Browsing Category

ବିଚିତ୍ରା

ସୁଧୁରୁଛି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା : କରୋନା ରୋଗୀଙ୍କ ପାଇଁ ବଢୁଛି ଆସିୟୁ ବେଡ୍‌, ପରୀକ୍ଷା କିଟ୍‌ ଓ ଅକ୍ସିଜେନ୍‌…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସପ୍ତାହରେ କରୋନା ବଲାଙ୍ଗିର ସହରରେ ତାର କରାଳ ରୂପ ଦେଖାଇଛି । ଅନେକେ ଏହାର ସଂକ୍ରମଣରେ ସଂକ୍ରମିତ ହୋଇଥିବା ବେଳେ ସହରର କିଛି ଚିହ୍ନାମୁହଁ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି । ଏହି ଭିତରେ ସହର ତଥା ଜିଲ୍ଲାରେ କରୋନା ନିୟନ୍ତ୍ରଣ ତଥା ରୋଗୀଙ୍କ
Read More...

ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସ୍‌ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଡ୍ରଗ୍ସ ଏଜେନ୍ସିର ତଦନ୍ତ ପରିସରକୁ ଟାଣି ଆଣିଲା

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୭ର ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସର ଆଧାରରେ ପଚରା ଉଚୁରା ପାଇଁ ଡକା ଯାଇଥିଲା । ଏହି ଚାଟ୍‌ସ୍‌ ଟେଲେଣ୍ଟ ଏଜେଣ୍ଟ ଜୟା ସାହାଙ୍କ ମୋବାଇଲ୍‌ ଫୋନ୍‌ରୁ ମିଳିଥିବା ସୂଚନାରେ କୁହାଯାଇଛି । ଏହାକୁ ନେଇ ସୁଶାନ୍ତ ସିଂହ
Read More...

ଭଲ ଖବର : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କଲା ଓଡ଼ିଶା : ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାରୁ ଆରୋଗ୍ୟ ହେବା କ୍ଷେତ୍ରରେ ପୁଣି ଏକ ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛି ଓଡ଼ିଶା । ରାଜ୍ୟରେ କୋଭିଡ-୧୯କୁ ପରାସ୍ତ କରିବାରେ ସଫଳତା ପ୍ରାପ୍ତ ହୋଇ ଦେଢ଼ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଲା : ଜାମିନ ଯାଚିକା ଉପରେ କାଲି ହେବ ହାଇକୋର୍ଟ…

ମୁମ୍ବାଇ : ବହୁଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାର ଡ୍ରଗ୍ସ ଏଙ୍ଗଲ୍‌ରୁ ତଦନ୍ତ କରୁଥିବା ନାର୍‌କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ରିୟାଙ୍କୁ ୯ ସେପ୍ଟମ୍ବରରେ ଗିରଫ୍‌ କରିଥିବା ବେଳେ ରିୟାଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଯାଇଛି । ଏବେ ତାଙ୍କୁ ଜେଲ୍‌ରେ ହିଁ ରହିବାକୁ
Read More...

ମୁହଁରେ କସ୍ତୁରୀ ହଳଦୀ ଲଗାନ୍ତୁ : ତୁରନ୍ତ ପାଆନ୍ତୁ ଉଜ୍ୱଳ ଚେହେରା

କସ୍ତୁରୀ ହଳଦୀରେ ଅଧିକ ମାତ୍ରାରେ ଆଣ୍ଟିସେପ୍ଟିକ୍‌, ଆଣ୍ଟି ବେକ୍‌ଟେରିଅଲ୍‌ ଏବଂ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ବ୍ୟତୀତ ଏମିତି ଗୁଣ ବି ଦେଖିବା ମିଳେ ଯାହା ମୁହଁର ବ୍ରଣ ସମସ୍ୟା ସହ ଅନେକ ଦାଗ ଲିଭେଇବାରେ ସହାୟକ ହୋଇଥାଏ । ସୁନ୍ଦରତା ପାଇଁ ସବୁଠାରୁ ବେଶୀ ବ୍ୟବହୃତ ହେଉଥିବା ହଳଦୀ ହେଉଛି
Read More...

