Browsing Category
ଦେଶ ବିଦେଶ
ଛତିଶଗଡରେ ସୁରକ୍ଷା ବାହିନୀ ଉପରେ ନକ୍ସଲଙ୍କ ଆକ୍ରମଣ : ଜଣେ ଆଇଟିବିପି ଅଧିକାରୀ ସହିଦ
ରାୟପୁର : ସୋମବାର ଦିନ ଛତିଶଗଡର ନକ୍ସଲ-ହିଟ୍ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି) ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ବସ୍ତର ଅଞ୍ଚଳର ଇନ୍ସପେକ୍ଟର!-->…
Read More...
Read More...
୧୯ ଦିନରେ ପହଂଚିଲା ମହାଯୁଦ୍ଧ : ଭୀଷଣ ଯୁଦ୍ଧରେ ୟୁକ୍ରେନ୍ ଛାର୍ଖାର, ବିଭତ୍ସ ମୃତ୍ୟୁର ଖଣ୍ଡହର ପାଲଟିଲାଣି
ନୂଆଦିଲ୍ଲୀ : ଆଜି ୧୯ ଦିନରେ ପହଂଚିଛି ରୁଷ୍-ୟୁକ୍ରେନ୍ ମହାଯୁଦ୍ଧ । ଭୀଷଣ ଯୁଦ୍ଧରେ ୟୁକ୍ରେନ୍ର ସମସ୍ତ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ଛାର୍ଖାର୍ ହୋଇସାରିଛି । କୌଣସି ଅଂଚଳ ଆଉ ବାକି ନାହିଁ ଧ୍ୱଂସ ହେବାକୁ । ବିଭତ୍ସ ମୃତ୍ୟୁର ଖଣ୍ଡହର ପାଲଟି ସାରିଲାଣି ୟୁକ୍ରେନ୍ ମାଟି । ପ୍ରତି!-->…
Read More...
Read More...
ଦୁର୍ଘଟଣାବଶତଃ ପାକିସ୍ତାନରେ କ୍ଷେପଣାସ୍ତ୍ର ଖସିଗଲା, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା
ନୂଆଦିଲ୍ଲୀ : ବୈଷୟିକ ତ୍ରୁଟି କାରଣରୁ କ୍ଷେପଣାସ୍ତ୍ର ପାକିସ୍ତାନରେ ହଠାତ୍ ଖସିଗଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସରକାର ଦୁର୍ଘଟଣାଗ୍ରସ୍ତ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ଗୁରୁତର ସହ ନେଇଛନ୍ତି ଏବଂ ଉଚ୍ଚ ସ୍ତରୀୟ!-->…
Read More...
Read More...
ଯୁଦ୍ଧରେ ୟୁକ୍ରେନ ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନ୍
ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୟୁକ୍ରେନକୁ ଧ୍ୱଂସ କରିଦେଇଛି । ରୁଷର ଆକ୍ରମଣାତ୍ମକ ରୂପ ନେଇ ସମଗ୍ର ବିଶ୍ୱ ଚକିତ ହୋଇଯାଇଛି । ୟୁକ୍ରେନ ପଟରୁ କୌଣସି ଦେଶ ରୁଷ ବିପକ୍ଷରେ ପ୍ରତ୍ୟକ୍ଷ ଶତ୍ରୁତା କରିପାରିବେ ନାହିଁ ଭଳି ସ୍ଥିତି ସ୍ପଷ୍ଟ ହୋଇଯାଇଛି । କିନ୍ତୁ!-->…
Read More...
Read More...
ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟ ଉତ୍ସବ’ ଆୟୋଜିତ : ସମ୍ମାନଜନକ ‘ସାହିତ୍ୟ ଏକାଡେମୀ ପୁରସ୍କାର’ ଗ୍ରହଣ କଲେ ୨୪ ଜଣ…
• ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ପାଇଲେ ପୁରସ୍କାର• ମହୋତ୍ସବ ଅବସରରେ ଆୟୋଜିତ ‘ଜନଜାତି ଲେଖକ ସମ୍ମିଳନୀ’ରେ ଦେଖିବାକୁ ମିଳିଲା ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ
ନୂଆଦିଲ୍ଲୀ : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ!-->!-->!-->…
Read More...
