Browsing Category

ଦେଶ ବିଦେଶ

ଅଫ୍‌ଲାଇନରେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା : ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନ୍‌ଲାଇନ ନୁହେଁ ବରଂ ଅଫ୍‌ଲାଇନରେ ଆୟୋଜିତ ହେବ ବୋଲି ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଗତକାଲି ଏହି ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନ୍‌ଲାଇନରେ
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ଉଦଳା : ଶରତ ଥାନା ଶ୍ରୀପଦମଞ୍ଜରୀ ଗ୍ରାମରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଶ୍ରୀପତମଞ୍ଜରୀ ଗ୍ରାମର ଲେଣ୍ଡୁ ସିଂ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ନିକଟସ୍ଥ ହାଟକୁ ମାଂସ ବିକ୍ରି କରିବାକୁ ଯାଇ ଲେଣ୍ଡୁ ଆଉ ଘରକୁ ଫେରି
Read More...

ରୁଷିଆର ଯୁଦ୍ଧଖୋର ମାନସିକତା ମହଙ୍ଗା ପଡ଼ିଲା : ପଶ୍ଚିମ ରାଷ୍ଟ୍ରରୁ ମିଳୁଥିବା ଆର୍ଥିକ ସହାୟତା ଉପରେ ଲାଗିଲା…

ୱାଶିଂଟନ୍‌ : ରୁଷିଆ ଓ ଯୁକ୍ରେନ୍‌ ମଧ୍ୟରେ ବିବାଦ ଆହୁରି ଜଟିଳ ହେଉଥିବା ବେଳେ ଆମେରିକା ଯୁଦ୍ଧ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇସାରିଛି । ତଥାପି ସୀମାରେ ରୁଷିଆ ପକ୍ଷରୁ ଆହୁରି ସୈନ୍ୟ ଠୁଳ ଓ ଯୁଦ୍ଧଖୋର ମାନସିକତା ଯୋଗୁଁ ସାରା ବିଶ୍ୱର ନଜର ରହିଛି । ଏହି ସ୍ଥିତି ଉପରେ
Read More...

ସର୍ଚ୍ଚ ଅପରେସନ ସମୟରେ ୧୦ରୁ ୧୫ କିଲୋ ଓଜନର ୯ଟି ପାଇପ୍ ବମ୍ ଉଦ୍ଧାର

ଛତିଶଗଡ : ଛତିଶଗଡରେ ସୁରକ୍ଷା ବାହିନୀ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କର୍ମଚାରୀମାନେ ଏକାସାଙ୍ଗରେ କାନକେର ଜିଲ୍ଲାର ୯ ଟି ପାଇପ୍ ବୋମା ଉଦ୍ଧାର କରିଥିବା ସୂଚନା ରହିଛି । ବିଏସ୍‌ଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାନକେର ଜିଲ୍ଲାର ଅତ୍ୟଧିକ ନକ୍ସଲ ପ୍ରଭାବିତ କୋଏଲିବେଡା
Read More...

ବାରବାଙ୍କି ଠାରେ ସିଏମ୍ ଯୋଗୀଙ୍କ ସମାବେଶ ସ୍ଥଳରେ କୃଷକମାନେ ଛାଡ଼ି ଦେଲେ ଶହ ଶହ ଗାଈଗୋରୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଚାଷୀଙ୍କ କ୍ରୋଧ ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ବୁଲା ଗାଈଗୋରୁ ମାନଙ୍କ ଦ୍ୱାରା କ୍ଷେତ ନଷ୍ଟ ହେବା କାରଣରୁ କୃଷକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହିତ, ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୪୦ କିଲୋମିଟର
Read More...

ରୁଷ-ୟୁକ୍ରେନ ଟେନ୍‌ସନ୍‌ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ : ବୁଧବାର ତେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁଁ, ଯଦିଓ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି ଏବଂ ଏହାର ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାରଚୁ ପହଂଚିଛି । ଏହା ବାଦ୍‌ ଘରୋଇ
Read More...

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ

ଉନ୍ନା : ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାର ଟାହଲିୱାଲା ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ବିସ୍ଫୋରଣରେ ପୋଡି ସମସ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚମ୍ପାବତ ଜିଲ୍ଲାରୁ ପ୍ରାୟ ୬୫ କିଲୋମିଟର ଦୂର ଡାଣ୍ଡା ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ଏକ ଗର୍ତ୍ତ ଭିତରକୁ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ପରିବାର ବାହାଘର ଭୋଜିକୁ ଯୋଗ
Read More...

ଗଭୀର ଗର୍ତ୍ତରେ ଖସିପଡ଼ିଲା ହାତୀ

କୋଲକାତା : ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳରେ ଏକ ହାତୀ ଗଭୀର ଗର୍ତ୍ତରେ ଖସିପଡିଥିବା ବେଳେ ହାତୀକୁ ବନ ବିଭାଗ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳରେ ଏକ ହାତୀ ଗଭୀର ଗର୍ତ୍ତରେ ଖସିପଡିଥିଲା । ଫଳରେ ସେ ଯେତେ ଚେଷ୍ଟା
Read More...

ଘାଟି ତଳକୁ ଖସିପଡିଲା ବରଯାତ୍ରୀ ଗାଡି : ୧୧ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ଚମ୍ପାୱାତ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଘାଟି ତଳକୁ ଖସିପଡିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଗୁରୁତର ଆହତ
Read More...