Browsing Category

ଦେଶ ବିଦେଶ

ରୁଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନରେ ୬ ଘଣ୍ଟା ପାଇଁ ଅସ୍ତ୍ରବିରତି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧର ଦଶମ ଦିନରେ ଟିକିଏ ଆଶ୍ୱସ୍ତ ଖବର ମିଳିଛି । ସୂଚନାନୁସାରେ, ନାଗରିକମାନଙ୍କୁ ସୁରକ୍ଷିତ ଯିବା ପାଇଁ ରୁଷ ରାଜି ହୋଇଛି । ସାଧାରଣ ନାଗରିକ ନଆସିବା ପର୍ଯ୍ୟନ୍ତ ରୁଷ ଆକ୍ରମଣ କରିବ ନାହିଁ ବୋଲି ରୁଷ କହିଛି । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା
Read More...

ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ : ନିଆଁ ଲାଗିଥିବା ବଗିକୁ ଧକ୍କା ଦେଇ ଅଲଗା କଲେ ଯାତ୍ରୀ

ମିରଟ : ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁ ଲାଗିଥିବା ବଗିକୁ ଧକ୍କା ଦେଇ ଅଲଗା କରିଛନ୍ତି ଯାତ୍ରୀମାନେ । ସୂଚନା ଅନୁସାରେ ଉତ୍ତର ପ୍ରଦେଶର ମିରଟ ପାଖରେ ଥିବା ଦୋରଲା ରେଲୱ ଷ୍ଟେସନ୍‌ରେ ଆଜି ସହାରନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ
Read More...

ସରକାରୀ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ

ଶ୍ରୀନଗର : ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଡାକ୍ତରଖାନାରେ ଫସି ରହିଥିବା ଶତାଧିକ ରୋଗୀ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ କେଉଁ
Read More...

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି, ୯୨ ପ୍ରାର୍ଥୀଙ୍କ ଭବିଷ୍ୟତ ସ୍ଥିର ହେବ

ନୂଆଦିଲ୍ଲୀ : ମଣିପୁରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ଭୋଟ୍ ଗ୍ରହଣ କରାଯିବ । ୬ଟି ଜିଲ୍ଲାର ୨୨ ଟି ବିଧାନସଭା ଆସନରେ ୯୨ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର ସ୍ଥିର କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, କୋଭିଡ -୧୯ର ସୁରକ୍ଷା
Read More...

ରୁଷ-ୟୁକ୍ରେନ ମହାବିନାଶକାରୀ ଯୁଦ୍ଧର ଦଶମ ଦିନ : ରୁଷ ସେନା କିଭ୍‌ ଠାରୁ ମାତ୍ର ୧୩ କିଲୋମିଟର ଦୂରରେ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଜି ହେଉଛି ଦଶମ ଦିନ । ପ୍ରବଳ ସଂଘର୍ଷ ଜାରି ରହିଛି । ରୁଷର ଗଣମାଧ୍ୟମ ଅନୁଯାୟୀ, ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ ଠାରୁ ୧୩ କିଲୋମିଟର ଦୂରରେ । ଅନ୍ୟପକ୍ଷରେ, ୟୁକ୍ରେନ ସୈନିକମାନେ ଆକ୍ରମକ ହୋଇ ରୁଷ ସୈନିକମାନଙ୍କୁ କିଭ୍‌ର ନିକଟତର
Read More...

୨୫ ବର୍ଷ ଧରି ଆମେ ସାପ ପାଳିଥିଲୁ, ଏବେ ସେହି ସାପଟି ଆମ ଉପରେ ଫଁ କରୁଛି … : ଉଦ୍ଧବ ଠାକରେଙ୍କ ବିଜେପିକୁ…

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି ଉପରେ ଆକ୍ଷେପ କରି କହିଛନ୍ତି ଯେ, ଆମେ ୨୫ ବର୍ଷ ଧରି ସାପ ପାଳିଥିଲୁ, ବର୍ତ୍ତମାନ ସେହି ସାପଟି ଆମ ଉପରେ ଫଁ କରୁଛି । କିନ୍ତୁ ଆମେ ଜାଣୁ ଏହି ସାପକୁ କିପରି ଦଳିବାକୁ ହେବ । ସିଏମ୍ ଉଦ୍ଧବ ଠାକରେ ଆହୁରି
Read More...

ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧ : ୟୁକ୍ରେନ୍‌ର ଅନେକ ସହର ଧ୍ୱସ୍ତ ବିଧ୍ୱସ୍ତ, ଲୋକେ ଶବ ବି ଉଠାଇ ପାରୁନାହାନ୍ତି

କିଭ୍‌ : ରୁଷ୍‌- ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଭୀଷଣ ରୂପ ନେଇଛି । ୟୁକ୍ରେନ୍‌ର ବହୁ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବେଳେ ଅକାରଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳିଛି । ଖାରକିଭ୍‌ ଓ କିଭ୍‌ ସହରରେ ତୁହାକୁ ତୁହା ବୋମାମାଡ଼ ଓ ମିଶାଇଲ ମାଡ଼ରେ ଧୂଆଁଳିୟା
Read More...

ଆଜି ଜାତୀୟ ସୁରକ୍ଷା ଦିବସ

ନୂଆଦିଲ୍ଲୀ : ପ୍ରତି ବର୍ଷ ମାର୍ଚ୍ଚ ମାସ ୪ ତାରିଖ ଦିନ ଭାରତରେ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ । ଦେଶବାସୀଙ୍କ ଭିତରେ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାରଙ୍କର ଏକ ସ୍ୱୟଂଚାଳିତ ଓ ଅଣ ଲାଭକାରୀ ଅଙ୍ଗ ଜାତୀୟ
Read More...

ଚାରିପଟୁ ୟୁକ୍ରେନ୍‌ ଉପରେ ରୁଷର ଅସଂଭାଳ ବୋମାମାଡ଼ : ସ୍ଥିତି ବେହାଲ୍‌

କିଭ୍‌ : ଆଜି ହେଉଛି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ନବମ ଦିନ । ରୁଷର ସାମରିକ ଗୁଳି ବିନିମୟ ହେତୁ ଜାପୋଜିରିଆ ପରମାଣୁ କାରଖାନାରେ ନିଆଁ ଲାଗିଯାଇଛି । ତୁହାକୁ ତୁହା ଗୁଳି ଓ ବୋମା ବର୍ଷଣ ପରେ ରୁଷର ସେନା ୟୁକ୍ରେନ୍‌ ପ୍ରଶାସନ ଏବଂ ନିୟନ୍ତ୍ରଣ ଭବନକୁ କାବୁ କରିଛି । ତେବେ ବୋମା
Read More...

ୟୁକ୍ରେନ (ଖାରକିଭ)ରେ ଥିବା ଭାରତୀୟ ନାଗରିକ/ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା

• ସମ୍ଭାବ୍ୟ ବିପଦ/କଷ୍ଟକର ପରିସ୍ଥିତି ଦେଖାଦେବା ନେଇ ଆଶଙ୍କା ନୂଆଦିଲ୍ଲୀ, (ପିଆଇବି) : • ଆକାଶମାର୍ଗରୁ ଆକ୍ରମଣ, ବିମାନ/ଡ୍ରୋନ ଦ୍ବାରା ଆକ୍ରମଣ• କ୍ଷେପଣାସ୍ତ୍ର ଆକ୍ରମଣ• ତୋପରୁ ଗୁଳିଗୋଳା ବର୍ଷଣ• କ୍ଷୁଦ୍ର ଅସ୍ତ୍ର/ବନ୍ଧୁକରୁ ଗୁଳିମାଡ଼• ଗ୍ରେନେଡ୍‌ ବିସ୍ଫୋରଣ• ବିସ୍ଫୋରକ ବୋତଲ
Read More...