Read More...
Read More...
ରୁଷ୍ର ଦୁଇ ସୈନିକ ୟୁକ୍ରେନ୍ ହାତରେ ଧରାପଡ଼ିଲେ
ନୂଆଦିଲ୍ଲୀ : ଏବେ ଏବେ ଖବର ମିଳିଛି ୟୁକ୍ରେନ୍ ହାତରେ ଧରାପଡ଼ିଛନ୍ତି ଦୁଇଜଣ ରୁଷ୍ ସୈନିକ । ଯୁଦ୍ଧ ଘନଘୋର ହେବାକୁ ଲାଗିଥିବା ବେଳେ ୟୁକ୍ରେନ୍ ଉପରେ ଜବରଦସ୍ତ ଆକ୍ରମଣ ଆରମ୍ଭ କରିଦେଇଛି ରୁଷ୍ । ଏଭଳି ସମୟରେ ୟୁକ୍ରେନ୍ରେ ରହୁଥିବା ୨୦ ହଜାର ଭାରତୀୟଙ୍କ ପାଇଁ ଭାରତର ଚିନ୍ତା ବଢ଼ିଛି!-->…
Read More...
Read More...
ଯୁକ୍ରେନ୍ ଉପରେ ରକେଟ୍ମାଡ଼ : ୪୦ ସୈନିକଙ୍କ ସମେତ ୫୦ ମୃତ
ନୂଆଦିଲ୍ଲୀ : ଶେଷରେ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ବିବାଦ ବିନାଶକାରୀ ଯୁଦ୍ଧର ରୂପ ନେଇଛି । ଆମେରିକା ପକ୍ଷରୁ ଯୁଦ୍ଧ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ଯୁଦ୍ଧ ସ୍ଥିତିକୁ ରୋକାଯାଇ ପାରିନାହିଁ । ସାରା ବିଶ୍ୱ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଏଭଳି!-->…
Read More...
Read More...
ଷ୍ଟକ୍ ମାର୍କେଟରେ ଭୂମିକମ୍ପ : ସେନ୍ସେକ୍ସ ୧୮୦୦ ପଏଣ୍ଟରୁ ତଳକୁ ଖସିଲା
ବମ୍ୱେ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଆଜି ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡ଼ିଥିବା ବେଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନ୍ସେକ୍ସ ଆଜି ୧୮୫୯ ପଏଣ୍ଟ ଖସିବା ସହ କାରବାର ଆରମ୍ଭ ହୋଇଥିବା ଜଣାପଡିଛି । ଏହାର କିଛି ସମୟ ପରେ ପୁଣିଥିରେ ସାମାନ୍ୟ ସୁଧାର ଆସିଥିଲା!-->…
Read More...
Read More...
ନିମାରରେ ଭୂମିକମ୍ପ ଅନୁଭୂତ
ଭୋପାଳ : ଇନ୍ଦୋରରୁ ୧୨୫ କି.ମି ଦୂର ନିମାରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡଇଛି । ଏନ୍ସିଏସ୍ର ସୂଚନା ଅନୁଯାୟୀ, ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଆଜି ସକାଳ ପ୍ରାୟ ୪ଟା ୫୩ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ଝଟକା ନିମାର ସହ!-->…
Read More...
Read More...