Browsing Category
ଦେଶ ବିଦେଶ
ଆମେରିକାରୁ ଯାତ୍ରା ଆରମ୍ଭ କଲେ ରୁଷିଆ ମହାକାଶଚାରୀ
ୱାଶିଂଟନ : କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରୁଷିଆର ମହାକାଶଚାରୀ ଆମେରିକାର ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି । ୟୁକ୍ରେନ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବା ସତ୍ତ୍ୱେ ରୁଷିଆର ମହାକାଶଚାରୀମାନେ ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ!-->…
Read More...
Read More...
ବିସର୍ଜନ ବେଳେ ଭାସିଯାଇ ୧୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ବୁଧବାର ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଭସାଣି ବେଳେ ଅଘଟଣ ଘଟିଛି । ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟଥିବା ଜଣାପଡିଛି । ସୂଚନା ଅନୁସାରେ, ପଶ୍ଚିମବଙ୍ଗର ୭ ଜଣ ଏବଂ ରାଜସ୍ଥାନର ୬ ଜଣ ମେଢ ଭସାଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ!-->…
Read More...
Read More...
ରାସାୟନ ବିଜ୍ଞାନ ପାଇଁ ନୋବେଲ ଘୋଷଣା
ନୂଆଦିଲ୍ଲୀ : ରାସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ବିଜ୍ଞାନୀଙ୍କୁ ମିଳିତ ଭାବରେ ପାଇବେ ଏହି ପୁରସ୍କାର । 'ଅଣୁ ନିର୍ମାଣ ପାଇଁ ଏକ ଚତୁର ଉପକରଣ' ବିକାଶ ପାଇଁ କାରୋଲିନ୍ ଆର ବର୍ଟୋଜି, ମୋର୍ଟେନ୍ ମେଲଡାଲ୍ ଏବଂ କେ ବାରି ଶାରପ୍ଲେସ୍ଙ୍କୁ ନୋବେଲ ମିଳିବ ।
!-->!-->!-->…
Read More...
Read More...
ଏଲ୍ଇଡି ଟିଭି ବିସ୍ଫୋରଣ : ୧ ମୃତ ୨ ଗୁରୁତର
ଗାଜିଆବାଦ : ଏଲ୍ଇଡି ଟିଭି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହିତ ୨ ଗୁରୁତର । ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ହର୍ଷ ବିହାରରେ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ଓମିନ୍ଦ୍ର (୧୭) । ଖବର ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ୨ଟା ବେଳେ ସମସ୍ତ ପରିବାର ସଦସ୍ୟ ଟିଭି!-->…
Read More...
Read More...
ଆତଙ୍କବାଦୀ-ପୋଲିସ ଗୁଳି ବିନିମୟ : ୧୦ ଦିନରେ ନିହତ ହେଲେଣି ୧୧ ଆତଙ୍କବାଦୀ
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଶୋପିଆଁ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ଜଣାପଡିଛି । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର 'ଜୈଶ-ଏ-ମହମ୍ମଦ' ସହିତ ସମ୍ପର୍କ ଥିବା ବେଳେ!-->…
Read More...
Read More...
ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ 'ଚିତା' ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେନାର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣା ଦିନ ୧୦ଟାରେ ନିୟମିତ ଉଡ଼ାଣ!-->…
Read More...
Read More...
ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ : ସିବିଆଇ ସାରା ଦେଶରେ ବଡ ପଦକ୍ଷେପ ନେଇଛି । ସିବିଆଇ ଦ୍ୱାରା ଦେଶର ୧୦୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସାଇବର ଠକେଇ ବିଷୟରେ ହୋଇଛି । ସୂଚନାନୁସାରେ, ୮୭ଟି ସ୍ଥାନରେ ସିବିଆଇ ଟିମ୍ ଥିବା ବେଳେ ରାଜ୍ୟ ପୋଲିସର ସମନ୍ୱୟ ରକ୍ଷା କରି ୧୮ଟି ସ୍ଥାନରେ ଚଢ଼ାଉ!-->…
Read More...
Read More...
ହିମାଚଳ ପ୍ରଦେଶ ଗସ୍ତ କରିବେ ମୋଦୀ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହିମାଚଳ ପ୍ରଦେଶ ଗସ୍ତ କରିବେ । ସେଠାରେ ୩୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହ ବିଲାସପୁରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (ଏଆଇଆଇଏମ୍ଏସ୍)ର ଉଦ୍ଘାଟନ କରିବାର!-->…
Read More...
Read More...
୫୦୦ ମିଟର ତଳକୁ ଖସିଲା ବସ୍ : ୩୨ ମୃତ
ଡେରାଡୁନ : ଉତ୍ତରାଖଣ୍ଡର କୋଟଦ୍ୱାର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍ ୫୦୦ ମିଟର ଗଭୀର ଘାଟରେ ଖସିପଡିଛି । ଏଥିରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ଖବରପାଇ ଏସ୍ଡିଆର୍ଏଫ୍ ଏବଂ ଏନ୍ଡିଆର୍ଏଫ୍ ଟିମ୍!-->…
Read More...
Read More...
ନୋବେଲ ପୁରସ୍କାର ପାଇବେ ୩ ପଦାର୍ଥ ବିଜ୍ଞାନୀ
ନୂଆଦିଲ୍ଲୀ : ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ୩ ଜଣ ବିଜ୍ଞାନୀ ହେଲେ ଆଲେନ୍ ଆସ୍ପେକ୍ଟ, ଜନ୍ କ୍ଲଜର୍, ଆଣ୍ଟନ ଜେଲିଙ୍ଗର ।
Read More...
Read More...