ଉତ୍କଳ ଦିବସ ପାଳନ ଅବସରରେ ବିଧାୟକ ନବୀନ ଜୈନ କହିଲେ ବିକଶିତ ହେବ ଗୋପବନ୍ଧୁଙ୍କ ଓଡିଶା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍କଳ ଦିବସ ଉପଲକ୍ଷେ ବୁଧବାର ସକାଳେ ଓଡ଼ିଶାର ବୀରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୩୬ ସୁଦ୍ଧା ଏକ ବିକଶିତ!-->…
Read More...
Read More...