Browsing Category
ଦେଶ ବିଦେଶ
ରୁଷ ଆକ୍ରମଣରେ ୨୦୦ରୁ ଅଧିକ ନିରୀହ ୟୁକ୍ରେନୀ ନିହତ : କ୍ୱିବକୁ ଅକ୍ତିଆର କରିବାକୁ ରୁଷର ପ୍ରଚଣ୍ଡ ପ୍ରଚେଷ୍ଠା
କ୍ୱିବ୍ : ରୁଷର ନୃସଂଶ ଆକ୍ରମଣରେ ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନ ବାଜିରେ ଲାଗିଛି । ରାଜଧାନୀ କ୍ୱିବର ରାସ୍ତା ଉପରେ ଶହ ଶହ ରୁଷ ଟ୍ୟାଙ୍କର ଘୁରି ବୁଲୁଥିବା ବେଳେ ଆକାଶରେ ଉଡୁଛି ଶହ ଶହ ଯୁଦ୍ଧ ବିମାନ । ରକେଟ ବୋମାମାଡରେ ରାଜଧାନୀ କ୍ୱିବର ଉଚ୍ଚତମ ଅଟ୍ଟାଳିକାଗୁଡିକ ଧୂଳିସାତ ହେବାରେ!-->…
Read More...
Read More...
ୟୁକ୍ରେନ୍ ରାଜଧାନୀ କ୍ୱିବ୍ ଉପରେ ରୁଷ୍ ସେନାର ଜବରଦସ୍ତ ବୋମା ରକେଟ୍ ମାଡ଼ : ଦେଶ ଛାଡ଼ି ପଳାଉଛନ୍ତି ହଜାର ହଜାର…
କ୍ୱିବ୍ : ଆଜି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନ୍ ରାଜଧାନୀ କ୍ୱିବ୍ ଉପରେ ରୁଷ୍ ସେନା ପ୍ରଚଣ୍ଡ ବୋମା ଓ ରକେଟ୍ ମାଡ଼ କରୁଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରୁଷ୍ର ନୃଶଂସ ଆକ୍ରମଣରେ ଆତଙ୍କିତ ହୋଇ ହଜାର ହଜାର ସଂଖ୍ୟାର ୟୁକ୍ରେନୀ ପ୍ରାଣ!-->…
Read More...
Read More...
ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ରୁଷିଆକୁ ଚାରିଆଡୁ ଘେରିବାକୁ ଉଦ୍ୟମ
ବ୍ରୁସେଲଶ୍ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ରୁଷିଆକୁ ଚାରିଆଡୁ ଘେରିବାକୁ ଉଦ୍ୟମ କରାଯାଉଥିବା ନେଇ ଏକ ବଡ ଘୋଷଣା କରାଯାଇଛି । ୟୁକ୍ରେନ ସଙ୍କଟକୁ ନଜରରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସମକକ୍ଷ ନିଜର ସହଯୋଗୀ ଦେଶକୁ ରକ୍ଷା କରିବା ଲାଗି ସୈନ୍ୟ!-->…
Read More...
Read More...
କ୍ରିମିଆରେ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଲେ ୟୁକ୍ରେନୀ ସୈନିକ
କ୍ରିମିଆ : କ୍ରିମିଆରେ ଜଣେ ୟୁକ୍ରେନୀ ସୈନିକ ରୁଷ ସେନାକୁ ରୋକିବାକୁ ଯାଇ ନିଜକୁ ବ୍ରିଜ୍ ସହିତ ଉଡାଇ ଦେଇଥିବା ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । 'ଦ ସନ୍'ର ଏକ ରିପୋର୍ଟ ଅନୁସାରେ, ୟୁକ୍ରେନୀ ସୈନିକଙ୍କର ଏହି ବାହାଦୁରି ପାଇଁ ତାଙ୍କୁ ଅନେକ କଷ୍ଟ ଉଠାଇବାକୁ ପଡ଼ିଛି । ନିଜକୁ!-->…
Read More...
Read More...
