Browsing Category

ଦେଶ ବିଦେଶ

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

• ୭୪୦୦ରୁ ଅଧିକ ଭାରତୀୟ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱଦେଶ ଫେରିବେ ନୂଆଦିଲ୍ଲୀ, (ପିଆଇବି) : ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା
Read More...

ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଏହି ମିଶନ ଜାରି ରହିବ : ପୁତିନ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ କଥାବାର୍ତ୍ତା ବେଳେ…

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଅସଂଭାଳ ସ୍ଥିତିରେ ପହଞ୍ଚିଛି । ରୁଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭ୍‌କୁ ଘେରି ରହିଛନ୍ତି । ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ୟୁକ୍ରେନରୁ ରୁଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘର
Read More...

ଅଷ୍ଟମ ଦିନରେ ମହାଯୁଦ୍ଧ : ଖାର୍‌କିଭ୍‌ ସହର ହୁ ହୁ ହୋଇ ଜଳୁଛି, କିଭ୍‌ ଉପରେ ଅସମ୍ଭାଳ ବୋମା, ମିସାଇଲ୍‌ ବର୍ଷଣ

କିଭ୍‌ : ଅଷ୍ଟମ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । କେହି ବି ପଛକୁ ଘୁଂଚିବାକୁ ନାରାଜ । ଅଗଣିତ ଲୋକଙ୍କ ଅକାରଣେ ଜୀବନ ଯାଉଥିବା ବେଳେ ଅପର୍ଯ୍ୟାପ୍ତ ୟୁକ୍ରେନ୍‌ ସଂପତ୍ତି ନଷ୍ଟ ହେବାରେ ଲାଗିଛି । ୟୁକ୍ରେନ୍‌ର ବହୁ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ସାରିଥିବା ବେଳେ ଖାର୍‌କିଭ୍‌
Read More...

ୟୁକ୍ରେନ ଯୁଦ୍ଧରେ ରୁଷର ମେଜର ଜେନେରାଲ୍ ନିହତ, ସୁମି ବିଶ୍ୱବିଦ୍ୟାଳୟରେ ବୋମା ବିସ୍ଫୋରଣ

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଏକ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି । ରୁଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀକୁ ଚାରିପଟରୁ ଘେରି ରହିଛନ୍ତି । ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ୟୁକ୍ରେନରୁ ରୁଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘର
Read More...

ଗୋରଖପୁରରେ ସିଏମ୍ ଯୋଗୀ ନିଜର ଭୋଟ୍ ଦେଲେ : କହିଲେ, ୮୦ ପ୍ରତିଶତରୁ ଅଧିକ ଆସନରେ ବିଜେପି ଜିତିବ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ପ୍ରାଥମିକ ବିଦ୍ୟାଳୟ ଗୋରଖନାଥ କାନିଆ ନାଗର ଅଞ୍ଚଳରେ ଭୋଟ୍ ଦେଇଛନ୍ତି । ଯୋଗୀ ଆଦିତ୍ୟନାଥ ଭୋଟ୍ ଦେବା ପୂର୍ବରୁ ଗୋରଖପୁରର ଗୋରଖନାଥ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।
Read More...

ରୁଷ ଭାରତ ସହ ଏକମତ ହେଲା : ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବନ୍ଦ ହେବା ଭଳି ମନେ ହେଉନାହିଁ । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ପରେ ୪ ଜଣ ମନ୍ତ୍ରୀ ୟୁକ୍ରେନର ପଡୋଶୀ ଦେଶରେ
Read More...

ୟୁକ୍ରେନ୍‌ ମିଗ୍‌-୨୯ ରୁଷ୍‌ର ୨ ସୁଖୋଇ ଯୁଦ୍ଧ ବିମାନକୁ ଧ୍ୱଂସ କଲା : ପୋଲାଣ୍ଡରେ ରୁଷ-ୟୁକ୍ରେନର ଦ୍ୱିତୀୟ ରାଉଣ୍ଡ…

କିଭ୍‌ : ଆଜି ସପ୍ତମ ଦିନ ପାଇଁ ୟୁକ୍ରେନ୍‌ ଉପରେ ରୁଷ୍‌ ଆକ୍ରମଣ ଜାରି ରହିଛି । ଖାର୍କିଭ ସମେତ ଅନେକ ପ୍ରମୁଖ ସହରରେ ତୁହାକୁ ତୁହା ବାରମ୍ବାର ଆକ୍ରମଣ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଏହି ଆକ୍ରମଣରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୨ ଜଣ ଆହତ ହୋଇଥିଲେ । ଆଜି ସକାଳେ ରୁଷ ସୈନ୍ୟ
Read More...

ଉପରାଷ୍ଟ୍ରପତିଙ୍କ ଦ୍ୱାରା “ଜଗନ୍ନାଥାଷ୍ଟକମ୍‌” ସଂଗୀତ ଲୋକର୍ପିତ

ବିଜୟୱାଡା, (କେପିଏନ୍‌ଏସ୍‌) : ଜଗତଗୁରୁ ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ବିରଚିତ ଏବଂ ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ “ଡିଭାଇନ କ୍ୟାପ୍‌ସୁଲ” ଦ୍ୱାରା ପ୍ରସ୍ତୁତ “ଜଗନ୍ନାଥାକଷ୍ଟମ୍‌”ର ସଂଗୀତ ସିଡ଼ିକୁ ଆଜି ବିଜୟୱାଡାର ସ୍ୱର୍ଣ୍ଣଭାରତୀ ସଭାଗାରରେ ଭାରତର ମହାମହିମ
Read More...

କିଭ୍ ଛାଡ଼ି ଲଭିଭରେ ପହଞ୍ଚିଲେ ଓଡ଼ିଆ ଚେସ୍‌ ତାରକା ଅନ୍ୱେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଚେସ୍‌ ତାରକା ଆଇଏମ୍‌ ଅନ୍ୱେଷ ଉପାଧ୍ୟାୟ ୟୁକ୍ରେନର ରାଜଧାନୀ କିଭ୍‌ରେ ରହି ପାଠ ପଢ଼ୁଥିଲେ । ରୁଷର କିଭ୍ ଉପରେ ଆକ୍ରମଣ ପରେ ସେ ସେଠାରେ ଫସି ରହିଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ୱେଷ ନିଜ ଦେଶକୁ ଫେରିବାରେ ସଫଳ ହୋଇପାରି ନାହାନ୍ତି । କିନ୍ତୁ ଗତକାଲି
Read More...

ମହିଳା ବିଶ୍ୱକପ୍‌ ୱାର୍ମଅପ୍‌ରେ ଭାରତ ଦ୍ୱାରା ୱେଷ୍ଟ୍‌ଇଣ୍ଡିଜ୍‌ ପରାସ୍ତ

ରାଙ୍ଗିଓରା : ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ‌ଅଭ୍ୟାସ ମ୍ୟାଚ୍‌ରେ ଦବ୍‌ଦବା ଦେଖାଇଛି । ଏପରିକି ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା‌କୁ ୨ ରନ୍‌ରେ ହରାଇଥିବା ଭାରତ ଗତକାଲି ଶେଷ ଅଭ୍ୟାସ
Read More...