Browsing Category

ଦେଶ ବିଦେଶ

ମହାରାଷ୍ଟ୍ରରେ ମଧ୍ୟ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବୀ, ୯୨ ବିଜେପି ବିଧାୟକ…

ମୁମ୍ବାଇ : ଦେଶର ଅନେକ ରାଜ୍ୟରେ କାଶ୍ମୀର ପଣ୍ଡିତଙ୍କ ଗଣସଂହାର ଏବଂ ସେମାନଙ୍‌ଙ୍କ ପଳାୟନ ଉପରେ ନିର୍ମିତ 'ଦ କାଶ୍ମୀର ଫାଇଲ୍ସ' ଟ୍ୟାକ୍ସ ଫ୍ରିି କରାଯାଇଛି । ଏଥି ସହିତ ମହାରାଷ୍ଟ୍ରର ବିଜେପି ବିଧାୟକମାନେ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ ମନୋରଞ୍ଜନ କର ମୁକ୍ତ କରିବାକୁ ଦାବୀ କରିଛନ୍ତି,
Read More...

ହିତାନନ୍ଦ ଶର୍ମା ମଧ୍ୟପ୍ରଦେଶ ବିଜେପିର ସଂଗଠନ ମହାସଚିବ, ସୁହାସ ଭଗତଙ୍କୁ ବୌଦ୍ଧିକ ପ୍ରଭାରୀ ଦାୟିତ୍ୱ

ଭୋପାଳ : ୟୁପି, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡ ଭଳି ଚାରିଟି ରାଜ୍ୟରେ ବହୁମତ ହାସଲ କରି ସରକାର ଗଠନ କରିଥିବା ବିଜେପି ହିତାନନ୍ଦ ଶର୍ମାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି । ବିଜେପି ମଧ୍ୟପ୍ରଦେଶ ସଂଗଠନର ମହାସଚିବ ଭାବରେ ହିତାନନ୍ଦ ଶର୍ମା ନିଯୁକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ହିତାନନ୍ଦ
Read More...

ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ କୋର୍ଟଙ୍କ ରୁଷକୁ ନିର୍ଦ୍ଦେଶ

ହେଗ : ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ବୁଧବାର ରୁଷକୁ ୟୁକ୍ରେନରେ ନିଜର ସାମରିକ କାର୍ୟ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନେକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ, ରୁଷ ଏହି ନିଷ୍ପତ୍ତି ଗ୍ରହଣ କରିବ ନାହିଁ । ଦୁଇ ସପ୍ତାହ ପୂର୍ବେ ୟୁକ୍ରେନ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍
Read More...

ନାଗରିକଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ : ପ୍ରଧାନମନ୍ତ୍ରୀ

● ୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୧୨ରୁ ୧୪ ବର୍ଷ
Read More...

ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆ ଉପରେ ସୋନିଆ ଗାନ୍ଧୀ କ୍ରୋଧ କଚାଡ଼ିଲେ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ କଂଗ୍ରେସର ପରାଜୟ ପରେ ସୋନିଆ ଗାନ୍ଧୀ ଲୋକସଭାରେ ସୋସିଆଲ ମିଡିଆରେ ଗଣତନ୍ତ୍ରକୁ ହ୍ୟାକ୍ କରିବାର ଗୁରୁତର ପ୍ରସଙ୍ଗ ଉଠାଇଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି, ସୋସିଆଲ ମିଡିଆ ମାଧ୍ୟମରେ ଆମର ଗଣତନ୍ତ୍ରକୁ ହ୍ୟାକ୍ କରିବାର ବିପଦ କ୍ରମାଗତ ଭାବେ ବଢ଼ୁଛି ।
Read More...

ସୁରକ୍ଷା ବାହିନୀ ଦ୍ୱାରା ୩ ଆତଙ୍କବାଦୀ ନିହତ : ଗୁଳାବାରୁଦ ଜବତ, ସର୍ଚ୍ଚ ଅପରେସନ ଜାରି

କାଶ୍ମୀର : ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ବୁଧବାର ଦିନ ଶ୍ରୀନଗର ଜିଲ୍ଲାର ନୋଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଏହି
Read More...

ହିଜାବ ବିବାଦ : ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ହୋଲି ପରେ ଶୁଣାଣି ହେବ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ହିଜାବ ଉପରେ କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି । ହିଜାବ ପିନ୍ଧି କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାକୁ କାହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ଏବଂ ହୋଲି ପରେ
Read More...

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍‌ନ୍ତି ନବଜୋତ ସିଂହ ସିଦ୍ଧୁ । ଏଆଇସିସି ସଭାପତିଙ୍କ ପାଖକୁ ହାତଲେଖା ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ଗତକାଲି ନିକଟରେ ବିଧାନସଭା ନିର୍ବାଚନ ଆୟୋଜିତ ହୋଇଥିବା ୫ଟି ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କଂଗ୍ରେସ
Read More...

୨୧ ଦିନର ମହାଯୁଦ୍ଧ : ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌

ନୂଆଦିଲ୍ଲୀ : ୨୧ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌ । ରୁଷ୍‌ର ତନାଘନା ଆକ୍ରମଣରେ ୟୁକ୍ରେନ୍‌ରେ ପ୍ରତି ମୁହୂର୍ତ୍ତରେ ବାରୁଦ ବର୍ଷୁଛି । ସଂପୂର୍ଣ୍ଣ ଧ୍ୱଂସ ହୋଇ ସାରିଲାଣି ୟୁକ୍ରେନ୍‌ ଦେଶ । ଏତିକି ପରେ ବି ୟୁକ୍ରେନ୍‌ ସୈନ୍ୟ
Read More...

ସୋନିଆ ଗାନ୍ଧୀ ନିକଟରେ ବିଧାନସଭା ନିର୍ବାଚନ ସରିଥିବା ରାଜ୍ୟର କଂଗ୍ରେସ ସଭାପତିଙ୍କ ଇସ୍ତଫା ମାଗିଲେ : ଲଲ୍ଲୁ ଏବଂ…

ନୂଆଦିଲ୍ଲୀ : ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଅପମାନଜନକ ପରାଜୟ ପରେ ମଙ୍ଗଳବାର ଦିନ କଂଗ୍ରେସ ନେତୃତ୍ୱ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ପାଞ୍ଚଟି ନିକଟରେ ବିଧାନସଭା ନିର୍ବାଚନ ସରିଥିବା ରାଜ୍ୟରେ ଦଳର ସଭାପତିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି । କଂଗ୍ରେସ ସଭାପତି
Read More...