Browsing Category

ଅପରାଧ

ବର୍ବର ହତ୍ୟାକାଣ୍ଡ : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାତ୍ୟା

ସମ୍ବଲପୁର : ଆଜି ସମ୍ବଲପୁର ସହର ରକ୍ତର ଛିଟାରେ ଭିଜି ଯାଇଛି । ସ୍ପଷ୍ଟ ଦିବାଲୋକରେ ବିଚ୍‌ ରା‌ସ୍ତା ଉପରେ ଜଣେ ଯୁବକଙ୍କୁ ଦୌଡେ଼ଇ ଦୌଡେ଼ଇ ହାଣି ପକାଇଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ହାଟପଡା ଅଞ୍ଚଳରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତ ଯୁବକ ଜଣକ
Read More...

କଂସାରୀପଡ଼ା ମଦ ଦୋକାନ ପାଖ ଆକ୍ରମଣ ଘଟଣାର ୪ ଅଭିଯୁକ୍ତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂସାରୀପଡ଼ା ଇଂଲିସ୍‌ ମଦ ଦୋକାନ ପାଖରେ ଘଟିଥିବା ଆକ୍ରମଣ ଘଟଣାର ୪ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ । ଘଟଣା ସଂପର୍କରେ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨ ତାରିଖ ଦିନ ପାଖାପାଖି ସଂଧ୍ୟା
Read More...

ଶାନ୍ତିପଡ଼ାର ଜୟନ୍ତ ଦାଶଙ୍କ ଘରେ ଚୋରୀ : ୬୦ ହଜାର ଟଙ୍କା ଓ ୨ ଶହ ଗ୍ରାମ ସୁନା ଅଳଙ୍କାର ଗାଏବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ରାତିରେ ସ୍ଥାନୀୟ ଶାନ୍ତିପଡ଼ା ବାସିନ୍ଦା ତଥା ନଲେଜ ସେଣ୍ଟରର ମାଲିକ ଜୟନ୍ତ ଦାଶଙ୍କ ଘରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଏଥିରେ ୨ ଶହ ଗ୍ରାମ ସୁନା ଅଳଙ୍କାର ସହ ୬୦ ହଜାର ଟଙ୍କା ଚୋରୀ ହୋଇଥିବା କୁହାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଜୟନ୍ତ ଦାଶଙ୍କ ମା’
Read More...

ପୋଲିସ ହାତରେ ଧରାପଡ଼ିଲେ ୫ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଧରା ପଡ଼ିଛନ୍ତି ୫ ଲୁଟେରା । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କଂପାନୀ ବଲାଙ୍ଗିର ଶାଖାରେ ଫିଲ୍‌ଡ଼ କ୍ରେଡିଟ୍‌ ଅଫିସର ଭାବେ ବିଜୟ କୁମାର ବାରିକ କାମ କରୁଥିବା ବେଳେ ସେ ବିଭିନ୍ନ ଗାଁରେ
Read More...

ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର : ପ୍ରେମ ସମ୍ପର୍କରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିର କୁକୁଡାହାଡ଼ ଗାଁ ପାଖ ରେଳ ଲାଇନ ଟ୍ରାକରୁ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଦେହ ଉଦ୍ଧାର ହୋଇଛି । ପ୍ରେମ ସମ୍ପର୍କରୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଛ‌ନ୍ତି ମୃତକ‌ଙ୍କ ଦୁଇ ଭାଇ ଓ ପରିବାର ଲୋକେ । ମୃତକ ଜଣଚ ହେଲେ କଣ୍ଟାବାଞ୍ଜି ୧୧ ନମ୍ବର
Read More...

ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ୍‌

ଜଟଣୀ : ଆଜି ମ୍ୟୁନିସିପାଲିଟି ଛକ ପାଖରେ ଜଣେ ପ୍ରାଇଭେଟ୍‌ ଫାଇନାନ୍ସ କଂପାନୀର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଏକ ପ୍ରାଇଭେଟ୍‌ ଫାଇନାନ୍ସ କଂପାନୀର
Read More...

ଏଡିବି ଏସ୍‌ବିଆଇ ବ୍ୟାଙ୍କ ସାମନାରୁ ୫ ଲକ୍ଷ ଲୁଟି ନେଲେ ଦୁଇ ଦୁର୍ବୁତ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନ ଗୋଟାଏ ସମୟରେ କଲେଜ ଛକ ସ୍ଥିତ ଏଡିବି ଏସ୍‌ବିଆଇ ବ୍ୟାଙ୍କ ସାମନାରୁ ଦୁଇ ଜଣ ଦୁର୍ବୁତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍ଥାନୀୟ ଟିକ୍ରାପଡାବାସୀ ସଞ୍ଜୟ ଶତପଥୀ ଓ ତୁଫାନ ସାହୁ ଅଜନ୍ତା ୱାଲ କ୍ଲକ ସଂସ୍ଥାରେ
Read More...

ବିଚ୍‌ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ : ମିଠା ଦୋକାନୀଙ୍କୁ ରାସ୍ତା ଉପରେ ହତ୍ୟା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଚ୍‌ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତପୁର ଅଂଚଳରେ ଆଜି ଅପରାହ୍ନ ୩ଟା ସମୟରେ ଜଣେ ମିଠା ଦୋକାନୀ ଆଉ ଜଣେ ମିଠା ଦୋକାନୀଙ୍କୁ ରାସ୍ତା ଉପରେ
Read More...

ଟାଙ୍ଗିଆ ଏବଂ ଭୁଜାଲିରେ ଆକ୍ରମଣ : ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନାଗହଣା

ବାଲେଶ୍ୱର : ଟାଙ୍ଗିଆ ଏବଂ ଭୁଜାଲି ଦ୍ୱାରା ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେବାଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇକାଳପୁର ଗାଁରେ ଘଟିଛି । ସୂଚନା ଅନୁସାରେ ଏହି ଗାଁର ସୁଦାମ ଚରଣ ସାହୁ ସାରଡାଙ୍ଗ ବଜାରରେ ଶମ୍ଭୁନାଥ ଜୁଏଲାରୀ ଦୋକାନ ଖୋଲିଥିଲେ ।
Read More...

ପୁଣି ଲଜ୍ଜାଜନକ ଘଟଣା : ୪ ଯୁବକଙ୍କ ଦ୍ୱାରା ମହିଳା ଗଣ ଦୁଷ୍କର୍ମର ଶିକାର, ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ : ପୁଣି ଘଟିଲା ଲଜ୍ଜାଜନକ ଘଟଣା । ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା ସାରା ଦେଶକୁ ବିଚଳିତ କରି ଦେଇଥିବା ବେଳେ ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ୩୨ ବର୍ଷୀୟ ଜଣେ ମହିଳାଙ୍କ ସହ ୪ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଖବର ଏବେ ସାରା ଦେଶରେ ପୁଣି ଚର୍ଚ୍ଚାର ନିଆଁରେ ଘିଅ ଢ଼ାଳିଛି
Read More...