Browsing Category

ମନୋରଞ୍ଜନ

ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ ନଜର ଆସିବେ ଦିଶା ପଟାନୀ ଫିଲ୍ମ ‘ରାଧେ’ରେ

ମୁମ୍ବାଇ : ଫିଲ୍ମ 'ରାଧେ'ରେ ନଜର ଆସିବେ ଅଭିନେତ୍ରୀ ଦିଶା ପଟାନୀ । ସେ ଅଭିନେତା ଟାଇଗର ସ୍ରଫଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି । କିନ୍ତୁ 'ରାଧେ'ର ସେଟ୍‌ ଉପରେ ମିଳିଥିବା ସୂଚନା ଅନୁସାରେ ସଲମାନ ଖାନଙ୍କ ଚଳଚିତ୍ର 'ରାଧେ'ରେ ଦିଶା ପାଟାନୀ, ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ
Read More...

ହୋସ ଉଡିଯିବ ଉର୍ବଶୀଙ୍କ ଗାଉନ୍‌ ଦାମ୍‌ ଶୁଣିଲେ‌, ସେହି ଦାମରେ ଭୁବନେଶ୍ୱରରେ କିଣି ହୋଇଯିବ ଅନେକ ବଡ ବଡ ଫ୍ଲାଟ୍‌

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉଟେଲା ପୁଣି ତାଙ୍କ ଗାଉନ ପାଇଁ ଚର୍ଚ୍ଚାରେ । ଅର୍ଥାତ୍‌ ଉର୍ବଶୀ ନିଜ ଦାମୀ ଗାଉନ୍‌ ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସବୁବେଲେ ନିଜ ହଟ୍‌ ଅନ୍ଦାଜରେ ଫଟୋସୁଟ୍‌, ନିଜ ଅଭିନୟ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ନିଜ ଦାମୀ
Read More...

ଲଦାଖରେ ଅମିତାଭ ମାଇନସ୍ ୩୩ ଡିଗ୍ରୀ ଶୀତର ସମ୍ମୁଖୀନ ହେଲେ : ସେୟାର କଲେ ଫଟୋ

ନୂଆଦି‌ଲ୍ଲୀ : ଏବେ ସାରା ଦେଶରେ ଶୀତ ଋତୁ ଚାଲିଛି ଏବଂ ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ଆହୁରି ମଧ୍ୟ, ନୂତନ ବର୍ଷର ଆଗମନ ଅର୍ଥାତ୍ ୨୦୨୧ ମଧ୍ୟ ପହଞ୍ଚିଛି । ନିକଟରେ ମହାନ ଅଭିନେତା ଅମିତାଭ ବଚ୍ଚନ ଲଦାଖ ଟ୍ରିପରୁ ଫେରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ
Read More...

ଅଦାନି ଗ୍ରୁପ ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ

ମୁମ୍ବାଇ : ଅଦାନି ଗ୍ରୁପର ଗୌତମ ଅଦାନି ଧର୍ମା ପ୍ରଡକ୍ସନର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ଶୁଣିବାକୁ ମିଲିଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ୍‌ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଯଦି ଏହା ହୁଏ
Read More...

ଧୁମ୍-୪ ରେ ଏକାସଙ୍ଗେ ଦର୍ଶକ‌ଙ୍କ ନଜରରେ ଆସିବେ‌ ରିତିକ୍‌ ଓ ଜନ୍

ମୁମ୍ବାଇ : ବଲିଉଡ୍‌ ସିନେମା ଜଗତରେ ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪ । ଧୁମ୍-୪ରେ ଉଭୟ ରିତିକ୍‌ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ଦର୍ଶକ‌ଙ୍କ ନଜର ଆସିବେ ବୋଲି ଚ‌ର୍ଚ୍ଚା ହେଉଛି । ପ୍ରଥମଥର ପାଇଁ ରିତିକ୍‌ ଓ ଜନ୍‌ ଗୋଟିଏ ଫିଲ୍ମରେ ଏକାସଙ୍ଗେ ନଜର ଆସିବେ । ଏହି ଖବର ସାମ୍ନାକୁ ଆସିବା
Read More...

