Browsing Category

ମନୋରଞ୍ଜନ

କରୋନା ମୁକ୍ତ ହେଲେ ଅଭିଷେକ ବଚ୍ଚନ

ମୁମ୍ବାଇ, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଦୀର୍ଘ ୨୯ ଦିନ ଧରି ଚିକିତ୍ସିତ ହେବା ପରେ କରୋନା ମୁକ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କ ପିତା ଅମିତାଭ ବଚ୍ଚନ ଏହା ପୂର୍ବରୁ କରୋନାରୁ ଆରୋଗ୍ୟ
Read More...

ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା
Read More...

ରାମ ମନ୍ଦିରର ଶିଲାନ୍ୟାସ ବିଭୋର୍ ହେଲେ ‘ସୀତା’ ଭୂମିକାର ଅଭିନେତ୍ରୀ ଦୀପିକା

ମୁମ୍ବାଇ, (କେପିଏନ୍ଏସ୍) : ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିରର ଅଯୋଧ୍ୟାରେ ଭୂମିପୂଜନ ହୋଇଛି । ସାରା ଦେଶରେ ଖୁସିର ବାନା ଉଡି ‘ଜୟ ଶୀ୍ରରାମ’ ନାରାରେ କମ୍ପି ଉଠୁଥିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଶୀ୍ରରାମଙ୍କର ମନ୍ଦିରକୁ ନେଇ ବହୁତ ଗୁଡାଏ ଆନନ୍ଦମୁଖର ପୋଷ୍ଟ ଦେଖିବାକୁ
Read More...

କମାଲ୍ କରିଛନ୍ତି ଶିଶୁ କଳାକାର ବିଶ୍ୱନାଥ ପରିଡା

କଟକ, (କେପିଏନ୍ଏସ୍) : ମଞରୀ ଚ୍ୟାନାଲ୍ ପ୍ରସ୍ତୁତ କରୁଥିବା ‘ବହୁ ଆମର ଏନଆରଆଇ’ ଧାରାବାହିକାରେ ଶିଶୁ କଳାକାର ବିଶ୍ୱନାଥ ପରିଡା ଅଭିନୟ କରିଛନ୍ତି । ଏହି ଧାରାବାହିକାରେ ସେ ଜଣେ ବିଧାୟକର ନାତି ଭାବରେ ଅଭିନୟ କରିଥିବା ବେଳେ ଏବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏହାର ସୁଟିଂକୁ ବନ୍ଦ
Read More...

ଆଜି ଦିନ ୩ଟାରେ ରିଲିଜ୍ ହେବ ‘ରାକ୍ଷୀ’

ବଲାଙ୍ଗିର, (କେପିଏନ୍ଏସ୍) : ଭାଇ ଭଉଣୀର ଅତୁଟ ବନ୍ଧନକୁ ନେଇ ଜେବି ଫିଲ୍ମସ୍ ଦ୍ୱାରା ରିଲିଜ୍ ହେବାକୁ ଥିବା ଏକ ଭିନ୍ନ ଧରଣର କ୍ଷୁଦ୍ର ଚଳଜିତ୍ର ‘ରାକ୍ଷୀ’ ଆଜି ଅପରାହ୍ନ ୩ ଟାରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅଶୋକ ଦୀପ ନିଦେ୍ର୍ଧଶନା ଦେଇଛନ୍ତି । କାହାଣୀକୁ ସାଗର କୁମାର ପ୍ରସ୍ତୁତ
Read More...

୨ ସେପ୍ଟେମ୍ବରରୁ ସତ୍ୟମେବ ଜୟତେ-୨ର ସୁଟିଂ ଆରମ୍ଭ

କେପିଏନ୍ଏସ୍ : ସତ୍ୟମେବ ଜୟତେ-୨ର ସୁଟିଂକୁ ନେଇ ବେଶ୍ ଚର୍ଚ୍ଚାରେ ବଲିଉଡର ଜଣାଶୁଣା ନାୟକ ଜନ୍ ଆବ୍ରାହମ୍ । ସତ୍ୟମେବ ଜୟତେ-୨ ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ ଓ ଦିବ୍ୟା କୁମାର ଅଭିନୟ କରୁଛନ୍ତି । ଏହି ଚଳଜିତ୍ରର ସୁଟିଂ ଏପ୍ରିଲ ୧୦ରେ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ
Read More...