Browsing Category

ଦେଶ ବିଦେଶ

ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଉପନିବେଶ ସମୟ ସହିତ ଜଡିତ ଜିନିଷଗୁଡିକରୁ ମୁକ୍ତି ପାଇବା ପାଇଁ ସରକାର ଏହି ପଦକ୍ଷେପ ନେଇ ଜାତୀୟ ଉଦ୍ୟମ ଅନୁଯାୟୀ ଏକ ନୂତନ ଡିଜାଇନ ପ୍ରଦାନ ପାଇଁ ପ୍ରୟାସ
Read More...

ଆମ୍ୱେଦକରଙ୍କ ୬୭ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ଡ. ବି.ଆର୍ ଆମ୍ବେଦକରଙ୍କ ୬୭ତମ ପୁଣ୍ୟତିଥି । ସଂସଦରେ ତାଙ୍କ ଫଟୋଟିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦିପ ଧନଖଡ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି
Read More...

ଗୁଜୁରାଟ ନିର୍ବାଚନ : ପ୍ରଧାନମନ୍ତ୍ରୀ ଦେଲେ ଭୋଟ

ଅହମଦାବାଦ : ଗୁଜୁରାଟର ୧୪ଟି ଜିଲ୍ଲାର ୯୩ଟି ଆସନରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଧାଡ଼ିରେ ଠିଆ ହୋଇ ଭୋଟ ଦେଇଛନ୍ତି । ପୂର୍ବାହ୍ନ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ
Read More...

ବିଦ୍ୟାଳୟରେ ବିସ୍ଫୋରଣ ଘଟି ୧୬ ମୃତ, ୨୪ ଆହତ

କାବୁଲ : ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍‌ରେ ୨୪ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ପ୍ରାର୍ଥନା ସମୟରେ ଏହି
Read More...

ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ, ମଇଦାନରେ ୭୮୮ ପ୍ରାର୍ଥୀ

ଗୁଜୁରାଟ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ମତଦାନ ଚାଲିଛି । ଦକ୍ଷିଣ ଗୁଜୁରାଟ, କଚ୍ଛ-ସୌରାଷ୍ଟ୍ରର ମୋଟ୍
Read More...

ନୂଆଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଗତକାଲି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରାଜଧାନୀରେ ରାତି ପ୍ରାୟ ସାଢେ ୯ଟା ସମୟରେ ୨.୫ ତୀବ୍ରତାର ଏକ ଭୂମିକମ୍ପ ଘଟିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ନୂଆଦିଲ୍ଲୀର ୮ କିଲୋମିଟର ପଶ୍ଚିମରେ ଏକ ଭୂମିକମ୍ପ ଘଟିଛି,
Read More...

ମନ କୀ ବାତ୍ କୁଇଜରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତ୍ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ
Read More...

ସମ୍ବାଦ ପ୍ରସାରଣରେ ଗତି ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

• ପ୍ରାମାଣିକ ସମ୍ବାଦ ପରିବେଷଣ ପ୍ରତି ଯୋଗାଯୋଗକାରୀମାନେ ଧ୍ୟାନ ଦେବା ଉଚିତ : କେନ୍ଦ୍ର ମନ୍ତ୍ରୀ• ଦାୟିତ୍ବସମ୍ପର୍ଣ୍ଣ ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଜନତାଙ୍କ ବିଶ୍ବାସ ବଜାୟ ରଖିବା ମାର୍ଗଦର୍ଶୀ ସିଦ୍ଧାନ୍ତ ହେବା ଆବଶ୍ୟକ : ଶ୍ରୀ ଠାକୁର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ
Read More...

ଏପ୍ରିଲ ୧ରୁ ହଟିବ ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି : ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ୧୫ ବର୍ଷରୁ ପୁରୁଣା ସରକାରୀ ଗାଡ଼ି ରାସ୍ତାରୁ ହଟିଯିବ । ୨୦୨୩ ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି । ଏଥିସହିତ ଉଭୟ ନିଗମ ଏବଂ ପରିବହନ ଏଜେନ୍ସିଗୁଡ଼ିକ ୧୫ ବର୍ଷରୁ ଅଧିକ ପୁରୁଣା ବସ୍‌ ଏବଂ
Read More...

ଓଡ଼ିଶାରୁ ୨ ଜଣଙ୍କୁ ମିଳିଲା ଶିଳ୍ପଗୁରୁ ପୁରସ୍କାର

ନୂଆଦିଲ୍ଲୀ : ଓଡ଼ିଶାର ମୋଟ ୧୫ ଶ୍ରେଷ୍ଠ କାରିଗରଙ୍କୁ ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ଶିଳ୍ପଗୁରୁ ଓ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଳପତ୍ର ଖୋଦେଇ କାରିଗରି ପାଇଁ ବିଜୟ କୁମାର ପରିଡ଼ା ଏବଂ ପଥର ଖୋଦେଇ ପାଇଁ ମହେଶ୍ୱର ପରିଡ଼ାଙ୍କୁ ସୋମବାର ୨୦୧୮ ବର୍ଷ ନିମନ୍ତେ
Read More...