om academy

ବଲିଉଡ୍ ଭାଇଜାନ୍ ସଲମାନ ଖାଁ ନିଜ ଜନ୍ମଦିନ ଫାର୍ମ ହାଉସରେ ପାଳିଲେ

jsm

ମୁମ୍ବାଇ : ୫୫ ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାଁ । ଭାଇଜାନ ତାଙ୍କ ଫାର୍ମ ହାଉସରେ ଅଧା ରାତିରେ କେକ କାଟି ତା‌ଙ୍କର ଜ‌ନ୍ମ ଦିବସ ପାଳନ କରିଛ‌ନ୍ତି । ଏଥର କରୋନା ମହାମାରୀକୁ ମୁଖ୍ୟ କାରଣ ଦର୍ଶାଇ ଭାଇଜାନ୍‌‌ ପୂର୍ବରୁ ନୋଟିସ ଲଗାଇ ଦେଇଥିଲେ ତାଙ୍କ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ । କି ଏଥର ସେ ତାଙ୍କ ଜନ୍ମଦିନରେ ଘରେ ରହୁନାହାଁନ୍ତି । ତେଣୁ ତାଙ୍କର କୌଣସି ପ୍ରଶଂସକ ତାଙ୍କ ଘର ସାମ୍ନାରେ ରୁଣ୍ଡ ନ ହେବାକୁ ସେ ଅନୁରୋଧ କରିଥିଲେ । ତେବେ ସେ ଏହି ବର୍ଷ ତା‌ଙ୍କ ପରିବାର‌ଙ୍କ ସହିତ ତାଙ୍କ ଫାର୍ମ ହାଉସରେ ଜନ୍ମଦିନ ପାଳନ କରିଛନ୍ତି ।

Leave A Reply

Your email address will not be published.