Browsing Category

ବିଚିତ୍ରା

କଙ୍ଗନାଙ୍କ ଡ୍ରଗ୍ସ କେସ୍‌ ତଦନ୍ତ କରିବ ମୁମ୍ବାଇ ପୁଲିସ

ମୁମ୍ବାଇ : କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ କେସ୍‌ର ତଦନ୍ତ ହେବ । ମହାରାଷ୍ଟ୍ର ସରକାର ତଦନ୍ତର ଆଦେଶ ଦେଇଛନ୍ତି । ତେବେ ମୁମ୍ବାଇ ପୁଲିସକୁ ତଦନ୍ତର ଦାୟତ୍ୱ ପ୍ରଦାନ କରାଯାଇଥିବା ଖବରରେ କୁହାଯାଇଛି । ମୁମ୍ବାଇ ପୁଲିସକୁ ମହାରାଷ୍ଟ୍ର ସରକାରଙ୍କ ତଦନ୍ତ କରିବା ସକାଶେ ଅଫିସଆଲ୍‌ ଚିଠି
Read More...

ପରେଶ ରାୱଲ ହେଲେ ଏନ୍‌ଏସ୍‌ଡ଼ି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡ୍‌ର ବଳିଷ୍ଠ ପ୍ରତିଭାବାନ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ପରେଶ ରାୱଲ୍‌ଙ୍କୁ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡ଼ି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ସୂଚନା ଦେଇଥିବା ବେଳେ ସେ
Read More...

ଦେଶରେ କୋଭିଡ-୧୯ ନମୁନା ପରୀକ୍ଷଣରେ ନୀରବଚ୍ଛିନ୍ନ ଅଗ୍ରଗତି

● ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷାନୂଆଦିଲ୍ଲୀ, (ପିଆଇବି) : ଦେଶରେ କରୋନା ସଂକ୍ରମିତଙ୍କ ଦୈନିକ ଆରୋଗ୍ୟ ସଂଖ୍ୟା ପାଖାପାଖି ୭୫ ହଜାର ହୋଇଥିବା ବେଳେ ନମୁନା ପରୀକ୍ଷାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଜଣେ ଅସହାୟଙ୍କ ଶବ ସତ୍କାର କରାଯାଇଛି । ସୂଚନା ଯୋଗ୍ୟ ଯେ , ବଲାଙ୍ଗିର ଶାସ୍ତ୍ରୀନଗରରେ ସଂଗ୍ରାମ ମହାରଣା(୫୫), ତାଙ୍କ ବାପା ମୃତ୍ୟଞ୍ଜୟ ମହାରଣା(୮୦) ଏବଂ ସ୍ତ୍ରୀଙ୍କ ସହ ରହୁଥୁଲେ । ଆଜି ଦିନ
Read More...

ଖୁସି ଖବର : କରୋନା ସହ ଲଢ଼ିବାକୁ ଭାରତରେ ଲଂଚ ହେଲା ଔଷଧ

ହାଇଦ୍ରାବାଦ : ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣରେ ସରକାରଙ୍କ ନିଦ ହଜି ଯାଇଛି । କିନ୍ତୁ ଏ ଭିତରେ ଔଷଧ କ୍ଷେତ୍ରର କଂପାନୀ ଡା.ରେଡ଼୍‌ଡ଼ିଜ୍‌ ଲେବରୋଟୋରିଜ୍‌ ଲିମିଟେଡ଼୍‌ ଭାରତରେ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ରେମ୍‌ଡେସିଭିର୍‌ ଔଷଧ ବଜାରକୁ ଛାଡ଼ିବା
Read More...

ସଂଜୟ ଦତ୍ତ କ୍ୟାନ୍‌ସର ଚିକିତ୍ସା ଭିତରେ ଆରମ୍ଭ କଲେ ‘ଶମ୍‌ଶେର’ର ସୁଟିଂ

ପତ୍ନୀ ମାନ୍ୟତା କହିଲେ : ‘ରୁକ୍‌ ଜାନା ନେହିଁ ତୁ କହିଁ ହାର୍‌କେ’ମୁମ୍ବାଇ : ବଲଉଡ଼ ତାରକା ସଂଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗର ଚିକିତ୍ସା ଭିତରେ ଆରମ୍ଭ କରି ଦେଇଛନ୍ତି ତାଙ୍କ ‘ଶମ୍‌ଶେର୍‌’ ଫିଲ୍ମର ସୁଟିଂ । ଏ ସଂପର୍କରେ ତାଙ୍କ ପତ୍ନୀ ମାନ୍ୟତା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟିଂ
Read More...

ପପ୍‌-ଜି ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା : ଖୁବଶୀଘ୍ର ଦେଶକୁ ମିଳିବ ଏହାର ବିକଳ୍ପ

ନୂଆଦିଲ୍ଲୀ : ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ ପପ୍‌-ଜିକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର। କିନ୍ତୁ ପପ୍‌-ଜି
Read More...

ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ଇଡ଼ି ପକ୍ଷରୁ ନୋଟିସ୍‌

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ବଲିଉଡ଼୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ମନି ଲେଡ଼ିଂ ମାମଲାର ଯାଂଚ ପାଇଁ ନୋଟିସ୍‌ ଦେଇଥିବା ଜଣାପଡ଼ିଛି । ତେବେ ଇଡ଼ିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି ।
Read More...

ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ ଗ୍ରାମବାସୀ କ୍ରମଶଃ ସଶକ୍ତ ହେଉଛନ୍ତି : ଓଡ଼ିଶାର ସଫଳ କାହାଣୀ

ଭୁବନେଶ୍ୱର, (ପିଆଇବି) : କୋଭିଡ୍‌ ମହାମାରୀ ଯୋଗୁଁ ନିଜ ନିଜର ଭିଟାମାଟିକୁ ଫେରିଆସିଥିବା ଶ୍ରମିକ ଏବଂ ସ୍ଥାନୀୟ ଅଭାବୀ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଓଡିଶା ସମେତ ୬ଟି ରାଜ୍ୟରେ କାର୍ୟ୍ୟକାରୀ ହେଉଛି । ଅନ୍ୟ ରାଜ୍ୟଗୁଡିକ ହେଲେ ବିହାର, ଝାଡଖଣ୍ଡ,
Read More...

କଙ୍ଗନାଙ୍କ ନୂଆ ଚଳଚିତ୍ର ‘ତେଜସ୍‌’

ମୁମ୍ବାଇ, (କେପିଏନ୍‌ଏସ୍‌) : ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱାତଙ୍କ ନୂଆ ଚଳଚିତ୍ର ‘ତେଜସ୍‌’ର ଫାଷ୍ଟ ଲୁକ୍‌ ଗତ ଫେବୃଆରୀରେ ଜାରି ହୋଇଥିଲା । ଏଥିରେ କଙ୍ଗନାଙ୍କୁ ବାୟୁସେନା ଅଧିକାରୀ ଭୂମିକାରେ ଦେଖିବାକୁ ମିଳବ । ଜୁଲାଇରୁ ଚଳଚିତ୍ରର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ କରୋନା ଯୋଗୁଁ
Read More...