ଆୟୁର୍ବେଦିକ କାଢ଼ା ସେବନରେ ବି ଜ୍ୱରରୁ ମୁକ୍ତି ମିଳିବ

ନୂଆଦିଲ୍ଲୀ : ଆୟୁର୍ବେଦିକ କାଢ଼ା ବି ଭଲ କରିପାରେ ଜ୍ୱର ବୋଲି ଆୟୁର୍ବେଦର ଜଣେ ବିଶିଷ୍ଟ ଚିକିତ୍ସିକ ମତ ଦେଇଛନ୍ତି । ଆୟୁର୍ବେଦ ଅନୁସାରେ ଜ୍ୱର ୧୩ ପ୍ରକାରର । ସେଗୁଡ଼ିକ ହେଲା ପିତ୍ତଜ, କଫଜ, ବାତ-ପିତ୍ତଜ, ବାତ-କଫଜ, ତ୍ରିଦୋଷଜ, ଆଗନ୍ତୁଜ (ବାହ୍ୟ ଜ୍ୱର), ଶୋକାଜ (ଚିନ୍ତା ପ୍ରେରିତ),
Read More...

ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ମାନବିକତା : କ୍ୟାନ୍ସର ପୀଡ଼ିତା ରତ୍ନାବତୀଙ୍କ ଘରକୁ ଯାଇ ପ୍ରଦାନ କଲେ ଲକ୍ଷାଧିକ…

ବରଗଡ଼, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ରତ୍ନାବତୀ ପ୍ରଧାନଙ୍କ ଚିକିତ୍ସା ନିମନ୍ତେ ପ୍ରଥମ ମାସର ଔଷଧ ପ୍ରଦାନ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଏନେଇ ବିଧାୟିକା ଶ୍ରୀମତୀ ଛୁରିଆ ନିଜେ ତାଙ୍କ ଘରକୁ ଯାଇଥିଲେ
Read More...

ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କଙ୍ଗନାଙ୍କ ହାତରେ ପଦ୍ମ

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରନୌତ ଆଜି ସଂଧ୍ୟାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହ ସାକ୍ଷାତ କରିଛନ୍ତି । ନିକଟରେ ବିଏମ୍‌ସି ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ କାର୍ଯ୍ୟାଳୟରେ ବୁଲ୍‌ଡେଜର୍‌ ଲାଗିବା ପରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।
Read More...

ରିୟାଙ୍କ ମୁହଁରୁ ବାହାରିଲା ସତ : ଥାଇଲାଣ୍ଡ ଟ୍ରିପ୍‌ରେ ସାରା ବି ଯାଇଥିଲେ

ନୂଆଦିଲ୍ଲୀ : ରିୟା ଚକ୍ରବର୍ତ୍ତୀଙ୍କ ମୁହଁରୁ ସତ ବାହାରିଥିବା ବେଳେ ଡ୍ରଗ୍ସ ମାମଲାରେ ଯାହାଙ୍କ ନାଁ ନେଇଛନ୍ତି ସେ ହେଲେ ସାରା ଅଲି ଖାନ । ଯାହାଙ୍କ ଜନ୍ମଗତ ସଂପର୍କ ରହିଛି ନବାବ ପରିବାର ସହ । ଛୋଟେ ନବାବ ଏବଂ ଅଭିନେତା ସୈଫ୍‌ ଅଲି ଖାନ୍‌ ଏବଂ ଅମୃତା ସିଂହର ଝିଅ । ସାରା ଏବେ ରିୟାଙ୍କ
Read More...

ଅସହାୟ ଦୁର୍ଗାଙ୍କୁ ସହାୟ ହେଲେ ମାହେଶ୍ୱରୀ ଗ୍ରୁପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ଗ୍ରୁପ ବିଭିନ୍ନ ସମାଜିକ ସହାୟତା ପାଇ ଅଂଚଳରେ ବେଶ ଜଣଶୁଣା । ଆଜି କୌଣସି ସୁତ୍ରରୁ ଖବର ପାଇ ସମସ୍ତେ ପହଞ୍ଚିଥିଲେ ସ୍ଥାନୀୟ ଡିଆରଡିଏ କାର୍ୟ୍ୟାଳୟ ସାମନାକୁ । ସେଠାରେ ପହଞ୍ଚି ଖବର ପାଇଲେ ଯେ,
Read More...