Read More...
ଅଣ-ବୈଷୟିକ ଲୋକପ୍ରିୟ ବର୍ଗର ପ୍ରାର୍ଥୀଙ୍କ ସମସ୍ୟା ସମାଧାନ କଲା ରେଳ ସମିତି
• ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ସିଏନ ୦୧/୨୦୧୯)ରେ ଦ୍ବିତୀୟ ପର୍ୟ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଲାଗି ବେତନ ସ୍ତର ଅନୁଯାୟୀ ୨୦ ଗୁଣ ଅଭିନବ ପ୍ରାର୍ଥୀଙ୍କ ଚୟନ କରାଯିବ• ଏପ୍ରିଲ ୨୦୨୨ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ବେତନ ସ୍ତରର ସଂଶୋଧିତ ଫଳାଫଳ ଘୋଷଣା କରାଯିବ•!-->…
Read More...
Read More...
ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ତତ୍କାଳ ପ୍ରଭାବ ସହ ଉଚ୍ଛେଦ କଲା ଭାରତୀୟ ରେଳବାଇ
ନୂଆଦିଲ୍ଲୀ, (ପିଆଇବି) : କୋଭିଡ ୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ଯାତାୟାତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (ଏସଓପି) ଜାରି କରାଯାଇଥିଲା । ଏଥିରେ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ କଟକଣା ଲାଗୁ ହୋଇଥିଲା । ଏବେ ଭାରତୀୟ!-->…
Read More...
Read More...
ଉତ୍ତରାଖଣ୍ଡରେ ବାଜି ମାରିନେଲା ବିଜେପି
ନୂଆଦିଲ୍ଲୀ : ଆଜି ଭୋଟ୍ ଗଣତି ଅନୁଷ୍ଠିତ ହୋଇଥିବା ବେଳେ ଫଳାଫଳରେ ଉତ୍ତରାଖଣ୍ଡରେ ମଧ୍ୟ ବାଜି ମାରି ନେଇଛି ବିଜେପି । ୭୦ ଆସନରୁ ବିଜେପି. ହାତକୁ ୪୮ଟି ଆସନ ଆସିଥିବା ବେଳେ ମାତ୍ର ୧୮ଟି ଆସନ ଅକ୍ତିଆର କରି ପାରିଛି କଂଗ୍ରେସ । ଆମ୍ ଆଦ୍ମୀ ପାର୍ଟିର ମୁଣା ଉତ୍ତରାଖଣ୍ଡରେ ଖାଲି ରହିଛି ।!-->…
Read More...
Read More...
ଉତ୍ତରପ୍ରଦେଶରେ ପୁଣି ଫୁଟିଲା ପଦ୍ମ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରେ ପୁଣି ପଦ୍ମ ଫୁଟିଛି । ଜବର୍ଦସ୍ତ ସଫଳତା ପ୍ରଦର୍ଶନ କରିଛି ବିଜେପି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ୪୦୩ଟି ଆସନ ପାଇଁ ଉତ୍ତରପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ!-->…
Read More...
Read More...
ମତ ଗଣନା : ସବୁ ରାଜ୍ୟରେ ପଛରେ ପଡ଼ିଲା କଂଗ୍ରେସ
ନୂଆଦିଲ୍ଲୀ : ସକାଳ ୮ଟାରୁ ଆଜି ମତଗଣନା ଆରମ୍ଭ ହୋଇ ଯାଇଥିବା ବେଳେ ୪ଟି ରାଜ୍ୟ ୟୁପି, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡରେ ବିଜେପି. ବାଜି ମାରିବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି । କେବଳ ପଂଜାବରେ ଆମ୍ ଆଦ୍ମୀ ପାର୍ଟି ଆଗୁଆ ରହିଛି । ପଛରେ ପଡ଼ି ଯାଇଛି କଂଗ୍ରେସ ଦଳ । ଏପରିକି କି!-->…
Read More...
Read More...