Browsing Category
ଦେଶ ବିଦେଶ
ଭଗବନ୍ତ ମାନ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରିବେ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ବିଧାନସଭା ଦଳର ନେତା ଭଗବନ୍ତ ମାନ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ହୋଶିଆରପୁର ସ୍ଥିତ ସହିଦ ଭଗତ ସିଂଙ୍କ ଗାଁ ଖଟକର କଲାଂରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ସୂଚନାନୁସାରେ, ଭଗବନ୍ତ ଏକାକୀ ଶପଥ ନେବେ । ଏହି!-->…
Read More...
Read More...
ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଆସନ୍ତାକାଲି, ଜାତୀୟ ଟିକାକରଣ ଦିବସ ଠାରୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କ…
• ସରକାରୀ କୋଭିଡ ଟିକାକରଣ କେନ୍ଦ୍ର ୧୨-୧୪ ବର୍ଷ ପିଲାମାନଙ୍କୁ ମାଗଣାରେ ଦିଆଯିବ କୋଭିଡ ଟିକା• କେବଳ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ଟିକାକରଣ ସୁନିଶ୍ଚିତ କରିବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ• ଯଥେଷ୍ଟ ଟିକା ମହଜୁଦ ରହିଛି; ୬୦ ବର୍ଷରୁ ଅଧିକ ଦୁର୍ବଳ ଜନସଂଖ୍ୟାଙ୍କ ବ୍ୟାପକ!-->…
Read More...
Read More...
ଏମିତି ଏକ ଘର, ଯାହାର ଗୋଟିଏ ଦ୍ୱାର ହରିୟାଣାରେ ଏବଂ ଅନ୍ୟଟି ରାଜସ୍ଥାନରେ ଖୋଲେ
ଚଣ୍ଡିଗଡ଼ : ପରିବାରରେ ବିଭେଦ ହେତୁ ଆପଣ ପ୍ରାୟତଃ ଘରଗୁଡ଼ିକର ବିଭାଜନ ହେଉଥିବା ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘରର କାହାଣୀ କହିବାକୁ ଯାଉଛୁ, ଯାହା ଦୁଇଟି ରାଜ୍ୟର ଜମିରେ ଅବସ୍ଥିତ । ଏହା ଶୁଣିବା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ବାସ୍ତବରେ ଏପରି!-->…
Read More...
Read More...
ସୋହାଗରାତ୍ ରୁମ୍ ଭିତରକୁ ଯିବା ମାତ୍ରେ ବରକୁ ନବବଧୂ କହିଲା – ‘ଗେଟ୍ ଆଉଟ୍, ଚାଲିଯାଅ’
ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଦୁଃଖଦ ବୈବାହିକ ମାମଲା ସାମ୍ନାକୁ ଆସିଛି । ନବବଧୂ ଏବଂ ତାଙ୍କ ପ୍ରେମିକଙ୍କ ଠାରୁ ରକ୍ଷା କରିବା ପାଇଁ ବର ଏବେ ପୋଲିସ ନିକଟରେ ନିବେଦନ କରିଛନ୍ତି । ପୀଡିତଙ୍କ ତରଫରୁ ଜୟପୁରର ବିଶ୍ୱକର୍ମା ପୋଲିସ ଷ୍ଟେସନରେ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି!-->…
Read More...
Read More...
ପଞ୍ଜାବ ପରେ ଛତିଶଗଡ ଉପରେ ଆପ୍ର ଆଖି : ଟିମ୍ କେଜ୍ରିୱାଲଙ୍କ ପ୍ରସ୍ତୁତି ଆରମ୍ଭ
ରାୟପୁର : ପଞ୍ଜାବ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ଏବେ ଆମ୍ ଆଦମୀ ପାର୍ଟିର ଆଖି ଛତିଶଗଡ ଉପରେ ରହିଛି । ଟିମ୍ କେଜ୍ରିୱାଲଙ୍କ ମୁହଁ ଏବେ ଛତିଶଗଡ ଆଡ଼କୁ । ଛତିଶଗଡରେ ସରକାର ଗଠନ ପାଇଁ ଟିମ୍ କେଜ୍ରିୱାଲ ସ୍ୱପ୍ନ ଦେଖୁଛନ୍ତି । ଏହି କାରଣରୁ ଆପ୍ ଛତିଶଗଡରେ ପଞ୍ଜାବର ବିଜୟ!-->…
Read More...