ଅମିତାଭ ବଚ୍ଚନ ଆସିବେ ସୂରଜଙ୍କ ସିନେମାରେ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦୁଇ ଚ‌ର୍ଚ୍ଚିତ ଅଭିନେତା ଏକାଠି ଦେଖାଯିବେ ଅମିତାଭ ବଚ୍ଚନ ରାଜଶ୍ରୀ ପ୍ରଡକ୍ସନ୍ସ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ରରେ ଦେଖାଯିବେ ଏବଂ ବିଗ୍‌ ବି ସୂରଜ ବଡଯାତ୍ୟାଙ୍କ ସହ ଏକା ସ‌ଙ୍ଗେକାମ କରିବେ ଏବଂ ଚଳଚ୍ଚିତ୍ରଟି ୨୦୨୧
Read More...

ନୁଆଁ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରେକଡିଂ

ବଲାଙ୍ଗିର, (କେପିଏନ୍ଏସ୍) : ନୂଆ ବର୍ଷ ୨୦୨୧ ପାଇଁ ଆର୍.ଆର୍. ଷ୍ଟୁଡିଓ ବରଗଡରେ ଏକ ସୁନ୍ଦର ସମଲପୁରୀ ଫୋକ୍ ଗୀତ "ବହୁ ଗୋଟ୍ଟ" ରେକଡିଂ ହୋଇଯାଇଛି।ଗୀତକୁ ଲେଖିଛନ୍ତି ଏବଂ ସ୍ବର ସଂଯୋଜନା କରିଛନ୍ତି ଜନକ ସେଠ୍।ଏହି ଗୀତରେ ସଂଗୀତ ପରିଚାଳନା କରିଛନ୍ତି ଜନ୍ ପାଣ୍ଡେ ଏବଂ କଣ୍ଠଦାନ କରିଛନ୍ତି
Read More...

ବଲିଉଡ୍ ଭାଇଜାନ୍ ସଲମାନ ଖାଁ ନିଜ ଜନ୍ମଦିନ ଫାର୍ମ ହାଉସରେ ପାଳିଲେ

ମୁମ୍ବାଇ : ୫୫ ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାଁ । ଭାଇଜାନ ତାଙ୍କ ଫାର୍ମ ହାଉସରେ ଅଧା ରାତିରେ କେକ କାଟି ତା‌ଙ୍କର ଜ‌ନ୍ମ ଦିବସ ପାଳନ କରିଛ‌ନ୍ତି । ଏଥର କରୋନା ମହାମାରୀକୁ ମୁଖ୍ୟ କାରଣ ଦର୍ଶାଇ ଭାଇଜାନ୍‌‌ ପୂର୍ବରୁ ନୋଟିସ ଲଗାଇ ଦେଇଥିଲେ ତାଙ୍କ ବାନ୍ଦ୍ରା
Read More...

ପ୍ରିୟଙ୍କା ଚୋପ୍ରା ଖ୍ରୀଷ୍ଟମାସ ଦିନ ୫୨ ହଜାରର କୋଟ ପିନ୍ଧି ବାହାରିଲେ

ମୁମ୍ବାଇ : ବଲିଉଡର ଦେଶୀ ଗାର୍ଲ ଏବଂ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ଲଣ୍ଡନରେ ତାଙ୍କର ନୂଆ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଅଛନ୍ତି । ପ୍ରିୟଙ୍କା ଲଣ୍ଡନରେ ଅଛନ୍ତି ଏବଂ ଖ୍ରୀଷ୍ଟମାସ ଦିନ ସ୍ୱାମୀ ନିକ୍‌ ଜୋନାସ୍‌ଙ୍କ ସହ ସମୟ ବିତାଉଛନ୍ତି । ପ୍ରିୟଙ୍କା ଚୋପ୍ରା ତାଙ୍କ
Read More...

କେବଳ ଫି‌ଲ୍ମରେ ନୁହେଁ, ଜୀବନ ଜିଇଁବାରେ ବି ସୁପରଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ : କେବଳ ଫି‌ଲ୍ମରେ ନୁହେଁ, ଜୀବନ ଜିଇଁବାରେ ବି ସୁପରଷ୍ଟାର ଅମିତାଭ ବଚ୍ଚନ । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ବୟସର ଏହି ପର୍ଯ୍ୟାୟରେ ମଧ୍ୟ ଜୀବନରେ ବହୁତ ସକ୍ରିୟ ରହିଛନ୍ତି । ସେ କେବଳ ନିଜ କାର୍ଯ୍ୟ ସାମ୍ନାରେ ବ୍ୟସ୍ତ ନୁହଁନ୍ତି ସୋସିଆଲ ମିଡିଆରେ ମଧ୍ୟ ବହୁତ ସମୟ
Read More...