Browsing Category
ଦେଶ ବିଦେଶ
୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
● ବୌଦ୍ଧିକ ଶକ୍ତିର ପ୍ରସାର ଦିଗରେ ଚଳଚ୍ଚିତ୍ର ଏକ ଶ୍ରେଷ୍ଠ ମାଧ୍ୟମ, ଚଳଚ୍ଚିତ୍ରର ଗୁଣବତ୍ତା ବୃଦ୍ଧି ବୌଦ୍ଧିକ ଚେତନାକୁ ଆହୁରି ପ୍ରଭାବୀ କରିବ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ● ପୁରସ୍କାର ଆମ ଦେଶର ଆଞ୍ଚଳିକ ସାମର୍ଥ୍ୟକୁ ସାମ୍ନାକୁ ଆଣିଛି; ଉପାନ୍ତ କ୍ଷେତ୍ରର କଳାକାରମାନେ!-->…
Read More...
Read More...
ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଟଳିପଡିଲେ ୨ ଆତଙ୍କବାଦୀ
ଶ୍ରୀନଗର : ଜମ୍ମୁ କଶ୍ମୀରର ଶୋପିଆନ ଏବଂ ବାରାମୂଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଥିଲା । ବାରମୂଲାର ବିଦିପୋରା ପଟନ ଅଞ୍ଚଳରେ ହୋଇଥିବା ଏହି ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି । ଅନ୍ୟପକ୍ଷରେ, ଶୋପିଆନ!-->…
Read More...
Read More...
ଆଫଗାନିସ୍ତାନର କାବୁଲର ଏକ ବିଦ୍ୟାଳୟରେ ବୋମା ବିସ୍ଫୋରଣ : ଅତି କମ୍ରେ ୨୪ ଜଣ ଛାତ୍ରଙ୍କ ପ୍ରାଣହାନୀ
ନୂଆଦିଲ୍ଲୀ : ଆଫଗାନିସ୍ତାନର ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ହେବାର ନାମ ନେଉନାହିଁ । ତାଲିବାନ ସରକାର କ୍ଷମତାକୁ ଆସିବା ପରେ ବିଦ୍ୟାଳୟଗୁଡ଼ିକରେ କ୍ରମାଗତ ଭାବରେ ବୋମା ଫୁଟୁଛି ଏବଂ ଆକ୍ରମଣରେ ପିଲାମାନଙ୍କ ପ୍ରାଣହାନୀ ଘଟୁଛି । ଆଫଗାନିସ୍ତାନର ପଶ୍ଚିମ କାବୁଲର ଦଶ୍ତେ ବାରଚିରେ!-->…
Read More...
Read More...
ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ମୋଦୀ
ଗାନ୍ଧିନଗର : ତୃତୀୟ ସ୍ୱଦେଶୀ ନିର୍ମିତ ହାଇ ସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ଗାନ୍ଧିନଗର ଷ୍ଟେସନରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଗାନ୍ଧିନଗରରୁ ମୁମ୍ବାଇ ସେଣ୍ଟ୍ରାଲ ପର୍ଯ୍ୟନ୍ତ!-->…
Read More...
Read More...
ଜାତୀୟ କ୍ରୀଡାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଅହମ୍ମଦାବାଦ : ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି । ଗୁରୁବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହା ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ଉଦ୍ଘାଟିତ କରାଯାଇଥିଲା । ୭ ବର୍ଷ ପରେ ପୁନର୍ବାର ଦେଶରେ ଜାତୀୟ କ୍ରୀଡା ଆୟୋଜିତ ହେବାକୁ ଯାଉଛି ।!-->…
Read More...
Read More...
କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା : ୧ ଅକ୍ଟୋବର ୨୦୨୩ଠାରୁ ଏମ-ୱାନ୍ ଶ୍ରେଣୀର ଯାତ୍ରୀବାହୀ କାରରେ…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ମୂଲ୍ୟବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ!-->…
Read More...
Read More...
ଡାନ୍ସ କରିବାକୁ ମନା କରିବାରୁ ୧୩ ପିଲାଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ଶିକ୍ଷକ
ଗୁମ୍ଲା : ଝାଡଖଣ୍ଡର ଗୁମ୍ଲା ଜିଲ୍ଲାର ଚେନପୁର ବ୍ଲକରେ ଅବସ୍ଥିତ ସେଣ୍ଟ ମାଇକେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଶିକ୍ଷକ ମାଡ ମାରି ୧୩ ଜଣ ଛାତ୍ରଙ୍କୁ ଆହତ କରି ଦେଇଥିବା ସୂଚନା ମିଳିଛି । ସମସ୍ତ ଛାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚେନପୁରରେ ଚିକିତ୍ସିତ ହୋଇଥିଲେ । ଯେତେବେଳେ!-->…
Read More...
Read More...
ଏୟାର ହୋଷ୍ଟେସଙ୍କ ଘରେ ପ୍ରବେଶ କରି ସ୍ଥାନୀୟ ନେତା ବଳାତ୍କାର କରିଥିଲେ, ପୀଡିତା ଅଭିଯୁକ୍ତକୁ ଘରେ ତାଲା ପକାଇ ଦେଲେ
ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ମହରୁଲି ଅଞ୍ଚଳରେ ଜଣେ ଏୟାର ହୋଷ୍ଟେସଙ୍କୁ ତାଙ୍କ ଘରେ ପ୍ରବେଶ କରି ବଳାତ୍କାର କରିବାର ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ସ୍ଥାନୀୟ ନେତାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ!-->…
Read More...
Read More...
କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ଅଶୋକ ଗେହଲୋତ ବାହାରିଲେ : ସୋନିଆ ଗାନ୍ଧୀଙ୍କୁ କହିଲେ- ଆଇ ଏମ୍ ସରି
ନୂଆଦିଲ୍ଲୀ : ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କଂଗ୍ରେସ ସଭାପତି ପଦବୀରୁ ବାଦ ପଡିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଗେହଲୋତ ଘୋଷଣା କରିଛନ୍ତି ଯେ, ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସୋନିଆ ଗାନ୍ଧୀଙ୍କ ସହ ଦେଢ଼ ଘଣ୍ଟା ଧରି ଆଲୋଚନା ପରେ!-->…
Read More...
Read More...
ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ
ବେଜିଂ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର!-->…
Read More...
Read More...