Browsing Category
ଦେଶ ବିଦେଶ
ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୋକସୀଙ୍କ ଦେହାନ୍ତ
ଇନ୍ଦୋର : ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୋକସୀ (୮୩)ଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳ ୮ଟାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ଜଣାପଡିଛି । ଆଜି ସନ୍ଧ୍ୟା ୫ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି ।
Read More...
Read More...
ଦେଶର କିଛି ସ୍ଥାନରେ ବର୍ଷା ସମ୍ଭାବନା : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା
ନୂଆଦିଲ୍ଲୀ : ଶୀତର ବିଦାୟ ଓ ଗ୍ରୀଷ୍ମର ଆଗମନ ମଝିରେ ଦେଶର କିଛି ସ୍ଥାନରେ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଅନୁସାରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଉପରେ ଏକ ଟ୍ରପଲାଇ ପଡ଼ିଛି । ଏହା ଦ୍ୱାରା ରାଜସ୍ଥାନ ଓ ଉତ୍ତର ଭାରତର କିଛି ସ୍ଥାନରେ ଆଜି ହାଲୁକା!-->…
Read More...
Read More...
ରୁଷ-ୟୁକ୍ରେନ ମହାଯୁଦ୍ଧର ଆଜି ସପ୍ତମ ଦିନ, ୟୁକ୍ରେନ୍ରେ ଧ୍ୱଂସର ତାଣ୍ଡବ ଲୀଳା, ରୁଷର ଆର୍ଥିକ ସ୍ଥିତି ଦୋହଳିଲା
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । କିନ୍ତୁ ତାୱଡ଼ତୋଡ଼ ଆକ୍ରମଣ ପରେ ବି ରୁଷ ଏପର୍ୟ୍ୟନ୍ତ ୟୁକ୍ରେନକୁ କାବୁ କରିନାହିଁ । କିନ୍ତୁ ଏହି ଯୁଦ୍ଧରେ ରୁଷ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବାରେ ଲାଗିଛି । ରୁଷର ଅର୍ଥନୀତିରେ ପତନ ବର୍ତ୍ତମାନ ଜଳ ଜଳ ହୋଇ ଦିଶୁଛି ।!-->…
Read More...
Read More...
ପୁତିନ ଭାବିଲେ ଆମେ ଜବାବ୍ ଦେବୁ ନାହିଁ, ଆମେ ପ୍ରସ୍ତୁତ, ଆମେ ୟୁକ୍ରେନର ଲୋକଙ୍କ ସହ ଅଛୁ : ବାଇଡେ଼ନ
ୱାଶିଂଟନ୍ : ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁନିଅନକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏକଛତ୍ରବାଦୀ ଶାସନ ଉପରେ ସ୍ୱାଧୀନତା ସର୍ବଦା ଜିତିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁକ୍ରେନବାସୀଙ୍କ ସାହସରୁ!-->…
Read More...
Read More...
ୟୁକ୍ରେନ୍-ରୁଷ୍ ଗୁଳି ବିନିମୟରେ ଖାର୍କିଭ୍ରେ ଜଣେ ଭାରତୀୟ ଛାତ୍ର ନିହତ
ନୂଆଦିଲ୍ଲୀ : ୟୁକ୍ରେନ୍-ରୁଷ୍ ଗୁଳି ବିନିମୟରେ ଖାର୍କିଭ୍ରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି । ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଗଭୀର ଦୁଃଖର ସହ ଆମେ ନିଶ୍ଚିତ କରୁଛୁ ଯେ, ଆଜି ସକାଳେ ଖାର୍କିଭ୍ରେ ଗୁଳି!-->…
Read More...
Read More...
ରୁଷ ସୈନ୍ୟଙ୍କ ପ୍ରଚଣ୍ଡ ଆକ୍ରମଣରେ ଛାରଖାର ୟୁକ୍ରେନ ରାଜଧାନୀ କିଭ୍ ସହର : କିଭ୍କୁ ଚାରିପଟୁ ଘେରି ରଖିଛନ୍ତି ରୁଷ…
ନୂଆଦିଲ୍ଲୀ : ରୁଷ ସୈନ୍ୟଙ୍କ ପ୍ରଚଣ୍ଡ ଆକ୍ରମଣରେ ଛାରଖାର ହୋଇଯାଇଛି ୟୁକ୍ରେନ ରାଜଧାନୀ କିଭ୍ ସହର । କିଭ୍କୁ ଚାରିପଟୁ ଘେରି ରଖିଛନ୍ତି ରୁଷ ସୈନିକ । ତୁହାକୁ ତୁହା ବୋମା ଓ ମିସାଇଲ୍ ମାଡ଼ରେ ହୁ ହୁ ହୋଇ ଜଳୁଛି ସହର । ସହରର ଅସଂଖ୍ୟ ଉଚ୍ଚତମ ଅଟ୍ଟାଳିକାକୁ ମିସାଇଲ୍ ମାଡ଼!-->…
Read More...
