Browsing Category

ଅପରାଧ

ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ : ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ…

ଟିଟିଲାଗଡ, (ସଂଜୟ କୁମାର ନାୟକ) : ଡକାୟତି କରିବା ପୁର୍ବରୁ ୯ ଜଣ ଦୁର୍ବୃତ୍ତଙ୍କୁ କାବୁକଲା ଟିଟିଲାଗଡ଼ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସହର ନିକଟସ୍ଥ
Read More...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ୪ ଗିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଗୁଡ଼ିମୁଣ୍ଡା ଗ୍ରାମରେ ଜନୈକ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅପରପକ୍ଷେ ଆକ୍ରମଣର ଶିକାର ହୋଇଥିବା ଦାମୋଦର କଠାରଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି
Read More...

ଅପରାଧୀ ସୌମ୍ୟଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୪ ଦିନ ତଳେ ବଲାଙ୍ଗିର ସହର ମାଲପଡା ଠାରେ ଅନେକ ଅପରାଧରେ ଜଡ଼ିତ ସୌମ୍ୟରଂଜନ ଦାଶଙ୍କୁ ଆକ୍ରମଣ ଘଟଣାରେ ଆଜି ୩ ଜଣ ଅପରାଧୀଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଫାରୁକ୍ ଖାନ, ଅମିତାଭ ନାଗ ଓ ଦେବେନ୍ଦ୍ର ନାଗ ।
Read More...

ବଲାଙ୍ଗିର ଶାନ୍ତିପଡାରେ ଘରେ ପଶି ମରଣାନ୍ତକ ଆକ୍ରମଣ, ଛୋଟ ଶିଶୁ ସହିତ ତିନି ଗୁରୁତର

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଥିବା ବେଳେ ଆଜି ପୁଣି ସହରର ଶାନ୍ତିପଡ଼ା ସ୍ଥିତ ପଞ୍ଜାବୀ ଗଳି (ଖର୍ସେଲପଡା ରାସ୍ତା)ରେ ରହୁଥିବା ସୁଶିଲ ମେହେରଙ୍କ ଘରେ ପଶି କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଏହି
Read More...

ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ ‘ଅବତାର-୨ର ଧମାକା

୨ ଦିନରେ ୧୦୦ କୋଟି ଆୟ ମୁମ୍ବାଇ : ଇଣ୍ଡିଆନ୍‌ ବକ୍ସ ଅଫିସ୍‌ରେ 'ଅବତାର-୨: ଦ ୱେ ଅଫ୍‌ ୱାଟର' ଫିଲ୍ମ ଦମ୍‌ଦାର ଆରମ୍ଭ କରିଛି । ଫିଲ୍ମ ମୁକ୍ତିଲାଭ କରିବାର ମାତ୍ର ୨ ଦିନରେ ୧୦୦ କୋଟି ଟଙ୍କା ଆୟ କରିସାରିଛି । ଆସନ୍ତା ସପ୍ତାହ ସୁଦ୍ଧା ଫିଲ୍ମର ଆୟ ୧୫୦ କୋଟି ଟପିଥିବ ବୋଲି ସିନେ
Read More...

ଖୁଜେନପାଲି-ଦାବକାନି ରାସ୍ତାରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠୁ ଲୁଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଖୁଜେନପାଲି - ଦାବକାନି ରାସ୍ତାରେ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଦୁର୍ବୃତ୍ତ ମାନେ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଛନ୍ତି । ଯୋଉଥିପାଇଁ ବ୍ୟବସାୟୀ ଜଣକ ସଦର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ବ୍ୟବସାୟୀ ଜଣକ ସୁଦପଡା ଠାରେ ଥିବା କବାଡି
Read More...

ବଲାଙ୍ଗିର ଅବକାରୀ ବିଭାଗର ଚଢାଉ : ୮ କିଲୋ ଗଂଜେଇ ଜବତ ସହ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଛନଛଡା ଗ୍ରାମରେ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮ କିଲୋ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ବେଆଇନ ଭାବରେ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ଖବର
Read More...

ବାଇକରେ କଫ୍‌ ସିରଫ୍‌ ଚୋରା ଚାଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକରେ କଫ୍‌ ସିରଫ୍‌ ଚୋରା ଚଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସୁଦର୍ଶନ ନାଏକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ୧୨୦ ବୋତଲ କଫ୍‌ ସିରଫ ଧରି ବଲାଙ୍ଗିର ପଟୁ
Read More...

ବ୍ଲାକମେଲିଂ ମାମଲାରେ ୧,୭୧,୦୦୦ / – ଟଙ୍କା ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ ବୋଲି ଏସ୍‌ଡିପିଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ଜଣ ଭଡ଼ାଟିଆ ମହିଳା ଓ ପୁରୁଷଙ୍କ ଦ୍ୱାରା ସ୍ଥାନୀୟ ରେଲୱେ ଷ୍ଟେସନ୍‌ ନିକଟସ୍ଥ ସାଗର କଲୋନୀର ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ୟାମସୁନ୍ଦର ମିଶ୍ର ବ୍ଲାକମେଲିଂର ଶୀକାର ହୋଇଛନ୍ତି । ତେବେ ଏହି ମାମାଲାରେ ଟାଉନ ପୋଲିସ ଗତକାଲି ଦୁଇ ଜଣ
Read More...

୧୬ ନଂ. ୱାର୍ଡରେ ସିନ୍‌ଟାକ୍ସ ପାଣି ଟାଙ୍କି ଚୋରି ଅଭିଯୋଗରେ ଟାଉନଥାନର ଦ୍ୱାରସ୍ଥ ହେଲେ କାଉନ୍‌ସିଲର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ ୧୬ର ବିଭିନ୍ନ ସ୍ଥାନରେ ସିନ୍‌ଟାକ୍ସ ପାଣି ଟାଙ୍କି ସାଧାରଣ ଜନତାଙ୍କ ପାଇଁ ଲଗାଯାଇଥିଲା । ତେବେ ଏହାକୁ କେହି ଜଣେ ଦୁର୍ବୃତ୍ତ ଚୋରି କରିନେଇଥିବା ନେଇ ବଲାଙ୍ଗିର ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ୱାର୍ଡର
Read More...