Browsing Category

ଦେଶ ବିଦେଶ

୫ ରାଜ୍ୟର ମତ ଗଣନା ଆରମ୍ଭ : ୟୁପି, ମଣିପୁର ଓ ଉତ୍ତରାଖଣ୍ଡରେ ବିଜେପି, ଗୋଆରେ କଂଗ୍ରେସ ଏବଂ ପଂଜାବରେ ଆମ୍‌ ଆଦ୍‌ମୀ…

ନୂଆଦିଲ୍ଲୀ : ଆଜି ସକାଳ ୮ଟାରୁ ୫ଟି ରାଜ୍ୟର ମତ ଗଣନା ଆରମ୍ଭ ହୋଇଛି । ଉତ୍ତରପ୍ରଦେଶରେ ଅନ୍ୟ ସମାଜବାଦୀ ପାର୍ଟିକୁ ବେଶ୍‌ ପଛରେ ପକାଇ ଆଗୁଆ ରହିଛି ବିଜେପି । ସେହିପରି ମଣିପୁରରେ ମଧ୍ୟ ବିଜେପି ଆଗୁଆ ରହିଥିବା ଫଳାଫଳ ସାମ୍‌ନାକୁ ଆସିଛି । ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ବର୍ତ୍ତମାନ
Read More...

ଅସୁବିଧାରେ ଇମ୍ରାନ ଖାନ

ଇସ୍‌ଲାମାବାଦ: ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏକ ଅବିଶ୍ୱାସର ଆଭିମୁଖ୍ୟ ଗ୍ରହଣ କରି ତାଙ୍କ ପଦବୀରୁ ହଟାଇବାକୁ ଦାବୀ କରିଛନ୍ତି । ପିଏମ୍‌ଏଲ୍‌-ଏନ୍‌ ମୁଖପାତ୍ର ମରିୟମ ଆଉରଙ୍ଗଜେବ କହିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନୱାଜ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜୀବିକା ସୃଜନ କ୍ଷେତ୍ରରେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍

ନୂଆଦିଲ୍ଲୀ, (ପିଆଇବି) : ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ରାମ ସିଂ ରାଠୱାଙ୍କ
Read More...

ମାନବିକତା ଆଧାରରେ ରୁଷ ଆଜି ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି

ମସ୍କୋ : ମାନବିକତା ଆଧାରରେ ରୁଷ ଆଜି ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କରିଛି । ଏହା ଫଳରେ ଏଠାରେ ଫସି ରହିଥିବା ସାଧାରଣ ନାଗରିକ ବାହାରକୁ ଯାଇପାରିବେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୁଷ ସାଇଲେନ୍ସ ମୋଡ ଘୋଷଣା କରିଛି ଏବଂ ମାନବିକତା ଦୃଷ୍ଟିରୁ କିଭ୍‌ ସମେତ ଅନେକ ସହରରେ ମାନବ କରିଡର
Read More...

ରୁଷ ଉପରେ ଆମେରିକାର ବଡ ଘୋଷଣା : ଗ୍ୟାସ, ତୈଳ ଏବଂ ଶକ୍ତି ଆମଦାନୀ ଉପରେ ପ୍ରତିବନ୍ଧକ

ୱାଶିଂଟନ୍ : ରୁଷ ୟୁକ୍ରେନ ଉପରେ ଘନଘୋର ଆକ୍ରମଣ କରୁଛି । ୟୁକ୍ରେନର ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧ ବିପନ୍ନ ଦେଶରୁ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ପାଇଁ ପଳାୟନ କରିଛନ୍ତି । ଏହି ସମୟରେ ସୋମବାର ବେଲାରୁଷରେ ଅନୁଷ୍ଠିତ ତୃତୀୟ ରାଉଣ୍ଡ ଆଲୋଚନା ମଧ୍ୟ ପ୍ରଭାବହୀନ ପ୍ରମାଣିତ
Read More...

୧୪ ଦିନରେ ମହାଯୁଦ୍ଧ : ନାଟୋ ଉପରେ ସିଧାସଳଖ ଅସନ୍ତୋଷ ପ୍ରକାଶ କଲେ ଜେଲେନସ୍କି

ନୂଆଦିଲ୍ଲୀ : ୧୪ ଦିନରେ ପହଂଚିଛି ରୁଷ-ୟୁକ୍ରେନ୍‌ ମଧ୍ୟରେ ମହାଯୁଦ୍ଧ । ଏବେ ନାଟୋ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେଲେନସ୍କି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ମୁଁ ୟୁକ୍ରେନକୁ ନାଟୋର ସଦସ୍ୟ କରିବାକୁ ଚେଷ୍ଟା କରୁନାହିଁ । ଏହି ପ୍ରସଙ୍ଗରେ ସ୍ପଷ୍ଟ ଭାବରେ ପୂର୍ବରୁ
Read More...

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

• ପୁରସ୍କାର ବିଜେତାମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; କହିଲେ, ସେମାନେ ସମାଜ ଓ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି• ଆପଣମାନଙ୍କ କାର୍ୟ୍ୟରେ ସେବା ଓ ନବସୃଜନ ଭାବନା ରହିଛି : ପ୍ରଧାନମନ୍ତ୍ରୀ• ‘ସବକା ପ୍ରୟାସ’ ସୁନିଶ୍ଚିତ କରିବା ଉପରେ ସରକାର ଜୋର ଦେଉଛନ୍ତି :
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ୨୦୨୦-୨୦୨୧ ବର୍ଷ ପାଇଁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି…

● ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନକୁ ସମ୍ମାନ ପ୍ରଦର୍ଶନ ସ୍ବରୂପ ଦୁଇ ବର୍ଷ ପାଇଁ ମୋଟ୍ ୨୯ ଜଣ ମହିଳାଙ୍କୁ ମିଳିଲା ପୁରସ୍କାର● ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ମିଳିଲା ପୁରସ୍କାର ନୂଆଦିଲ୍ଲୀ, (ପିଆବି) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନ୍ତର୍ଜାତୀୟ ମହିଳା ଦିବସ
Read More...

ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର !ମୋତେ ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଅନେକ ଲୋକଙ୍କ ସହ କଥା ହେବାର ସୁଯୋଗ ମିଳିଲା, ବହୁତ ସନ୍ତୋଷ ଅନୁଭବ କଲି । ସରକାରଙ୍କ ପ୍ରୟାସର ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଯେଉଁ ଲୋକମାନେ ଏହି ଅଭିଯାନରେ ନିୟୋଜିତ ରହିଛନ୍ତି, ମୁଁ ସେମାନଙ୍କ
Read More...

ରୁଷ ରାଷ୍ଟ୍ରପତି ମାନ୍ୟବର ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମାନ୍ୟବର ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ୟୁକ୍ରେନ ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିଲେ । ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବୁଝାମଣାର ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ପୁଟିନ
Read More...