Browsing Category

ଦେଶ ବିଦେଶ

ଟ୍ରକ୍‌ ଓ ଅଟୋରିକ୍ସା ମଧ୍ୟରେ ଧକ୍କା : ୭ ମୃତ

ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ବଡୋଦରା : ଗୁଜରାଟର ବଦୋଦରାଠାରେ ବାୟୁସେନା ଷ୍ଟେସନ ଦାର୍ଜିପୁରା ନିକଟରେ ଏକ ଅଟୋରିକ୍ସା ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି ଫଳରେ ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ
Read More...

ଯୁବ ଲେଖକ ମାନଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା – ଯୁବା ୨.୦ ର ଶୁଭାରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଆଜି ଯୁବ ଲେଖକ ମାନଙ୍କର ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୁବା ୨.୦ ଆରମ୍ଭ କରିଛି । ପଢ଼ିବା, ଲେଖିବା ଏବଂ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଯୁବକ ଏବଂ ନୂତନ ଲେଖକ ମାନଙ୍କୁ (30 ବର୍ଷରୁ କମ୍
Read More...

ଗାନ୍ଧୀ ଜୟନ୍ତୀ ଅବସରରେ କିରେନ ରିଜିଜୁ ଓ ଅନୁରାଗ ସିଂ ଠାକୁର ଆରମ୍ଭ କଲେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ

ନୂଆଦିଲ୍ଲୀ (ପିଆଇବି) : ଗାନ୍ଧୀ ଜୟନ୍ତୀ ଅବସରରେ ଗତକାଲି ନୂଆଦିଲ୍ଲୀ ଠାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ହେଉଥିବା ବୃହତ୍ତମ କାର୍ଯ୍ୟକ୍ରମ କୋଭିଡ-୧୯ ବୈଶ୍ୱିକ ମହାମାରୀ ସବୁଠାରୁ
Read More...

ଘରୋଇ ମୂଲ୍ୟ ନିୟନ୍ତ୍ରଣ ନିମନ୍ତେ ଖାଇବା ତେଲ ଆମଦାନୀ ବାବଦ ସୀମା ଶୁଳ୍କ ରିହାତି ଅବଧି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ (ପିଆଇବି) : କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍‌ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର
Read More...

ମା’ ସମଲେଇ ଆଜି ମହାଗୌରୀ ବେଶରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ସମଲେଇ ଆଜି ମହାଗୌରୀ ବେଶରେ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି । ଆଜି ଦେବୀଙ୍କ ଅଷ୍ଟମ ଶକ୍ତିର ବେଶ ‘ମହାଗୌରୀ’ । ଏହି ଅବସରରେ ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ବିଭିନ୍ନ ଦେବୀ ପୀଠରେ ଦେବୀ ମହାଗୌରୀ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସୋନିଆ ଗାନ୍ଧୀଙ୍କ ସମେତ ବହୁ ନେତା ରାଜଘାଟରେ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜୟନ୍ତୀ ଆଜି ପାଳନ କରାଯାଉଛି । ସାରା ଦେଶରେ ବାପୁଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ ପହଞ୍ଚି ମହାତ୍ମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ
Read More...

୨୦୨୨ ସେପ୍ଟେମ୍ବର ମାସରେ ୧,୪୭,୬୮୬ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ଆଦାୟ

• କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ରହିଛି• ଓଡ଼ିଶାରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବଢ଼ିଲା ; ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ଆଦାୟ• ସେପ୍ଟେମ୍ବର ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ୱ ୨୦୨୧ର ସମାନ ମାସ ତୁଳନାରେ
Read More...

ଦେଶରେ ଆରମ୍ଭ ହେଲା ୫ଜି ଯୁଗ, ପ୍ରଗତି ମୈଦାନରୁ ପ୍ରଧାନମନ୍ତ୍ରୀ କଲେ ଉଦ୍‌ଘାଟନ

ନୂଆଦିଲ୍ଲୀ : ଦେଶରେ ବହୁ ପ୍ରତୀକ୍ଷିତ ୫ଜି ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଏହି ୫ଜି ସେବା ଆରମ୍ଭ କରିଛନ୍ତି । ଟେକ୍ନୋଲୋଜିର ଏହି ନୂଆ ପିଢିରେ ଭାରତ ପ୍ରବେଶ କରି ଚୀନ, ଦକ୍ଷିଣ କୋରିଆ, ଆମେରିକା ଆଦି ଦେଶ ସହିତ ସାମିଲ ହୋଇଛି ।
Read More...

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

● ବୌଦ୍ଧିକ ଶକ୍ତିର ପ୍ରସାର ଦିଗରେ ଚଳଚ୍ଚିତ୍ର ଏକ ଶ୍ରେଷ୍ଠ ମାଧ୍ୟମ, ଚଳଚ୍ଚିତ୍ରର ଗୁଣବତ୍ତା ବୃଦ୍ଧି ବୌଦ୍ଧିକ ଚେତନାକୁ ଆହୁରି ପ୍ରଭାବୀ କରିବ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ● ପୁରସ୍କାର ଆମ ଦେଶର ଆଞ୍ଚଳିକ ସାମର୍ଥ୍ୟକୁ ସାମ୍ନାକୁ ଆଣିଛି; ଉପାନ୍ତ କ୍ଷେତ୍ରର କଳାକାରମାନେ
Read More...

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ କଶ୍ମୀରର ଶୋପିଆନ ଏବଂ ବାରାମୂଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଥିଲା । ବାରମୂଲାର ବିଦିପୋରା ପଟନ ଅଞ୍ଚଳରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି । ଅନ୍ୟପକ୍ଷରେ, ଶୋପିଆନ
Read More...