Read More...
ଏସ୍ଏନ୍ ମେଡିକାଲ୍ କଲେଜର ନୂତନ ସର୍ଜରୀ ବିଲଡ଼ିଂରେ ଭୀଷଣ ଅଗ୍ନିକାଣ୍ଡ
ଆଗ୍ରା : ଏସ୍ଏନ୍ ମେଡିକାଲ୍ କଲେଜର ନୂତନ ସର୍ଜରୀ ବିଲଡ଼ିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି । ନିଆଁ ଓ ଧୂଆଁ ଦେଖି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ସେମାନଂକ ସେବକମାନଙ୍କ ମଧ୍ୟରେ ପ୍ରବଳ ଆଶଂକା ଦେଖାଦେଇଥିଲା । ତରବରିଆ ଭାବେ, ସେବକମାନେ ସେମାନଙ୍କର ରୋଗୀଙ୍କୁ!-->…
Read More...
Read More...
ଗାନ୍ଧୀ ପରିବାରକୁ ନେତୃତ୍ୱରୁ ହଟାଇ ଅନ୍ୟ କାହାକୁ ସୁଯୋଗ ଦିଆଯିବା ଉଚିତ୍ : କପିଲ ସିବଲ୍
ନୂଆଦିଲ୍ଲୀ : କଂଗ୍ରେସ ୱାର୍କିଂ କମିଟି ବୈଠକର କିଛି ଦିନ ପରେ ଦଳର ବରିଷ୍ଠ ନେତା କପିଲ ସିବଲ ମଙ୍ଗଳବାର ଦିନ ଦାବୀ କରିଛନ୍ତି ଯେ, ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ କାହାକୁ ନେତୃତ୍ୱ ନେବାର ସୁଯୋଗ ଦିଆଯାଉ । ୨୦୧୪ ନିର୍ବାଚନ ପରାଜୟ ପରଠାରୁ କଂଗ୍ରେସ କ୍ରମାଗତ ଭାବେ ନିର୍ବାଚନରେ ହାରୁଛି!-->…
Read More...
Read More...
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଗାଦି ଅଡ଼ୁଆରେ : ୨୮ ମାର୍ଚ୍ଚ ପରେ ହୋଇପାରନ୍ତି ବିଦା
ଇସ୍ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ତାଙ୍କ ଆସନ ଏବେ ବେଶ୍ ଟଳମଳ । ୨୮ ମାର୍ଚ୍ଚ ପରେ ବିଦା ହେବାର ଅନେକ ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ । ବିପକ୍ଷ ଦଳଙ୍କ ଅବିଶ୍ୱାସ ପ୍ରସ୍ତାବରେ ଏବେ ଇମ୍ରାନ୍ଙ୍କ ଗାଦି!-->…
Read More...
Read More...
କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ
ବାଙ୍ଗାଲୁରୁ : ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇଥିବା ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି । ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ବୋଲି କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କର୍ଣ୍ଣାଟକ ସରକାରଙ୍କ ଆଦେଶକୁ ସାମ୍ବିଧାନିକ ବୋଲି କହିଛନ୍ତି!-->…
Read More...
Read More...
କୋଭିଡ -୧୯ ସମ୍ପର୍କରେ ସଦ୍ୟତମ ସୂଚନା
ମାର୍ଚ୍ଚ ୧୬, ୨୦୨୨ ଠାରୁ ୧୨-୧୩ ବର୍ଷ ଏବଂ ୧୩-୧୪ ବର୍ଷ ପିଲାଙ୍କୁ କୋଭିଡ ୧୯ ଟିକା ଦେବାକୁ ସରକାରଙ୍କ ନିଷ୍ପତ୍ତି
● ୬୦ରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କ ପାଇଁ ପୂର୍ବବ୍ୟାଧି ସର୍ତ୍ତାବଳୀ ଉଚ୍ଛେଦ; ୧୬ ମାର୍ଚ୍ଚ, ୨୦୨୨ ଠାରୁ ୬୦ ବର୍ଷରୁ ଅଧିକ ବୟସ୍କ ସବୁ ଲୋକମାନେ କୋଭିଡ ଟିକାର ବୁଷ୍ଟର!-->!-->!-->…
Read More...
Read More...