Browsing Category

ଦେଶ ବିଦେଶ

ପୁରୁଷଙ୍କ ସହ ସମକକ୍ଷ ହେବା ପରିବର୍ତ୍ତେ ସିଦ୍ଧାନ୍ତ ନେବାରେ ମହିଳାମାନେ ଦକ୍ଷ ହେବା ଉଚିତ

ଭୁବନେଶ୍ୱର, (ପିଆଇବି) : ମହିଳାମାନେ ସିଦ୍ଧାନ୍ତ ନେବା ପ୍ରକ୍ରିୟାର ଏକ ଅଂଶ ହେବା ଜରୁରୀ ବୋଲି ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ସୁମିତ୍ରା ପଟ୍ଟନାୟକ କହିଛନ୍ତି । ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର
Read More...

ନକଲି ୱେବସାଇଟ୍‌ ସମ୍ପର୍କରେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍ (ଯେପରିକି www.sarvashiksha.online, https://samagra.shikshaabhiyan.co.in, https://shikshaabhiyan.org.in) ଜରିଆରେ ନିରୀହ ଆବେଦନକାରୀମାନଙ୍କୁ ଠକିବା ଲାଗି ଉଦ୍ୟମ
Read More...

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୧୩ ଶହ ଭାରତୀୟ

● ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ୧୭ ହଜାର ୪ଶହରୁ ଅଧିକ ଭାରତୀୟ ନୁଆଦିଲ୍ଲୀ, (ପିଆଇବି) : ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୭ଟି ସ୍ଵତନ୍ତ୍ର ବେସାମରିକ
Read More...

ୟୁକ୍ରେନର ମାନ୍ୟବର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ମାନ୍ୟବର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ବିବାଦୀୟ ପରିସ୍ଥିତି ଏବଂ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବୁଝାମଣା ସମ୍ପର୍କରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ
Read More...

ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

● ଓଡ଼ିଶାର ଦିବ୍ୟାଙ୍ଗ ହିତାଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ● ‘‘୮୫୦୦ ଜନ ଔଷଧି କେନ୍ଦ୍ର କେବଳ ସରକାରୀ କେନ୍ଦ୍ର ନୁହେଁ, ବରଂ ଦ୍ରୁତ ଗତିରେ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ସ୍ଥାନରେ ପରିଣତ ହେଉଛନ୍ତି’’● ‘‘କର୍କଟ,
Read More...

୧୨ ଦିନରେ ମହାଯୁଦ୍ଧ : ୟୁକ୍ରେନ୍‌ ଛାର୍‌ଖାର୍‌, ତୁହାକୁ ତୁହା ବୋମା, ମିସାଇଲ୍‌ ମାଡ଼ରେ ଥରୁଛି ୟୁକ୍ରେନ୍‌

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆଜି ଦ୍ୱାଦଶ ଦିନରେ ପହଂଚିଛି । ରୁଷର ସେନା କ୍ରମାଗତ ଭାବରେ ୟୁକ୍ରେନର ରାଜଧାନୀ କିଭ୍‌କୁ କାବୁ କରିବାକୁ ଚେଷ୍ଟା କରୁଛି । ଏହି ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟ ସୋମବାର ତୃତୀୟ ରାଉଣ୍ଡ ଆଲୋଚନା କରିବେ । କଥାବାର୍ତ୍ତା ମଧ୍ୟରେ ରୁଷ
Read More...

ୟୁକ୍ରେନରୁ ୧୫ ଲକ୍ଷରୁ ଅଧିକ ଲୋକ ପଡୋଶୀ ଦେଶକୁ ଆଶ୍ରୟ ପାଇଁ ଚାଲି ଯାଇଛନ୍ତି : ଜାତିସଂଘ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକାଦଶ ଦିନ ପାଇଁ ଜାରି ରହିଛି । ଏହି ଯୁଦ୍ଧ ଆହୁରି ଖରାପ ହେବାର ସମ୍ଭାବନା ଅଛି । ରାଜଧାନୀ କିଭ୍‌କୁ କାବୁ କରିବା ପାଇଁ ରୁଷର ସେନା ନିଜର ସମସ୍ତ ଶକ୍ତି ସହିତ ଯୁଦ୍ଧ କରୁଛି । ଏହି ସମୟରେ, ଶନିବାର ଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର
Read More...

ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବିମାନ ଯୋଗେ ଫେରିଲେ ୩ ହଜାର ଭାରତୀୟ

• ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ୧୩ ହଜାର ୭ଶହ ଭାରତୀୟ ନୂଆଦିଲ୍ଲୀ, (ପିଆଇବି) : ‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ଵତନ୍ତ୍ର ବିମାନ ଜରିଆରେ ଗତକାଲି ପ୍ରାୟ
Read More...

ଆସନ୍ତା କାଲି ପୁଣେ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିବେ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ପୁଣେ ଗସ୍ତ କରିବେ ଏବଂ ସେଠାରେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ କରିବେ । ଏହା ବ୍ୟତୀତ ପିଏମ ମୋଦୀ ଅନ୍ୟ କେତେକ ପ୍ରକଳ୍ପର ମୂଳଦୁଆ ପକାଇବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
Read More...

ମଦର ଡ଼ାଏରୀ ମଧ୍ୟ ଗ୍ରାହକଙ୍କୁ ଝଟକା ଦେଲା, ମୂଲ୍ୟ ବଢ଼ାଇଲା

ନୂଆଦିଲ୍ଲୀ : ମଦର ଡ଼ାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ଶନିବାର ଦିନ ମଦର ଡ଼ାଏରୀ ପକ୍ଷରୁ କୁହାଯାଇଛି ଯେ ସେମାନେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରୁଛନ୍ତି । ବର୍ଦ୍ଧିତ କ୍ଷୀର ମୂଲ୍ୟ ମାର୍ଚ୍ଚ ୬ ରବିବାର ଠାରୁ କାର୍ଯ୍ୟକାରୀ ହେବ । ଆସନ୍ତାକାଲି ଠାରୁ,
Read More...