ସ୍ୱରାଜ ହସ୍ପିଟାଲର ପ୍ରତିଷ୍ଠାତା ସୁଜ୍ଞାନେନ୍ଦ୍ର ମିଶ୍ରଙ୍କର ୬୯ତମ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ସ୍ୱରାଜ ହସ୍ପିଟାଲ୍ ଏବଂ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ୍ରେ ଏହାର ପ୍ରତିଷ୍ଠାତା ଡାକ୍ତର ସୁଜ୍ଞାନେନ୍ଦ୍ର ମିଶ୍ରଙ୍କର ୬୯ତମ ଜନ୍ମଦିନ ଅବସରରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସାମାଜିକ ଦାୟିତ୍ୱ!-->…
Read More...
Read More...