ଓଲଟିଲା ବରଯାତ୍ରୀ ଗାଡି : ୪ ମୃତ, ୨୪ ଗୁରୁତର
ଛତିଶଗଡ : ଛତିଶଗଡର ସୁରଜପୁର ଜିଲ୍ଲାରେ ଗତକାଲି ପ୍ରେମନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁସାରେ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଏହି ଭୟଙ୍କର ସଡ଼କ!-->…
Read More...
Read More...
ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଉପରେ ଆଲୋକପାତ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ…
● ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀମାନଙ୍କ ଦୁଇ ଦିନିଆ ସମ୍ମିଳନୀରେ ଅଧ୍ୟକ୍ଷତା କଲେ କେନ୍ଦ୍ର ମନ୍ତ୍ରୀ● ରାଜ୍ୟ ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ପାଇଁ ସନ୍ତୋଷ ବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ● ସମ୍ମିଳନୀରେ ଇସ୍ପାତ, ଖଣି କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗରେ!-->…
Read More...
Read More...
ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଆଜି ସକାଳେ ଭୂମିକମ୍ପର ଜୋର୍ ଝଟ୍କା ଅନୁଭବ ହୋଇଥିବା ସୂଚନା ମିଳିଛି । ଆମେରିକା ଜିୟୋଲଜିକାଲ ସର୍ଭେ ଅନୁସାରେ ସେଠାରେ ରିକ୍ଟର ସ୍କେଲର ତୀବ୍ରତା ୬.୨ ମପାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବାଜି ୯ ମିନିଟ ସମୟରେ ଭୂମିକମ୍ପର ଅନୁଭବ!-->…
Read More...
Read More...
ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଦୁଇ ଆତଙ୍କବାଦୀ ମୃତ
ଜମ୍ମୁ : ଜମ୍ମୁ-କାଶ୍ମୀରର ଶୋପିୟାଁରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଶୋପିୟାଁ ଜିଲ୍ଲାର ଅମଶୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା । ଖବର ପାଇବା ମାତ୍ରେ!-->…
Read More...
Read More...
ମିଶାଇଲ୍ ଆକ୍ରମଣରେ ଛାତିଥରା ଧମାକା ୟୁକ୍ରେନ୍ରେ
କ୍ୱିବ୍ : ଆଜି ସକାଳୁ ରୁଷ୍ର ମିଶାଇଲ୍ ଆକ୍ରମଣ ୟୁକ୍ରେନ୍ର ଅନେକ କ୍ଷତି ଘଟାଇ ସାରିଥିବା ସୂଚନା ମିଳୁଛି । ଆଜି ଦ୍ୱିତୀୟ ଦିନରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପହଂଚିଥିବା ବେଳେ ଆଜି ସକାଳୁ ୭ଟି ମିଶାଇଲ ଆକ୍ରମଣ ହୋଇଥିବା କୁହାଯାଇଛି । ୟୁକ୍ରେନ୍ର ରାଜଧାନୀ କ୍ୱିବ୍କୁ ଅକ୍ତିଆର କରିବା!-->…
Read More...
Read More...
ୟୁକ୍ରେନକୁ ସୈନ୍ୟ ସହଯୋଗ କରିବାରେ ମୁହଁ ମୋଡିଲା ଆମେରିକା
କ୍ୱିବ : ୟୁକ୍ରେନକୁ ସୈନ୍ୟ ସହଯୋଗ କରିବାରେ ମୁହଁ ମୋଡିଛି ଆମେରିକା । ଆମେରିକରା ରାଷ୍ଟ୍ରପତି ଜୋ ବାଇଡେନ୍ ଏହା ସ୍ପଷ୍ଟ କରି ଦେଇଛନ୍ତି । ୟୁକେନକୁ ସହଯୋଗ ପାଇଁ ନାଟୋ ସହ ତଥା ଅନ୍ୟ ସହଯୋଗୀ ଦେଶ ମାନଙ୍କ ସହ ଆଲୋଚନା କରି ଏହାର ପ୍ରତିକାର ପଥ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।!-->…
Read More...
Read More...