Read More...
ଯୁଦ୍ଧ ଭିତରେ ୟୁକ୍ରେନ୍କୁ ନାଟୋ ଦେଉଛି ଆଂଟି ଟ୍ୟାଙ୍କ ହତିଆର
ନୂଆଦିଲ୍ଲୀ : ଘନଘୋର ଯୁଦ୍ଧ ଭିତରେ ୟୁକ୍ରେନ୍କୁ ନାଟୋ ଦେଉଛି ଆଂଟି ଟ୍ୟାଙ୍କ ହତିଆର ଏବଂ ଏହା ନାଟୋ ଚିଫ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି । ସାରା ବିଶ୍ୱ ଏବେ ରୁଷ୍ ଆକ୍ରମଣରୁ ୟୁକ୍ରେନ୍କୁ ବଂଚାଇବାକୁ ଚାହୁଁଛନ୍ତି ବୋଲି ସେ!-->…
Read More...
Read More...
ରୁଷ ସୈନିକଙ୍କୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ଚେତାବନୀ, ଜୀବନ ବଂଚାଇ ଫେରିଯାଅ
ନୂଆଦିଲ୍ଲୀ : ୫ ଦିନ ହେଲାଣି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଅନେକ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ଆଜି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । ବେଲାରୁଷ ସୀମାରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରୁଥିବା ବେଳେ ଏବେ ୟୁକ୍ରେନୀୟ!-->…
Read More...
Read More...
ୟୁକ୍ରେନ୍ରେ ସୁରକ୍ଷା ବାହିନୀ ଆକ୍ରମଣ କଲେ ଭାରତୀୟ ଛାତ୍ରଙ୍କୁ : ରୁଷ ସୈନିକ ୟୁକ୍ରେନ୍କୁ ଛାରଖାର କରିବା ସହ…
କ୍ୱିବ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୫ମ ଦିନରେ ପହଂଚିଛି । ଘମାଘୋଟ ଲଢେ଼ଇ ଭିତରେ ୟୁକ୍ରେନ ରାଜଧାନୀ କ୍ୱିବ୍କୁ ଅକ୍ତିଆର କରିବା ପାଇଁ ରୁଷର ଜବର୍ଦସ୍ତ ପ୍ରୟାସ ଜାରି ରହିଛି । ଏବେ ଆମ୍ ୟୁକ୍ରେନ୍ ନାଗରିକ ଯୁଦ୍ଧ ମଇଦାନ୍ ଅସ୍ତ୍ରଶସ୍ତ୍ର ଧରି ଠିଆ ହୋଇଥିବା ବେଳେ କ୍ୱିବ୍ରେ!-->…
Read More...
Read More...
ଚତୁର୍ଥ ଦିନରେ ଯୁଦ୍ଧ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଲଢେ଼ଇ, ରୁଷ୍ ରଚୁଛି ଧ୍ୱଂସର ତାଣ୍ଡବ ଲୀଳା
କ୍ୱିବ : ଆଜି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଂଚିଛି । ଘମାଘୋଟ ଲଢେଇ ଭିତରେ ୟୁକ୍ରେନ ରାଜଧାନୀ କ୍ୱିବ୍କୁ ଅକ୍ତିଆର କରିବା ଭଳି ରୁଷର ସ୍ୱପ୍ନ ଘୁଂଚି ଘୁଂଚି ଯାଉଛି । ଏବେ ଆମ୍ ୟୁକ୍ରେନ୍ ନାଗରିକ ଯୁଦ୍ଧ ମଇଦାନ୍ରେ । କ୍ୱିବ୍ରେ ଚାଲିଛି ଜବର୍ଦସ୍ତ ବୋମା ଓ!-->…
Read More...
Read More...