Browsing Category

ଅପରାଧ

ଜମି ବିବାଦକୁ ନେଇ ହଣା କଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅନ୍ତର୍ଗତ ସମ୍ପିଆ ପଞ୍ଚାୟତ ସମ୍ପିଆ ଗ୍ରାମରେ ଜମିବାଡ଼ି ଭାଇ ଭାଗକୁ ନେଇ ଝଗଡା ହେଇଥିଲା । ଏହି ଘଟଣାରେ ନିଜ ନିଜ ଭିତରେ ଟାଙ୍ଗିଆ ଓ ଲାଠିରେ ବାଡ଼ିଆ ପିଟା ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ପାଇ ପଦ୍ମପୁର ପୋଲିସ ଘଟଣା
Read More...

ଅତର୍କିତ ଆକ୍ରମଣରେ ୨ ଗୁରୁତର : ଦୁହିଁଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଦିନ୍‌ଦାହାଡ଼ା ଚାଲିଛି ଗୁଣ୍ଡାରାଜ୍‌ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସହରର କଂସାରୀପଡ଼ା ମଦନଗୁଡ଼ିଆ ବଗିଚା ନିକଟସ୍ଥ ଇଂରାଜୀ ମଦ ଦୋକାନ ସାମ୍ନାରେ । ସ୍ପଷ୍ଟ ଦିବାଲୋକରେ ତଥା ଜନସାଧାରଣଙ୍କ ଜୋର୍‌ସୋର୍‌ ଯାତାୟତ ଭିତରେ ଅତର୍କିତ
Read More...

ଜଘନ୍ୟ କା‌ଣ୍ଡ : ଯୁବକଙ୍କୁ ପିଟି ପିଟି ହତ୍ୟା, ସୋସିଆଲ ମିଡ଼ିଆରେ ଭାଇରାଲ୍‌

ଭଦ୍ରକ : ଏକ ଜଘନ୍ୟ କା‌ଣ୍ଡ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଭଦ୍ରକ ସଦର ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ସରଗରମ ଆଲୋଚନା ଚାଲିଛି । ପୋଲିସ ଏକ ହତ୍ୟା ମାମଲା
Read More...

ଧରାପଡିଲା ଧୁରନ୍ଧର ଏଟିଏମ୍‌ ଲୁଟେରା

ଭୁବନେଶ୍ୱର : ଆପଣ ଏଟିଏମ୍‌କୁ ଆସୁଛନ୍ତି କି ? ସାମାନ୍ୟ ଚାଲାକ୍‌ ନହେଲେ ଚାଲିଯିବ ଆପଣଙ୍କ ଟଙ୍କା । ଏମିତି ଏକ ଘଟଣା । ଏଟିଏମରୁ ଆଖି ପିଛୁଳାକେ ଟଙ୍କା ଗାଏବ୍‌ ହୋଇ ଯାଉଥିଲା । ଏହି ସବୁ ଘଟଣାର ମାଷ୍ଟର ମାଇଣ୍ଡ୍‌ ସମ୍ଭବ ଆଚାର୍ଯ୍ୟ ଦୀର୍ଘ ଦିନ ଧରି ଲୋଙ୍କକୁ ଠକୁ ଥିଲା । ତାକୁ
Read More...

ଫାଟକ ପାଖରୁ ଜନୈକ ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ସନ୍ଦେହ

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନ ଫାଟକ ରାସ୍ତାରେ ଥିବା ଏକ କଲଭଟ ନିକଟରୁ ବୁଧୁବାର ଦିନ ଏକ ଗାଡ଼ି ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ଏକ
Read More...

ବେଲପଡା ପୋଲିସ ଦ୍ୱାରା ୩ ଚୋର ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ ଉପଖଣ୍ଡସ୍ଥ ବେଲପଡା ପୋଲିସ ଦ୍ୱାରା ବିଭିନ୍ନ ସ୍କୁଲମାନଙ୍କରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇ ଥିବାବେଳେ ୩ ଚୋରଙ୍କୁ ଗିରଫ କରାଯାଇଛି । କରୋନା ସମୟରେ ସ୍କୁଲଗୁଡିକ ବନ୍ଦ ଥିବାବେଳେ ଏହାର ଫାଇଦା ନେଇ ପାଟଣାଗଡ ବ୍ଲକ
Read More...

ଜୁଆ ଅଡ୍ଡା ଉପରେ ଚଢ଼ାଉ : ୫ ବାଇକ ଜବତ

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଝାରବନ୍ଧ ପୋଲିସ ଉଦ୍ୟମ କ୍ରମେ ଏକ ଜଙ୍ଗଲ ମଧ୍ୟରେ ରେଡ କରି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଝାରବନ୍ଧ ଥାନା ଅଧିକାରୀ ଠାକୁର ଦାସ ମୁର୍ମୁ ସଦଳବଳେ ଘୁଚାପାଲି ଜଙ୍ଗଲ ଭିତରେ ପ୍ରାୟ ୪ କିମି ଚାଲି ଚାଲି ଯାଇ ଜଙ୍ଗଲ
Read More...

ଭୁଜାଲି ଓ ଲୁହା ରଡ ସହ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିଶୋଧ ପରାୟଣ ହୋଇ ୪ ଜଣ ଯୁବକ ଜନୈକ ବ୍ୟକ୍ତିଙ୍କ ଘରକୁ ବିଳମ୍ବିତ ରାତ୍ରିରେ ପଶି ଭୁଜାଲି ଓ ଲୁହା ରଡରେ ମରଣାନ୍ତକ ଉଦ୍ୟମରେ ବିଫଳ ହୋଇ ଗିରଫ ହେବା ଘଟଣା ଅଂଚଳରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଛି । ଘଟଣା କ୍ରମରୁ ଜଣାଯାଏ ଯେ, ୧୫ ତାରିଖ
Read More...

ଅଭିନେତ୍ରୀ ପାୟଲ ଘୋଷ ଆଣିଲେ ଯୌନ ଶୋଷଣ ଅଭିଯୋଗ

ମୁମ୍ବାଇ : ବଲିଉଡ଼୍‌ ଫିଲ୍ମମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । ସେ ସୋସିଆଲ୍‌ ମିଡ଼ିଆରେ ଏହା ସ୍ପଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ପାୟଲ ଘୋଷ ଟ୍ୱିଟ୍‌ କରିଛନ୍ତି ଯେ,
Read More...

ପୁଣି କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ପ୍ରଶାସନ ପକ୍ଷରୁ କଫ୍‌ ସିରପ୍‌ ଚୋରା ଚାଲାଣକାରୀଙ୍କୁ ଧରପଗଡ଼ର ଅନ୍ତ ଘଟୁନାହିଁ । ପୋଲିସର ଏତେ ତନାଘନା ପରେ ବି କଫ୍‌ ସିରପ୍‌ ମାଫିଆମାନେ ସକ୍ରିୟ ରହିବା ସହରବାସୀଙ୍କୁ ଚକିତ କରୁଛି । ଆଜି ପୁଣି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ଦ୍ୱାରା ୧୮
Read More...